Odia News Portal
Monthly Archives

August 2020

କଥା ରଖିଲେ ଭାଇଜାନ୍‌

କଥା ରଖିଲେ ଭାଇଜାନ୍‌। ବନ୍ୟା ପୀଡ଼ିତଙ୍କ ପାଇଁ ତିଆରି କଲେ ୭୦ ବଖରା ଘର। ବଲିଉଡ୍‌ ସୁପରଷ୍ଟାର ସଲମାନ୍‌ ଖାନ୍‌ ଫେବ୍ରୁଆରୀରେ ମହାରାଷ୍ଟ୍ରର ଖିଦ୍ରାପୁର ଗାଁ ଲୋକଙ୍କ ଘର ତିଆରି କରାଇଦେବାକୁ କଥା ଦେଇଥିଲେ। ଏବେ ସେ ସେହି ପ୍ରତିଶ୍ରୁତି ପୂରଣ କରିଛନ୍ତି। ସଲମାନ୍‌ ମହାରାଷ୍ଟ୍ରର ବନ୍ୟା…

ଭୁବନେଶ୍ୱରରେ ଆଡ଼ମ୍ବରଶୂନ୍ୟ ପୂଜା

ଭୁବନେଶ୍ୱର()  କରୋନା ସଂକ୍ରମଣ ସମୟରେ ଭୁବନେଶ୍ୱରରେ ଆଡ଼ମ୍ବରଶୂନ୍ୟ ପୂଜା କରାଯିବାକୁ ନିଷ୍ପତ୍ତି  ନିଆଯାଇଛି ।  ଆଜି ବିଭିନ୍ନ ପୂଜା କମିଟି ସହ ପୁଲିସ କମିଶନରଙ୍କ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି ।  ତେବେ ପୂଜାରେ କ’ଣ କରାଯିବ ଓ କ’ଣ ନକରାଯିବ ସେ ସମ୍ପର୍କରେ ଜାଣନ୍ତୁ ୧-…

ରେଲୱେ ଓ୍ୱେବ୍‌ ସାଇଡ଼କୁ ହ୍ୟାକିଂ ଅଭିଯୋଗ

ପାରାଦୀପ :  ରେଲୱେ ଓ୍ୱେବ୍‌ ସାଇଡ଼କୁ ହ୍ୟାକିଂ ଅଭିଯୋଗ । ଓ୍ୱେବ ସାଇଟ୍‌କୁ ହ୍ୟାକିଂ କରିବା ସହ ଅଗ୍ରିମ ଟିକେଟ ବୁକିଂ କରାଯିବା ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ହ୍ୟାକରକୁ ଗିରଫ କଲା ପାରାଦୀପ ରେଳ ସୁରକ୍ଷା ବଳ । ସୂଚନାଯୋଗ୍ୟ ଯେ, ଯାତ୍ରୀଙ୍କ ଟିକେଟ ବୁକିଂ ପାଇଁ ରେଳବାଇ…

ଦୁର୍ଗାପୂଜାକୁ ହାଇକୋର୍ଟଙ୍କ ଅନୁମତି

କଟକ()  କରୋନା ସଙ୍କଟ ସମୟରେ ସବୁ ପୂଜା ପର୍ବ ଉପରେ କଟକଣା ଲାଗିଛି । ଏହାରି ମଧ୍ୟରେ କଟକର ବାଲୁବଜାର ପୂଜା ମଣ୍ଡପକୁ ଦୁର୍ଗାପୂଜା ଆୟୋଜନ ଅନୁମତି ମିଳିଛି । କୋଭିଡ ନିୟମ ମାନି ପୂଜା ଆୟୋଜନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଅଳ୍ପ ସଂଖ୍ୟକ ଲୋକରେ ମଣ୍ଡପରେ ଦୁର୍ଗାପୂଜା…

ସେପ୍ଟେମ୍ବରରେ ମିଳିବ ଏକକାଳୀନ ୪ ମାସର ଭତ୍ତା

ଭୁୁବନେଶ୍ୱର() ମଧୁବାବୁ ପେନସନ ଯୋଜନା ନେଇ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସରକାର । ସବୁ ହିତାଧିକାରୀଙ୍କୁ ସେପ୍ଟେମ୍ବରରେ ମିଳିବ ଏକକାଳୀନ ୪ ମାସର ଭତ୍ତା । ସେପ୍ଟେମ୍ବରରୁ ଡିସେମ୍ବର ଯାଏଁ ଭତ୍ତା ଏକକାଳୀନ ଦେବାକୁ ନିଷ୍ପତ୍ତି ହୋଇଛି । ଏନେଇ ସାମାଜିକ ସୁରକ୍ଷା…

ଡିଏଭି ପବ୍ଲିକ ସ୍କୁଲ, ୟୁନିଟ୍ – ୮ର ସୁବର୍ଣ୍ଣ ସମାରୋହ

ଭୁବେନଶ୍ବର : ୟୁନିଟ୍-୮ DAV ପବ୍ଲିକ୍ ସ୍କୁଲର ୫୦ ବର୍ଷ ପୂର୍ତ୍ତି ଅବସରରେ ଏକ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ନିରଡାମ୍ବରରେ ପାଳିତ ହୋଇଯାଇଛି। ଏଥିରେ ନିମନ୍ତ୍ରୀତ ହୋଇଥିବା ସ୍ବତନ୍ତ୍ର ଅତିଥି ଓ କର୍ମାଚାରୀମାନେ କୋଭିଡି-୧୯ ନିୟମ ପାଳନ କରି ଯୋଗ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟ…

ଆମ ସହର ଓ ସ୍ୱଚ୍ଛ ସହର ଓଡ଼ିଶା ଆପର ଶୁଭାରମ୍ଭ

ଭୁବନେଶ୍ୱର() ରାଜ୍ୟ ସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଭେଟି ଦେଇଛନ୍ତି । ୧୦୦ଟି ମାଇକ୍ରୋ କମ୍ପିକିଟ୍ ସେଣ୍ଟର ଓ ୫୦ଟି ଏମଆରଏଫ ଲୋକର୍ପିତ କରିଛନ୍ତି । ସେ ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହାର ଲୋକାର୍ପଣ କରିଛନ୍ତି । ଏହାସହ ଆମ ସହର,…

ନିୟା ଶର୍ମା ଜିତିଲେ ‘ଖତରୋଁ କେ ଖିଲାଡି – ମେଡ୍‌ ଇନ ଇଣ୍ଡିଆ’, ଟ୍ରଫି

ମୁମ୍ବାଇ : ନାଗିନ୍‌-୪ର ଅଭିନେତ୍ରୀ ନିୟା ଶର୍ମା ‘ଖତରୋଁ କେ ଖିଲାଡି : ମେଡ ଇନ ଇଣ୍ଡିଆ’ ସୋ’ ଜିତିଛନ୍ତି। ନିୟା ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଖତରୋଁ କେ ଖିଲାଡି ଟ୍ରଫି ନିଜ ନାଁ କରିଛନ୍ତି। ସୋସିଆଲ ମିଡ଼ିଆରେ ନିୟାଙ୍କୁ ଫ୍ୟାନ୍ସ ଏବଂ ସେଲିବ୍ରିଟିମାନେ ଅଭିନନ୍ଦନ ଜଣାଇଛନ୍ତି।…

ଆସୁଛି ଆଉ ଏକ ଲଘୁଚାପ, ଆଜିଠାରୁ ପ୍ରବଲ ବର୍ଷିବ

ଭୁବନେଶ୍ୱର() ଦୁଇ ଦିନର ବୀରତି ପରେ ଆଜି ଠାରୁ ପୁଣି ବର୍ଷିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ପଶ୍ଚିମ ମଧ୍ୟପ୍ରଦେଶରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆଜିଠୁ ରାଜ୍ୟରେ ପୁଣି ବର୍ଷିବାର ସମ୍ଭାବନା ରହିଛି। ୯ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ…

ମୋବାଇଲ ଚୋରି ସନ୍ଦେହ : ଯୁବକଙ୍କୁ ଦଉଡିରେ ବାନ୍ଧି ରାସ୍ତାରେ ଚଲାଇଲେ

ଭଦ୍ରକ : ସାଙ୍ଗରେ ମାଛ ଧରୁଥିଲେ । ମୋବାଇଲ ଓ ଟଙ୍କା ରାସ୍ତା ଉପରେ ରଖିଥିଲେ । କିଛି ସମୟ ପରେ ଦେଖିବା ବେଳକୁ ମୋବାଇଲ ନାହିଁ କି ଟଙ୍କା ନାହିଁ । ଏମିତିକି ପାଖରେ ଥିବା ଲୋକ ମଧ୍ୟ ନାହିଁ । ମୋବାଇଲ ମାଲିକ ଖୋଜି ଖୋଜି ସେହି ଲୋକକୁ ଧରିଲେ । ମୋବାଇଲ ଓ ଟଙ୍କା ମାଗିଲେ । କିନ୍ତୁ ଟଙ୍କା ଓ…