ଜାଣନ୍ତୁ କଞ୍ଚା ଅଣ୍ଡାର ଚମତ୍କାରୀ ଫାଇଦା
ଅଣ୍ଡାକୁ କଞ୍ଚା ଖାଇଲେ ଏଥିରେ ଥିବା ଭିଟାମିନ୍, ଓମେଗା ୩, ଜିଙ୍କ୍, ପ୍ରୋଟିନ୍ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ନଷ୍ଟ ହୋଇ ନ ଥାଏ। ଯାହାକି ଅଣ୍ଡା ସିଝାଇ ଖାଇଲେ ନଷ୍ଟ ହୋଇଯାଇଥାଏ। କିନ୍ତୁ କଞ୍ଚା ଅଣ୍ଡା ଆପଣଙ୍କୁ ସ୍ୱାଦିଷ୍ଟ ଲାଗିବ ନାହିଁ।
କଞ୍ଚା ଅଣ୍ଡାରେ ଭିଟାମିନ୍ ଭରପୂର…
