Odia News Portal
Yearly Archives

2019

ତାରା ଦେଲେ ଚୁମ୍ବନ , ଫଟୋ ଭାଇରାଲ

ଭୁବନେଶ୍ୱର() ଚର୍ଚ୍ଚାରେ ବିଧାୟକ ତାରା ପ୍ରସାଦ ବାହିନୀପତି । ବିଧାନସଭାରେ ବାଚସ୍ପତିଙ୍କୁ ଫ୍ଲାଇଂ କିସ୍ ଦେଇ ଚର୍ଚ୍ଚାକୁ ଆସିଛନ୍ତି ତାରା । ପ୍ରଶ୍ନକାଳରେ ନିଜ ଅଞ୍ଚଳର ସମସ୍ୟା ଉଠାଇବାକୁ ଚାହୁଁଥିଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ମାତ୍ର ବାଚସ୍ପତି ସୂର୍ୟ୍ୟ…

ଛାତ୍ରଛାତ୍ରୀଙ୍କୁ ପାଠ ପଢାଇଲେ ଜିଲ୍ଲାପାଳ

ମାଲକାନଗିରି : ପାଠ ପଢାଇଲେ ମାଲକାନଗିରି ଜିଲ୍ଲାପାଳ । ମାଲକାନଗିରି RAC-6 ଓ RAC-9 ଗାଁ ସ୍କୁଲରେ ପାଠ ପଢାଇଥିଲେ। ଛାତ୍ରଛାତ୍ରୀଙ୍କୁ କିଛି ପ୍ରଶ୍ନ ପଚାରିବା ସହ ନିଜେ ପିଲାଙ୍କୁ ପଢାଇଥିଲେ । ପିଲାମାନେ ମଧ୍ୟ ଆଗ୍ରହର ସହ ଜିଲ୍ଲାପାଳଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ। ଛାତ୍ରଛାତ୍ରୀଙ୍କ…

ଗଡପଳାଶୁଣି ଗାଁରେ ବୃଦ୍ଧଙ୍କୁ ଦଳିଦେଲା ଦନ୍ତା

ଭୁବନେଶ୍ବର  : ବୃଦ୍ଧୃଙ୍କୁ ଦଳିଦେଲା ଦନ୍ତା। ହାତୀ ଆକ୍ରମଣରେ କାମାକ୍ଷାନଗର ମହାବୀରରୋଡ ରେଞ୍ଜ ଗଡପଳାଶୁଣି ଗାଁର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାଁ ନାରାୟଣ ନାୟକ। ଗତକାଲି ରାତିରେ ସେ ଘରୁ ବାହିରକି ଯାଉଥିବାବେଳ ହାତୀ ହାବୁଡରେ ପଡିଥିଲେ। ହାତୀଟି ତାଙ୍କୁ ଦଲି ଦେଇଥିଲା।…

ମନ ଜାଣେ ପାପ, ମା’ ଜାଣେ ବାପ

ଭୁବନେଶ୍ବର: ନବୀନ ପଟ୍ଟନାୟକଙ୍କ କ୍ୟାବିନେଟସହଯୋଗୀ ଅଶୋକ ଚନ୍ଦ୍ର ପଣ୍ଡା ଏକାଧାରରେ ଜଣେସାମ୍ବାଦିକ (ପୂର୍ବତନ), ଅବସରପ୍ରାପ୍ତ ସରକାରୀଚାକିରିଆ, ପ୍ରଭୁ ଲିଙ୍ଗରାଜଙ୍କ ସେବାୟତ, ବିଧାୟକଏବଂ ସର୍ବୋପରି ମନ୍ତ୍ରୀ । ଏତେସବୁ ସାଙ୍ଗିଆ ଓପଦବୀର ଅଭିଜ୍ଞତା ଥିବା ଜମଏ ବିରଳ ବ୍ୟକ୍ତି ହେଲେଅଶୋକ…

ପିଲାକୁ ବୁଦ୍ଧିମାନ କରିବା ପାଇଁ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ସାଧାରଣତଃ ପିଲାକୁ ବୁଦ୍ଧିମାନ୍ କରିବାକୁ ବାପା-ମାଆ ପ୍ରାଣପଣେ ଉଦ୍ୟମ କରିଥାଆନ୍ତି। ହେଲେ ବେଳେବେଳେ ଅନେକ ଚେଷ୍ଟା ପରେ ମଧ୍ୟ ପିଲା ବୋକା ହୋଇ ରହେ, ତତ୍ପର ହୁଏ ନାହିଁ କିମ୍ବା ବୁଦ୍ଧିମାନ ହୁଏନାହିଁ। ତେବେ କିଛି ଦିଗ ପ୍ରତି ଧ୍ୟାନ ଦେଲେ ଆପଣଙ୍କ ପିଲା ନିଶ୍ଚିତ ରୂପେ ବୁଦ୍ଧିମାନ ହେବ ଓ…

ସରକାରୀ ସଂସ୍ଥାରେ ଏଇଏସ୍‍ ମାଲିକ

ଭୁବନେଶ୍ୱର : ସଂସ୍ଥାଟି ରାଜ୍ୟ ସରକାରଙ୍କର । ଏଥିରେ ସବୁଠାରୁ ଅଧିକ ଅଂଶଧନ ରହିଛି ରାଜ୍ୟ ସରକାରଙ୍କ ସଂସ୍ଥାର । ହେଲେ ଉକ୍ତ ସଂସ୍ଥାର ଚାକି କାଠି ବିଦେଶୀ ସଂସ୍ଥା ହାତରେ । ସବୁଠାରୁ କମ୍‍ ଅଂଶଧନ ଥାଇ ବି ବିଦେଶୀ ସଂସ୍ଥା କିଭଳି ମାଲିକ ହୋଇଗଲା ତାହା ଏବେ ଚର୍ଚ୍ଚାର ବଷୟ ହୋଇଛି । ଏହି…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଆଜି ସ୍ବଗୃହୀ ଚନ୍ଦ୍ର ଚତୁର୍ଥ ସ୍ଥାନରେ ରହିଥିବାରୁ ବନ୍ଧୁ ମିଳନ ଘଟିବ। ମଙ୍ଗଳ ନିଜ ରାଶିକୁ ଅବଲୋକନ କରୁଥିବାରୁ ସ୍ବାସ୍ଥ୍ୟ ପ୍ରାୟତଃ ଭଲ ରହିବ। ସଭାସମିତିରେ ଯୁକ୍ତିଯୁକ୍ତ ଓ ଅପ୍ରିୟ ସତ୍ୟକଥା ପ୍ରକାଶ କରିବା ଦ୍ୱାରା ସାମୟିକ ସମସ୍ୟା ସୃଷ୍ଟି ହୋଇପାରେ। ଆଜିର ପ୍ରତ୍ୟୁଷ…

ଶ୍ରୀକୃଷ୍ଣ କାହିଁକି ଭାଙ୍ଗିଥିଲେ ତାଙ୍କ ବଇଁଶୀ ଜାଣନ୍ତୁ

ଶାସ୍ତ୍ରରେ କୁହାଯାଇଛି ଯେ ଦୁଇଟି ଜିନିଷକୁ ଶ୍ରୀକୃଷ୍ଣ ତାଙ୍କ ଜୀବନରେ ସବୁଠୁ ବେଶୀ ଭଲ ପାଉଥିଲେ। ସେହି ଦୁଇଟି ଜିନିଷ ହେଉଛି ରାଧା ଏବଂ ବଇଁଶୀ। ଶ୍ରୀକୃଷ୍ଣଙ୍କ ବଇଁଶୀ ଶବ୍ଦ ଶୁଣି ରାଧା ତାଙ୍କ ଆଡ଼କୁ ଆକର୍ଷିତ ହୋଇଥିଲେ। ଶ୍ରୀକୃଷ୍ଣ ରାଧାଙ୍କ ପାଇଁ ନିଜ ପାଖରେ ସବୁବେଳେ ବଇଁଶୀ ରଖୁଥିଲେ।…

କୈଳାଶ ପର୍ବତ ଉଠାଇଥିଲା ରାବଣ, ଜାଣନ୍ତୁ କାହିଁକି ଉଠାଇ ପାରିଲାନି ଶିବ ଧନୁ

ରାବଣ ଜଣେ ବଳଶାଳୀ ରାଜା ଥିଲା। ସେ ଶିବଙ୍କ ସହ କୈଳାଶ ପର୍ବତକୁ ହାତରେ ଉଠାଇଥିଲା। ତେବେ ସୀତାଙ୍କ ସ୍ୱୟମ୍ବରରେ ଶିବ ଧନୁ ଉଠାଇ ପାରିନଥିଲା। ସେହି ଧନୁକୁ ଭଗବାନ ଶ୍ରୀରାମ ଉଠାଇ ଗୁଣ ଚଢାଇବା ବେଳେ ତାହା ଭାଙ୍ଗିଯାଇଥିଲା। ହେଲେ ଜାଣନ୍ତୁ ରାବଣ କାହିଁକି ଉଠାଇ ପାରିଲାନି ଶିବ ଧନୁ ।…

ପୁଣି ଜିଓର ବଡ ଘୋଷଣା, ଏଣିକି ଲ୍ୟାଣ୍ଡଲାଇନ ନମ୍ବରରୁ ଭିଡିଓ କଲ ସେବା

ନୂଆଦିଲ୍ଲୀ()  ରିଲାଏନ୍ସ ଜିଓ Jio Call App ବଜାରକୁ ଆଣିଛି। ଏହା ଦ୍ବାରା ଲ୍ୟାଣ୍ଡଲାଇନ କଲର ଉତ୍ତର ମୋବାଇଲ ଫୋନ୍ ମାଧ୍ୟମରେ ଦିଆଯାଇପାରିବ।ଏହା ସହ ଗ୍ରାହକଙ୍କୁ ଲ୍ୟାଣ୍ଡଲାଇନ ନମ୍ବରରୁ ଭିଡିଓ କଲ କରିବାର ସୁବିଧା ମଧ୍ୟ ମିଳିବ।ଜିଓର ଗ୍ରାହକ ଏବେ ଏହି ଆପ ଦ୍ବାରା ଲ୍ୟାଣ୍ଡଲାଇନ ନମ୍ବରରୁ…