ବିଜେପିକୁ ଗାନ୍ଧୀ ଅଡୁଆ : ଫାଇଦାରେ କଂଗ୍ରେସ
ଭୁବନେଶ୍ୱର : ରାଜ୍ୟ ବିଜେପିକୁ ଏବେ ବିଧାନସଭାରେ ମହାତ୍ମା ଗାନ୍ଧୀ ପ୍ରସଙ୍ଗ ଅଡୁଆ ହୋଇଛି । ଗାନ୍ଧୀଙ୍କ ସଂକ୍ରାନ୍ତରେ ଭୁଲ୍
ସୂଚନା ଦେଇ ବିଜେଡି ଯେତିକି ଅକଳରେ ପଡିନାହିଁ ତାହାଠାରୁ ଅଧିକ ଅକଳରେ ପଡିଛି ବିଜେପି । ଏହି ପ୍ରସଙ୍ଗରେ ଦଳ କଣ
କରିବ ତାହା ଜାଣିପାରୁ ନଥିବା ଦେଖିବାକୁ…
