Odia News Portal
Monthly Archives

August 2020

ଭୁବନେଶ୍ୱରରୁ ଆଉ ୧୪୯ ପଜିଟିଭ, ୫୧ ଲୋକାଲ କେସ

ଭୁବନେଶ୍ୱର() ଆଜି ପୁଣି ରାଜଧାନୀ ଭୁବନେଶ୍ୱରରୁ ଆଉ ୧୪୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ମୋଟ୍ ପଜିଟିଭ୍ ସଂଖ୍ୟା ୩୨୧୭ରେ ପହଁଚିଛି ।ନୂଆ ପଜିଟିଭ୍ ମଧ୍ୟରୁ ୯୮ଜଣ କ୍ୱାରଣ୍ଟାଇନରେ ଥିବା ବେଳେ ୫୧ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ସୂଚନା ଅନୂସାରେ, ରାଜଧାନୀରେ…

ଏହି ଅଭିନେତ୍ରୀ ଡିଜିଟାଲରେ ଡେବ୍ୟୁ କରିବା ପାଇଁ ପ୍ରସ୍ତୁତ

ମୁମ୍ବାଇ : ଟିଭିର ଫେମସ ଅଭିନେତ୍ରୀ ଟୀନା ଦତ୍ତା ଆଗାମୀ ୱେବ୍ ସିରିଜ ମାଧ୍ୟମରେ ଡିଜିଟାଲ୍ ଦୁନିଆରେ ପାଦ ରଖିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଟିଭି ଶୋ ‘ଉତ୍ତରନ’ରୁ ଫେମସ ହୋଇଥିବା ଏହି ଅଭିନେତ୍ରୀଙ୍କ କହିବାନୁସାରେ ସେ ଡିଜିଟାଲ୍  ସ୍ପେଶ୍ ପାଇଁ ବହୁତ ଉତ୍ସାହିତ ଅଛନ୍ତି । ତେବେ ଅନ୍ୟ…

ଜିଲ୍ଲାପାଳମାନଙ୍କୁ ଏସଆରସିଙ୍କ ନିର୍ଦ୍ଦେଶ, ସତର୍କ ରୁହ

ଭୁବନେଶ୍ୱର()   ଲଘୁଚାପ ଜନିତ ବର୍ଷା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ ଜେନା ଜିଲ୍ଲାପାଳମାନଙ୍କୁ  ସତର୍କ କରାଇଛନ୍ତି । ଏନେଇ ଶ୍ରୀ ଜେନା ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି ।  ପରିସ୍ଥିତି ଉପରେ ନଜର ରଖିବାକୁ ଶ୍ରୀ ଜେନା ଜିଲ୍ଲାପାଳମାନଙ୍କୁ ନିଦେ୍ର୍ଧଶ…

ସଫଳ ପରିକ୍ଷାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର() ଆଜି ୨୦୧୯ର ୟୁପିଏସସି ରେଜଲ୍ଟ ପ୍ରକାଶ ପାଇଛି । ଟପ ୧୦ ଲିଷ୍ଟରେ ଥିବା ଓଡ଼ିଶାର ୨ଜଣ ଓ ସଫଳ ପରିକ୍ଷାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ସମସ୍ତ ସଫଳ ପରୀକ୍ଷାର୍ଥୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା ମଧ୍ୟ କରିଛନ୍ତି ନବୀନ । ଏହାସହ ଲୋକଙ୍କ ପାଇଁ…

ଆସନ୍ତାକାଲି ରାମମନ୍ଦିର ପ୍ରତିଷ୍ଠା ପାଇଁ ଭୂମିପୂଜନ

ଆସନ୍ତାକାଲି ଅଯୋଧ୍ୟାରେ ରାମମନ୍ଦିର ପ୍ରତିଷ୍ଠା ପାଇଁ ଭୂମିପୂଜନ । ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିିଛି । ଭୂମି ପୂଜନ ଆଗରୁ ସୁନ୍ଦର ଭାବେ ସଜେଇ ହୋଇଗଲାଣି ଅଯୋଧ୍ୟା ନଗରୀ । ପୁରା ସହର ହୋଇଯାଇଛି ରାମ ମୟ । ସୁନ୍ଦର ଆଲୋକମାଳା ସହ ଝଲସୁଛି ରାମଙ୍କ ନଗରୀ । ରାମମନ୍ଦିର ଭୂମିପୂଜନର…

Google ଲଞ୍ଚ କଲା ଶସ୍ତା ସ୍ମାର୍ଟଫୋନ Pixel 4a

Google ର ବହୁ ପ୍ରତିକ୍ଷୀତ ସ୍ମାର୍ଟଫୋନ Pixel 4a ଲଞ୍ଚ ହୋଇଛି। ଏହି ଫୋନକୁ ନେଇ ଅନେକ ଦିନରୁ ଚର୍ଚ୍ଚା ଚାଲିଥିଲା। ଏହି ଫୋନରେ ପାଞ୍ଚ ହୋଲ୍‌ ଡିସପ୍ଲେ ସହିତ ଫିଙ୍ଗରପ୍ରିଣ୍ଟ ସେନସର ରହିଛି। ଏହାଛଡା ୧୨ ମେଗାପିକ୍ସେଲ ସିଙ୍ଗଲ କ୍ୟାମେରା ମଧ୍ୟ ରହିଛି। ଏହି ଫୋନର ୬ ଜିବି ରାମ ଏବଂ…

ଅଗଷ୍ଟରେ କରୋନା ସ୍ଥିତି ପିକ୍ ହୋଇ ସ୍ଥିର ରହିବ

ଭୁବନେଶ୍ୱର() ରାଜ୍ୟରେ କରୋନା ସ୍ଥିତି ନେଇ ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଅଗଷ୍ଟରେ କରୋନା ସ୍ଥିତି ପିକ୍ ହୋଇ ସ୍ଥିର ରହିବ । ମାତ୍ର ନିର୍ଦ୍ଦିଷ୍ଟ ଆକଳନ ଲଗାଇବା ଅସମ୍ଭବ ବୋଲି ସେ କହିଛନ୍ତି । ଏହାସହ ମୃତ୍ୟୁ କ୍ଷେତ୍ରରେ ଅନ୍ୟ ରାଜ୍ୟ ତୁଳନାରେ…

ତିନି ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର() ଉତ୍ତର ବଙ୍ଗୋପସାଗରରେ ଆଜି ଲଘୁଚାପ ସୃଷ୍ଟ ହେବାର ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ତିନି ଦିନ ଧରି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏହାସହ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ତେଣୁ ମତ୍ସ୍ୟଜୀବୀଙ୍କୁ…

ପୁଣି ଉଦ୍ଧାର ହେଲା ବିରଳ ପ୍ରଜାତିର କଇଁଛ

ସୋର : ଖଇରା ବ୍ଲକ ଗଗନଧୂଳି ପଞ୍ଚାୟତ ବରପଦାରେ ବିରଳ କଇଁଛ ଉଦ୍ଧାର କରାଯାଇଛି । ସୂଚନା ମୁତାବକ ପ୍ରଦୀପ କୁମାର ସାହୁ ନିଜ ଜମିରେ କାମ କରୁଥିବା ବେଳେ ହଳଦିଆ ରଙ୍ଗର ବିରଳ ପ୍ରଜାତିର କଇଁଛ ପାଇଥିଲେ। ପରେ ସେ ସ୍ଥାନୀୟ ସମିତି ସଭ୍ୟ ମନୋଜ କୁମାର ରାଉତଙ୍କୁ ଖବର ଦେବା ସହ ଔପଦା ବନବିଭାଗ…

ଚଳିତ ମାସରେ ଯୁକ୍ତ ଦୁଇ ରେଜଲ୍ଟ

ଭୁବନେଶ୍ୱର()  ଚଳିତ ମାସରେ ଯୁକ୍ତ ଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ ।  ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁଯାୟୀ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଖାତା ଦେଖା ଶେଷ ହୋଇଛି ।  ଟାବୁଲେସନ ଚାଲିଛି ।…