ବୋଲଗଡରେ ଡିସେମ୍ବର ୯ରୁ ତିନି ଦିନିଆ ଗାନ୍ଧୀ ମହୋତ୍ସବ
ଭୁବନେଶ୍ୱର() ସାଂସ୍କୃତିକ ତଥା ସାମାଜିକ ଅନୁÂାନ ‘ନନ୍ଦିଘୋଷ’ର ଏକ ସ୍ୱତନ୍ତ୍ର ବୈଠକ ଅନୁÂାନର ସଭାପତି ସୌମ୍ୟରଂଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁÂିତ ହୋଇଥିଲା । ସ୍ଥାନୀୟ ଖାରବେଳ ନଗରସ୍ଥିତ ଚିଲିକା ବିଧାୟକ ତଥା କାର୍ଯ୍ୟକାରୀ ସଭାପତି ପ୍ରଶନ୍ତ କୁମାର ଜଗଦେବଙ୍କ ସରକାରୀ ବାସଭବନରେ…
