ପ୍ରଦୀପ ସିଂହ ଆଇଏଏସ ଟପ୍ପର
ଭୁବନେଶ୍ୱର() ଆଜି ପ୍ରକାଶ ପାଇଛି ୟୁନିଅନ ପବ୍ଲିକ ସର୍ଭିସ ପରୀକ୍ଷା ଫଳ । ଏଥିରେ ପ୍ରଦୀପ ସିଂହ ଆଇଏଏସ ଟପ୍ପର ହୋଇଥିବା ଜଣାଯାଇଛି । ସେହିପରି ଯତୀନ କିଶୋର ଦ୍ୱିତୀୟ ଓ ପ୍ରତିଭା ବର୍ମା ତୃତୀୟ ସ୍ଥାନରେ ଅଛନ୍ତି । ମୋଟ ୮୨୯ ପରୀକ୍ଷାର୍ଥୀ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । …
