Odia News Portal
Yearly Archives

2019

୧୧ ବର୍ଷରେ ପାଦ ଥାପିଲା କମିଶନରେଟ୍‌ ପୋଲିସ

ଭୁବନେଶ୍ବର: ୧୧ ବର୍ଷରେ ପାଦ ଥାପିଲା କମିଶନରେଟ୍‌ ପୋଲିସ। ଏହି ୧୦ ବର୍ଷ ଭିତରେ ଅନେକ ଘାତ ପ୍ରତିଘାତ ଦେଇ ଗତି କରିଛି । ଅନେକ ସଫଳତା ମଧ୍ୟ ହାସଲ କରିଛି। ଆଗକୁ ରହିଛି ଅନେକ ଚ୍ୟାଲେଞ୍ଜ। ବିଶେଷକରି ଫୋକସ୍‌ରେ ରହିଛନ୍ତି ବସ୍ତିର ଯୁବପିଢୀ ଓ ସ୍କୁଲ କାର‌୍ୟ୍ୟକ୍ରମ। କମିଶନରେଟ୍‌ ପୋଲିସ…

ପରିବାର ଓ ଏମସ୍‌ କର୍ମଚାରୀଙ୍କ ସହ ନୂଆବର୍ଷ ପାଳନ

ଦିଲ୍ଲୀ: ହାପି ନ୍ୟୁ ଇୟର କହିଲା ଯୋଡା ମୁଣ୍ଡରୁ ଅଲଗା ହୋଇଥିବା ଶିଶୁ ଜଗା । ପରିବାରବର୍ଗଙ୍କ ସହିତ, ଏମସ୍‌ କର୍ମଚାରୀ ସମସ୍ତଙ୍କୁ ନବ ବର୍ଷର ଶୁଭେଚ୍ଛା ଜଣାଇଛି ଜଗା । ପୁରୁଣା ବର୍ଷ ୨୦୧୮କୁ ବିଦାୟ ଦେଇଛି। ୨୦୧୮ ମସିହା ଉଭୟ ଜଗା-କାଳିଆଙ୍କ ପାଇଁ ଗରୁତ୍ୱପୂର୍ଣ୍ଣ ଥିଲା । ଜଗା ଏବେ…

ଲୋକଙ୍କୁ ଫ୍ରିରେ ମିଳିବ ଜିଓ ସିମ୍ ଏବଂ ୯୯ ଟଙ୍କାରେ ଅସୀମିତ ମଜା !

ଯଦି ଆପଣ ମଧ୍ୟ ରେଲୱେରେ ନିଜର ସେବା ଦେଉଛନ୍ତି, ଆପଣଙ୍କ ପାଇଁ ନବବର୍ଷର ବହୁତ ବଡ ଖୁସି ଖବର, କାରଣ ୧ ଜାନୁୟାରୀ ୨୦୧୯ରୁ ଆପଣଙ୍କୁ ରିଲାଏନ୍ସ ଜିଓର ସେବା ମିଳିବ। ଏବେ ଭାରତୀୟ ରେଲୱେର ସବୁ କର୍ମଚାରୀ ମାନଙ୍କୁ ଜିଓର କନେକସନ ମିଳିବ। ଜିଓ ସହିତ ରେଲୱେର ବୁଝାମଣାର ଫାଇଦା ଏହା ହେବ ଯେ…

ସିବିଆଇସି ଅଧ୍ୟକ୍ଷ: ଆଜି ବରିଷ୍ଠ ଓଡିଆ ଅଧିକାରୀ ପ୍ରଣବ କୁମାର ଦାସ ଦାୟିତ୍ୱ ନେଲେ

ନୂଆଦିଲ୍ଲୀ: କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ବର୍ହିଶୁଳ୍କ ବୋର୍ଡ (ସିବିଆଇସି)ର ଅଧ୍ୟକ୍ଷ ଭାବେ ଓଡ଼ିଆ ଅଧିକାରୀ ପ୍ରଣବ କୁମାର ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅର୍ଥନୀତିରେ ସ୍ନାତୋକୋତର, ଏମଫିଲ ଏବଂ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଶ୍ରୀ ଦାସ ୧.୧.୨୦୧୯, ମଙ୍ଗଳବାର ଦିନ ଏହି…