Odia News Portal
Yearly Archives

2019

ବିକାଶ ପୂରୁଷ ଭାବେ ଓଡିଶାବାସୀଙ୍କ ହୃଦୟରେ ନବୀନ

ଭୁବନେଶ୍ବର () ପଞ୍ଚମ ପାଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିନ୍ନ ଅବତାରରେ ଅବତ୍ତୀର୍ଣ୍ଣ ହୋଇଛନ୍ତି । ଏଥର ସେ ଭୋଟ ରାଜନୀତିରୁ ଉର୍ଦ୍ଧ୍ବକୁ ଗଲେଣି । ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସୂଚାଇ ଦେଉଛି ସେ ଜଣେ ନେତା ଭାବେ ନୁହେଁ,…

ନାସା ବୈଜ୍ଞାନିକ ହେଲେ କେନ୍ଦ୍ରାପଡ଼ାର ଝିଅ

ଭୁବନେଶ୍ୱର : ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାରେ ବୈଜ୍ଞାନିକ ହେଲେ ଓଡ଼ିଆ ଝିଅ ଓଁ ନାରାୟଣୀ । ଘରେ ସ୍ନେହରେ ସମସ୍ତେ ଇସା ବୋଲି ଡାକୁଥିବା କେନ୍ଦ୍ରାପଡ଼ା ଜିଲ୍ଲାର ଏହି ଝିଅ ନିଜ ଜିଲ୍ଲା ପାଇଁ ଏବେ ଗୌରବ ଆଣି ପାରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଳକ୍‌ ହାଟସାହିର…

ଭୋଟ ରାଜନୀତିରୁ ଉର୍ଦ୍ଧ୍ବରେ ନବୀନ

ଭୁବନେଶ୍ବର : ପଞ୍ଚମ ପାଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିନ୍ନ ଅବତାରରେ ଅବତ୍ତୀର୍ଣ୍ଣ ହୋଇଛନ୍ତି । ଏଥର ସେ ଭୋଟ ରାଜନୀତିରୁ ଉର୍ଦ୍ଧ୍ବକୁ ଗଲେଣି । ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସୂଚାଇ ଦେଉଛି ସେ ଜଣେ ନେତା ଭାବେ ନୁହେଁ,…

ଘରର ଏହି ସବୁ ସ୍ଥାନରେ ରଖନ୍ତୁ ଫିଟିକିରି : ମିଳିବ ଚମତ୍କାର ଫାଇଦା

ଫିଟିକିରିର ଏପରି କେତେକ ଫାଇଦା ରହିଛି ଯାହା ବିଷୟରେ ଆପଣ ଜମା ଜାଣିନଥିବେ ଏବଂ ଏହି ଫାଇଦା ଆପଣଙ୍କ ଘରର ଶାନ୍ତି ଏବଂ ସୁଖ ସମୃଦ୍ଧି ସହ ଜଡ଼ିତ। ବାସ୍ ଏଥିପାଇଁ ଆପଣଙ୍କୁ ଫିଟିକିରିକୁ ଏଭଳିଭାବେ ବ୍ୟବହାର କରିବାକୁ ପଡ଼ିବ। କିଛି ଲୋକ ଏହାକୁ ଅନ୍ଧବିଶ୍ବାସ ବୋଲି କହିଥାଆନ୍ତି କିନ୍ତୁ…

ଅଶୋକଙ୍କୁ କାହିଁକି ଲାଗୁଛି ସେ ଚଣ୍ତାଶୋକ !

ଭୁବନେଶ୍ବର : ୧୧୪ ନମ୍ବର ଏକାମ୍ର ଭୁବନେଶ୍ବର ବିଧାୟକଙ୍କୁ ଲାଗୁଛି ସେ ଚଣ୍ଡାଶୋକ । ଏହା ସ୍ବାଧିକାରର ମତ ନୁହେଁ । ଏହା ମନ୍ତ୍ରୀଙ୍କ ଅନୁମାନ, ଯାହାକୁ ସେ ଏକ ଓକିଲ ନୋଟିସ ମାଧ୍ୟମରେ ଜଣାଇଛନ୍ତି । ସ୍ବାଧିକାର ଏକ ଦାୟିତ୍ବ ସମ୍ପନ୍ନ ଗଣମାଧ୍ୟମ ସଂସ୍ଥା ଭାବରେ ଖବର ପ୍ରକାଶନରେ…

ବିରୋଧିଙ୍କୁ ଚୁପ୍‍ କରିଦେବ ୫-ଟି ଓ ମୋ ସରକାର

ଭୁବନେଶ୍ୱର : ଶୀତକାଳୀନ ଅଧିବେଶନରେ ଶାସକଦଳର ମୁଖ୍ୟ ଅସ୍ତ୍ର ହେବ ୫-ଟି ଓ ମୋ ସରକାର । ଏହି ଦୁଇ ଅସ୍ତ୍ରରେ ବିରୋଧିଙ୍କୁ ଚୁପ୍‍ କରିବାପାଇଁ ରଣନୀତି ପ୍ରସ୍ତୁତ ହୋଇଥିବାବେଳେ ଏହାର ମୁକାବିଲା ପାଇଁ କଂଗ୍ରେସ କିମ୍ବା ବିଜେପି ସେଭଳି କୌଶଳ ପାଉନାହାନ୍ତି । ବିଶେଷକରି ଗତ ମାସରେ ମୋ ସରକାର…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଆଜି ସକାଳୁ ସକାଳୁ କୌଣସି ଶୁଭ ଖବର ପାଇ ଖୁସି ହେବେ। ମଧ୍ୟାହ୍ନରେ ଘର ଅପେକ୍ଷା ବାହାର ଲୋକମାନଙ୍କ ସକାଶେ ବିଶେଷ ସମୟ ଦେଇପାରନ୍ତି। କାର୍ଯ୍ୟଗୁଡିକ ତ୍ୱରାନ୍ବିତ ହେବା ବଦଳରେ ଆକସ୍ମିକ ସମସ୍ୟା ହେତୁ ହଠାତ୍‌ ଅଟକି ରହିଯିବାର ଆଶଙ୍କା ରହିଛି। ଗୃହକୁ ଧାତୁ , ଅଳଙ୍କାରାଦି…

କେନ୍ଦ୍ର ମନ୍ତ୍ରୀ ରାମବିଳାସ ପାଶୱାନଙ୍କୁ ପତ୍ର ଲେଖିଲେ ରଣେନ୍ଦ୍ର

ଭୁବନେଶ୍ବର () ଖାଉଟି ସୁରକ୍ଷା ଆଇନ ୧୯୮୬ ବଦଳରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନୂତନ ଖାଦ୍ୟ ସୁରକ୍ଷା ଆଇନ-୨୦୧୯ ପ୍ରଣୟନ କରାଯାଇଛି । ଏହି ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକୀୟ ନିୟମାବଳୀ ପ୍ରସ୍ତୁତ କରାଯାଉଥିବା ପରିପ୍ରେକ୍ଷୀରେ ରାଜ୍ୟର ସ୍ବାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ…

ଲିମକା ବୁକ ଅଫ ରେକର୍ଡସରେ ସ୍ଥାନ ପାଇଲା ଜଗା-ବଳିଆଙ୍କ ଅସ୍ତ୍ରୋପଚାର

ଭୁବନେଶ୍ବର ()  ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ପ୍ରଫେସର ଅଶୋକ କୁମାର ମହାପାତ୍ରଙ୍କ ନେତୃତ୍ବରେ ସଫଳତାର ସହ କରାଯାଇଥିବା ବିରଳ ଯୋଡ଼ାମୁଣ୍ଡ ଅସ୍ତ୍ରୋପଚାର ଘଟଣା ଲିମ୍କା ବୁକ୍ ଅଫ୍ ରେକର୍ଡସର ୨୦୨୦ ସଂସ୍କରଣରେ ସ୍ଥାନ ପାଇଛି । ୨୦୧୭ ମସିହାରେ ନୂଆଦିଲ୍ଲୀ ଏମ୍ସଠାରେ ଏହି ଅସ୍ତ୍ରୋପଚାର…

ଭୋଡାଫୋନର ବଡ ଘୋଷଣ, ପ୍ରତିଦିନ ମିଳିବ …

ନୂଆଦିଲ୍ଲୀ () ଭୋଡାଫୋନ ନିଜ ଗ୍ରାହକଙ୍କ ପାଇଁ ଆଣିଛି ୧୯୯ ଟଙ୍କାର ନୂଆ ପ୍ଲାନ । ଏହି ପ୍ଲାନରେ ଦିନ ପାଇଁ ୩ ଜିବି ଡାଟା ଦେବ। ସାଧାରଣତଃ ଏହି ପ୍ଲାନରେ ୧.୫ ଜିବି ଡାଟା ମିଳେ। ଏହା ବ୍ୟତୀତ ଭୋଡାଫୋନ ୫୬୯ ଟଙ୍କାର ପ୍ଲାନ ଆଣିଛି। ଏହି ପ୍ଲାନରେ ପ୍ରତିଦିନ ୩ ଜିବି ଡାଟା ମିଳିବ। ଏହା ସହ…