Odia News Portal
Yearly Archives

2019

ବିଶାଖାପାଟଣା ଓ ଆହ୍ଲାବାଦକୁ ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ୱର() ଭଦ୍ରକ ମାର୍ଗ ଦେଇ ବିଶାଖାପାଟଣା ଓ ଆହ୍ଲାବାଦ (ସୁବେଦାରଗଞ୍ଜ) କୁ ସ୍ୱତନ୍ତ୍ର ଟ୍ରେନ୍ । ଯାତ୍ରୀ ଭିଡ ଏଡାଇବାକୁ ଅଧିକ ବର୍ଥ ସୃଷ୍ଟି କରିବା ପାଇଁ ପ୍ରୟାସ ନିୟମିତ ଚଳାଚଳ କରୁଥିବା ଟ୍ରେନ୍ରେ ପ୍ରତୀକ୍ଷା ସୂଚୀ ପରିବର୍ତ୍ତେ ଯାତ୍ରୀମାନେ ସ୍ୱତନ୍ତ୍ର ଟ୍ରେନ୍ରେ ଟିକେଟ୍ ବୁକ୍…

ପ୍ରଥମ ଟେଷ୍ଟରେ ବାଂଲାଦେଶ ପରାସ୍ତ

ବିଦର୍ଭ : ତିନି ଦିନ ବି ପୂରିଲା ନାହିଁ । ଏଥିରେ ଭାରତୀୟ ବୋଲର୍‌ ବାଂଲାଦେଶ ବ୍ୟାଟ୍‌ସମ୍ୟାନଙ୍କୁ ଧରାଶାୟୀ କରି ଦେଲେ । ଆଉ ଏଠାରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟରେ ଭାରତ ଗୋଟିଏ ଇନିଂସ୍‌ ଓ ୧୩୦ ରନ୍‌ର ବିପୁଳ ବିଜୟ ହାସଲ କଲା । ମ୍ୟାଚ୍‌ ଜିତି ଦୁଇ ଟିକିଆ ଟେଷ୍ଟ ସିରିଜ୍‌ରେ ଘରୋଇ ଦଳ…

୩ ଦୁଷ୍କର୍ମକାରୀଙ୍କୁ ୨୦ବର୍ଷ ଜେଲ

କେନ୍ଦୁଝର() ଏକ ଗଣ ଦୁଷ୍କର୍ମ ଅଭିଯୋଗରେ ଚମ୍ପୁଆ ଏଡିଜେ ୩ଜଣ ଆସାମୀଙ୍କୁ ୨୦ବର୍ଷ ଲୋଖାଏ ଜେଲ ଦଣ୍ଡାଦେଶ ଦେଇଛନ୍ତି । ଏମାନେ ମାନେ ହେଲେ ପ୍ରରମେଶ୍ୱର ନାୟକ, ଜିତୁ ନାୟକ ଓ ପବିତ୍ର ନାୟକ । ୨୦୧୭ ମସିହାରେ ଏମାନେ ଜଣେ ଯୁବତୀଙ୍କୁ ରାସ୍ତାରୁ ଉଠାଇ ନେଇ ଗଣ ଦୁଷ୍କର୍ମ କରିଥିଲେ । ଚମ୍ପୁଆ…

ମହାତ୍ମା ଗାନ୍ଧୀଙ୍କ ଶରଣରେ ବିଜେପି ବିଧାୟକ

ଭୁବନେଶ୍ୱର() ଯାଜପୁର ପିଇଓ ସ୍ମିତାରାଣୀଙ୍କ ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବି କରି ବିଧାନସଭାରେ ବିଜେପି ବିଧାୟକମାନେ ଫେଲ ମାରିବା ପରେ ଏବେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଶରଣରେ ପଶିଛନ୍ତି । ବିଧାନସଭା ଅଧିବେଶନ ଆରମ୍ଭରୁ ବିଜେପି ଓ କଂଗ୍ରେସ ବିଧାୟକ ମାନେ ଗୃହରେ ଏହି ଦାବିରେ…

ଅଜୟଙ୍କ ସହ କାମ କରିବାକୁ ମନା କଲେ ଏହି ଅଭିନେତ୍ରୀ

ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭୁଜ: ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ’ରେ କାମ କରିବାକୁ ମନା କରିଦେଲେ। ପରିଣୀତି ଅକ୍ଷୟଙ୍କ ଫିଲ୍ମରେ ଏକ ଅଂଶ ହେବାକୁ ଚାହୁଁଥିଲେ। ଦୀର୍ଘଦିନ ବିତି ଯାଇଥିଲେ ମଧ୍ୟ ଏହାର ସମାଧାନ ହୋଇ ନ ଥିଲା। ପୂର୍ବରୁ ଆଉ ଗୋଟିଏ…

ଏଣିକି ଗୋଟିଏ ଦିନରେ ଦରମା ପାଇବେ କର୍ମଚାରୀ

ନୂଆଦିଲ୍ଲୀ()  କେନ୍ଦ୍ର ସରକାର ଏକ ରାଷ୍ଟ୍ର, ଏକ ଦିନରେ ବେତନ ବ୍ୟବସ୍ଥା ଲାଗୁ କରିବା ନେଇ ବିଚାର ବିମର୍ଷ କରୁଛନ୍ତି । ଗତକାଲି ଏନେଇ କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ସୂଚନା ଦେଇଛନ୍ତି । ଗଙ୍ଗୱାର କହିଛନ୍ତି ଯେ, ଦରମା ପ୍ରଦାନ କ୍ଷେତ୍ରରେ ଏଣିକି ସାରା ଦେଶରେ ଗୋଟିଏ ସମାନ…

ସମସ୍ତ ପୁସ୍ତିକାକୁ ନଷ୍ଟ କର: ଗଣଶିକ୍ଷା ବିଭାଗ

ଭୁବନେଶ୍ୱର()  ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁକୁ ଏକ ଆକସ୍ମିକ ଦୁର୍ଘଟଣା ଦର୍ଶାଯିବା ଘଟଣାକୁ ନେଇ ଶନିବାର ବିଧାନସଭାରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିବୃତି ଦେଇଥିଲେ। ଏହାପରେ ଏବେ ସମସ୍ତ ପୁସ୍ତିକାକୁ ନଷ୍ଟ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସମସ୍ତ…

ଗଜପତିଙ୍କ ପୁସ୍ତକୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର() ଗଜପତି ମହାରାଜ ଦିବ୍ୟ ସିଂ ଦେବଙ୍କ ପୁସ୍ତକକୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନିୟାର ମଶାଇ ମାରା ଅଭୟାରଣ୍ୟର ଭ୍ରମଣ ଅନୁଭୂତିକୁ ନେଇ ପୁସ୍ତକ ଲେଖିଛନ୍ତି ଗଜପତି ଦିବ୍ୟସିଂ ଦେବ । ଗଜପତିଙ୍କ ଏହି ପୁସ୍ତକର ନାଁ ରହିଛି ‘ମାଜେଷ୍ଟିକ ମାରା’…

‘କୋଳଥ’ର ଉପକାରିତା ବିଷୟରେ ଆସନ୍ତୁ ଜାଣିବା

ପୁଷ୍ଟିସାର, ଲୌହସାର, କାଲ୍‌ସିଅମ୍‌ରେ କୋଳଥ ଭରପୂର। ଏଥିରେ ଶ୍ବେତସାର ଓ ଚର୍ବିର ମାତ୍ରା କମ୍‌। ନିୟମିତ ଖାଇବା ଦ୍ୱାରା ମେଦ ବହୁଳତା ଏବ˚ ଓଜନ ହ୍ରାସ ପାଏ। ଋତୁକାଳୀନ ସମସ୍ୟା ଭୋଗୁଥିବା ମହିଳାମାନେ କୋଳଥ ଡାଲି ଖାଇବା ଉଚିତ। ଏହା ଦ୍ୱାରା ଅତ୍ୟଧିକ ରକ୍ତସ୍ରାବ କମେ।…

ଗେଷ୍ଟହାଉସ୍‌ରେ ଯୁବତୀଙ୍କୁ ଦୁଷ୍କର୍ମ, ଜଣେ ଗିରଫ

ଭୁବନେଶ୍ୱର : ଚାକିରି ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ଗେଷ୍ଟହାଉସ୍‌ରେ ଦୁଷ୍କର୍ମ ହୋଇଥିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ସେ ହେଲେ କଟକ ଜିଲ୍ଲା ଗୋବିନ୍ଦପୁରର ବାବୁଲି ସାହୁ (୨୭)। ବାବୁଲି ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଥିବା ସମଷ୍ଟି ଗେଷ୍ଟହାଉସ୍‌ର…