Odia News Portal
Monthly Archives

August 2020

ପ୍ରଶାନ୍ତ ଭୂଷଣଙ୍କୁ ୧ ଟଙ୍କା ଜରିମାନା, ନଦେଲେ ୩ ମାସ ଜେଲ

ନୂଆଦିଲ୍ଲୀ()  ଅଦାଲତ ଅବମାନନା ମାମଲାରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ସୁପ୍ରିମକୋର୍ଟ ଜୋରିମାନା କରିଛନ୍ତି । ତେବେ ଜୋରିମାନା ରାଶି ସମ୍ପର୍କରେ ଜାଣିଲେ ଯେକେହି ବି ନହସି ରହିପାରିବେ ନାହିଁ । କାରଣ ମାନ୍ୟବର କୋର୍ଟ ପ୍ରଶାନ୍ତ ଭୂଷଣଙ୍କୁ ମାତ୍ର ୧ ଟଙ୍କା ଜୋରିମାନା କରିଛନ୍ତି ।…

ଓଡ଼ିଶାର ଖଣି ମାଲିକମାନେ ଡ୍ରଗ୍ସ କାରବାରରେ ସଂପୃକ୍ତ

ନୂଆଦିଲ୍ଲୀ()  ସୁଶାନ୍ତ ସିଂହ ରାଜପୁତଙ୍କ ମୃତୁ୍ୟ ମାମଲାର ଖୋଳତାଡ଼ ଜାରି ରହିଥିବାବେଳେ ଓଡ଼ିଶା ନାଁ ବି ଉଠିବା ଆରମ୍ଭ କଲାଣି  ।  ଡ୍ରଗ୍ସ କାରବାରରେ ଭୁବନେଶ୍ୱରର ସଂପୃକ୍ତି ନେଇ ରିୟା ଚକ୍ରବର୍ତୀଙ୍କ ହ୍ୱାଟସଆପ ଚାଟରୁ ବି ଜଣାପଡ଼ିଛି  । ତେବେ ଏଭଳି ଚର୍ଚ୍ଚା ଭିତରେ ବଲିଉଡ଼ ଅଭିନେତ୍ରୀ…

କରୋନା ନେଲା ଆଉ ୧୦ ମୁଣ୍ଡ, ଜାଣନ୍ତୁ ମୃତକଙ୍କ ତଥ୍ୟ

ଭୁବନେଶ୍ୱର() ଆଜି ରାଜ୍ୟରେ ୨୬୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୯୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି…

ଆଜି ୨୬୦୨ କରୋନା ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୩ ହଜାର ପାର

ଭୁବନେଶ୍ୱର() ୨୪ ଘଣ୍ଟା ମଧ୍ୟରେ ୨୬୦୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୩୫୩୬ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ…

ଗଞ୍ଜେଇ କାରବାରକୁ ନେଇ ଜାତୀୟ ସ୍ତରରେ ଓଡିଶା ନିନ୍ଦିତ

ଭୁବନେଶ୍ୱର : ଦେଶରେ ଚର୍ଚ୍ଚାର ଶିରୋନାମ ପାଲଟିଥିବା ରିୟା ଚକ୍ରବର୍ତ୍ତୀ ମାମଲାରେ ଗଞ୍ଜେଇ ସେବନର ଚେର ଭୁବନେଶ୍ୱର ଯାଏ ଲମ୍ବିଥିବା ଜାତୀୟ ଗଣମାଧ୍ୟମରେ ଆଲୋଚନା ହେଉଥିବାବେଳେ ରାଜଧାନୀର ଅବକାରୀ ବିଭାଗ କିନ୍ତୁ ଏକ ପ୍ରକାର କୁମ୍ଭକର୍ଣ୍ଣ ନିଦ୍ରାରେ । ସହରର ପ୍ରମୁଖ ସ୍ଥାନରୁ ଆରମ୍ଭକରି…

ବିଧାୟକ ବ୍ୟୋମକେଶ ରାୟଙ୍କୁ କରୋନା

ଭୁବନେଶ୍ୱର() ରାଜ୍ୟର ଆଉ ଜଣେ ବିଧାୟକ ମହାମାରୀ କବଜାକୁ ଆସିଛନ୍ତି । ସେ ହେଉଛନ୍ତି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ । ଟେଷ୍ଟ ପରେ ତାଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଛି । ଏନେଇ ସେ ନିଜେ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି । ଏହା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ…

ବନ୍ଦ ହେଲା ହୀରାକୁଦର ୪ଟି ଗେଟ୍

ଆଶ୍ବସ୍ତି ଆଣି ଦେଉଛି ବନ୍ୟାଜଳ। ଗତ କାଲିଠାରୁ ହୀରାକୁଦ ଡ୍ୟାମର ଗୋଟିଏ ପରେ  ଗୋଟିଏ ଗେଟକୁ ବନ୍ଦ କରି ଦିଆଯଉଛି । ଯାହା ଫଳରେ ନଦୀର ଜଳ ସ୍ତର ଧିରେ ଧିରେ କମିବାରେ ଲାଗିଛି। ଗତକାଲି ବାଳମ୍ବିତ ରାତିରେ  ବନ୍ଦ ହେଲା ହୀରାକୁଦର ୪ଟି ଗେଟ। ବର୍ତ୍ତମାନ ୩୬ଟି ସୁଇସ୍‌ ଗେଟ୍‌ ଦେଇ ବନ୍ୟାଜଳ…

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ୯ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଭୁବନେଶ୍ବର : ଦୁଇ ଦିନର ବୀରତି ପରେ ଆଜି ଠାରୁ ପୁଣି ବର୍ଷିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ।  ପଶ୍ଚିମ ମଧ୍ୟପ୍ରଦେଶରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆଜିଠୁ ରାଜ୍ୟରେ ପୁଣି ବର୍ଷିବାର ସମ୍ଭାବନା ରହିଛି। ୯ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆପଣଙ୍କ ଅସ୍ବାଭାବିକ ଚିନ୍ତାଧାରା ଅର୍ଥ ଓ ଭୋଗ ବିଳାସ ସମ୍ପର୍କିତ ଦ୍ରବ୍ୟ ପ୍ରତି ନିରୁତ୍ସ|ହିତ କରିବ । ଗୃହ, ଭୂମି, ଗାଡିମୋଟର,ବନ୍ଧୁସମ୍ପର୍କକୁ କେନ୍ଦ୍ରକରି କଳହର ସମ୍ଭାବନା ମଧ୍ୟ ରହିଛି । ସ୍ବାସ୍ଥ୍ୟ ଓ ପିଲାମାନଙ୍କ ବିବାହ ସମ୍ପର୍କିତ ଚିନ୍ତା ନେଇ ବନ୍ଧୁଙ୍କ ସହ ଆଲୋଚନା…

ରାଜଧାନୀର ବିଭିନ୍ନ ୱାର୍ଡରୁ ଆଜି ୫୧୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବରରେ ରେକର୍ଡ କଲା ଆଜିର କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରାଜଧାନୀର ବିଭିନ୍ନ ୱାର୍ଡରୁ ଆଜି ୫୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କୁ  ମିଶାଇ  ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ପାର କରିଛି ।  ଆଜି ଭୁବନେଶ୍ୱରରେ ୨୯୭ ଜଣ ଆକ୍ରାନ୍ତ ସୁସ୍ଥ…