Odia News Portal
Yearly Archives

2019

ଏନ୍ଆଇଏଟିର ପ୍ରତିଷ୍ଠା ଦିବସରେ ଆଧ୍ୟାତ୍ମିକ ଜ୍ଞାନଯଜ୍ଞ

ଭୁବନେଶ୍ୱର : ଏନ୍ଆଇଏଟିର ପ୍ରତିଷ୍ଠା ଦିବସ ଶୈଳଶ୍ରୀବିହାର ସ୍ଥିତ ମହର୍ଷି ମହିଳା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏକବିଂଶ ଦଶନ୍ଧିରୁ ଆରମ୍ଭ ହୋଇଥିବା ଏହି ସଂସ୍ଥା ଅନେକ ଛାତ୍ରଛାତ୍ରୀମାନଙ୍କୁ କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରି କୃତିତ୍ୱର ସହିତ ଉନ୍ନତି କରିଛି । ସମାଜର…

ବାପା ହେବାକୁ ଚାହୁଁଛନ୍ତି ଏହି ଅଭିନେତା

ମୁମ୍ବାଇ() ବାପା ହେବାକୁ ଚାହୁଁଛନ୍ତି ସଲମାନ ଖାଁ । ଶୁକ୍ରବାର ନିଜର ଜନ୍ମଦିନ ପାଳନ କରିବା ପରେ ମାମୁ ହେବାର ଖବର ପାଇଥିଲେ ସଲ୍ମାନ। ଏହାପରେ ସେ ଖବରଦାତାଙ୍କୁ ସାକ୍ଷାତକାର ଦେଇଥିଲେ। ଏଥିରେ ତାଙ୍କୁ ଅନେକ ପ୍ରଶ୍ନ ପଚରାଯାଇଥିଲା। ତନ୍ମଧ୍ୟରୁ ମାମୁ ହୋଇ କିଭଳି ଲାଗୁଛି ବୋଲି ପ୍ରଶ୍ନରେ…

ରାଜନୀତିକୁ ଆସିବେ ସୁରଙ୍କ ପୁଅ

ଭୁବନେଶ୍ୱର()  ରାଜନୀତିରେ ବହୁତ ପରିଶ୍ରମ କରିବାକୁ ପଡ଼ିବ,ସେଥିପାଇଁ ତୁମେ ଆଗେ କ୍ୟାରିୟର ଦେଖ ବୋଲି ଉପଦେଶ ଦେଉଥିଲେ। ଏବେ ବାପାଙ୍କ ବୟସ ହୋଇଗଲାଣି। ଯଦି ବାପା ଆମକୁ କହିବେ, ଓଡ଼ିଶାକୁ ପରିବର୍ତ୍ତନ କରିବାର ଅଛି, ତୁମେ ଆସ। ଆମେ ନିଶ୍ଚୟ ଆସିବୁ। ଆଜି ଏହି କଥା କହିଛନ୍ତି ଜଟଣୀ ବିଧାୟକ…

କମ ବୟସ ଯୁବକଙ୍କ ସହ ରୋମାନ୍ସ କରିବାକୁ ଚାହୁଁଛି

ମୁମ୍ବାଇ()  ଅଭିନେତ୍ରୀ କରୀନା କପୁର ଖାଁଙ୍କ ଫିଲ୍ମ ‘ଗୁଡ୍ ନ୍ୟୁଜ୍’ର ରିଲିଜ୍ ହୋଇଛି। ଏହି ଫିଲ୍ମକୁ ପ୍ରଶଂସକ ବେଶ୍ ପସନ୍ଦ କରିଛନ୍ତି। ଏକ ସାକ୍ଷାତ୍କାରରେ କରୀନା କହିଛନ୍ତି, ଯେତେବେଳେ ସେ ବୃଦ୍ଧା ହୋଇଯିବେ, ସେତେବେଳେ ଏକ ଭିନ୍ନ ଚରିତ୍ରରେ ଅଭିନୟ କରିବେ। ଯେପରିକି ଜଣେ…

ଏହି ଅଭିନେତାଙ୍କୁ ପସନ୍ଦ କରନ୍ତି ଶ୍ରୀଦେବୀଙ୍କ ଝିଅ

ମୁମ୍ବାଇ() ଗୋଟିଏ ଫିଲ୍ମରେ ନଜର ଆସିଥିବା ଅଭିନେତ୍ରୀ ଜାହ୍ନବୀ କପୁର ଚର୍ଚ୍ଚାରେ । ସେ ନିକଟରେ ନେହା ଧୁପିଆଙ୍କ ଶୋରେ କହିଥିଲେ ଯେ ତାଙ୍କୁ ତାମିଲ ଷ୍ଟାର ଏବଂ ଅର୍ଜ୍ଜୁନ ରେଡ୍ଡି ଷ୍ଟାର ବିଜୟ ଦେବରାକୋଣ୍ଡାଙ୍କ ପ୍ରତି କ୍ରଶ୍ ରହିଛି। ନେହା ଧୁପିଆଙ୍କ ଚାଟ୍ ଶୋ ବେଳେ ଜାହ୍ନବୀ…

ଏଣିକି ଏସବିଆଇ ଏଟିଏମରୁ ଟଙ୍କା ଉଠାଇଲେ ଆସିବ ଓଟିପି

ଭୁବନେଶ୍ୱର() ଆସନ୍ତା ୧ ତାରିଖରୁ ଏସବିଆଇ ଏଟିଏମରୁ ଟଙ୍କା ଉଠାଇଲେ ମୋବାଇଲକୁ ଆସିବ ଓ୍ୱାନ୍ ଟାଇମ୍ ପାସଓ୍ୱାର୍ଡ ବା ଓଟିପି। ଏଟିଏମରେ ବେଆଇନ୍ କାରବାରକୁ ରୋକିବା ପାଇଁ ଏହି ବ୍ୟବସ୍ଥା ଲାଗୁ ହେବ। ନୂଆ ନିୟମ ଅନୁସାରେ ଯଦି ଏସ୍ବିଆଇ ଗ୍ରାହକ ଯଦି ଏସବିଆଇ ଏଟିଏମରୁ ଟଙ୍କା ଉଠାଇବେ, ତେବେ…

ଲିଙ୍ଗରାଜ ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ

ଭୁବନେଶ୍ୱର() ଲିଙ୍ଗରାଜ କ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ମନ୍ଦିରର ଭଜନ ମଣ୍ଡପ, ଏବଂ ଏକାମ୍ର ସାଂସ୍କୃତିକ ପ୍ରକାଶନି ପାଇଁ ନୂଆ କୋଠା ନିର୍ମାଣ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଏଥିପାଇଁ ଖର୍ଚ୍ଚ ହେବ ପାଖାପାଖି ୫ କୋଟି ଟଙ୍କା ।…

ହାଡ଼ଭଙ୍ଗା ଶୀତରେ ଥରହର ସାରା ଓଡ଼ିଶା

ଭୁବନେଶ୍ୱର ()  ରାଜ୍ୟରେ ପ୍ରବଳ ହୋଇଛି ଶୀତ ଲହରୀ । ଆଂଚଳିକ ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ରାଜ୍ୟର ୯ଟି ସହରରେ ତାପମାତ୍ରା ୯ ଡିଗ୍ରୀ ତଳେ ରହିଛି । ସୋନପୁର ସହରେ ସର୍ବନିମ୍ନ ୪ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ପାଣିପାଗ କେନ୍ଦ୍ରରୁ ମିଳିବା ସୂଚନା…

ଆଗକୁ କଂଗ୍ରେସ ଆଦର୍ଶକୁ ପାଳନ କରିବି: ପ୍ରଦୀପ ମାଝୀ

ଭୁବନେଶ୍ୱର () ଆଗକୁ କଂଗ୍ରେସ ଆଦର୍ଶକୁ ପାଳନ କରିବି । ଧୈର୍ୟ୍ୟଚ୍ୟୁତ ହେବାରୁ ଏଭଳି ମନ୍ତବ୍ୟ ଦେଇଥିଲି । ପିସିସି ସଭାପତିଙ୍କ ଜରିଆରେ ଏଆଇସିସିଙ୍କୁ ଏଭିଳି ଏକ୍ସପ୍ଲାନେସନ ପ୍ରଦୀପ ମାଝୀ ଦେଇଛନ୍ତି ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ, ଶୁକ୍ରବାର ପ୍ରଦୀପ ମାଝୀଙ୍କ ନାଁରେ ଥାନାରେ…

ଆପୋଲୋ ହସ୍ପିଟାଲ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିର୍ଦ୍ଦେଶ

ଭୁବନେଶ୍ୱର()  ଆପୋଲୋ ହସ୍ପିଟଲାର ଅଡୁଆ ବଢିଛି । ଜାତୀୟ ମାନବାଧିକାର କମିଶନ ଆପୋଲୋ ହସ୍ପିଟାଲ୍ ବିରୋଧରେ କାର୍ୟ୍ୟନୁଷ୍ଠାନ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି । ମେଡିକାଲର ପଞ୍ଜୀକରଣ ରଦ୍ଦ କରି ପୀଡିତଙ୍କୁ ତୁରନ୍ତ କ୍ଷତିପୂରଣ ଦେବାପାଇଁ ଏନଏଚଆରସି ନିର୍ଦ୍ଦେଶ…