ବଡ଼ ଲାଭଦାୟକ ଏହି ଗଛ : ହେଲେ ନାଁ ହେଉଛି ‘ଶାଶୁର ଜିଭ’
ବିଶ୍ବରେ ଏପରି ଏକ ଗଛ ରହିଛି ଯାହା ପ୍ରଚୁର ପରିମାଣରେ ଅକ୍ସିଜେନ୍ ଦେଇଥାଏ,ଏହାକୁ ଲୋକେ ବାଲକୋନିରୁ ବେଡରୁମ ଯାଏଁ ସଜାଇଥାଆନ୍ତି କିନ୍ତୁ ଏହାର ନାଁ ବଡ଼ ବିଚିତ୍ର। ଏହାର ନାଁ ହେଉଛି ସାପ ଗଛ ଏବଂ ‘ଶାଶୁଜିଭ’। ଏପରି ବୋଧହୁଏ ଏହି ଗଛର ଡିଜାଇନ୍ ଏବଂ ସହନଶକ୍ତି ଯୋଗୁଁ କୁହାଯାଇଥାଏ। ସାପ ଗଛ…
