ଡ୍ରାଇଭରଙ୍କ ନାରେ ୨୮ କୋଟିର ଜିଏସଟି ଠକେଇ ଅଭିଯୋଗ
ଭୁବନେଶ୍ବର() ଜଣେ ଡ୍ରାଇଭରଙ୍କ ନାମରେ ୨୮ କୋଟିର ଜିଏସଟି ଠକେଇ ଅଭିଯୋଗ ଆସିଛି । ଏନେଇ ଜିଏସଟି ବିଭାଗ ପକ୍ଷରୁ ରାଉରକେଲାର ଜନୈକ ଡ୍ରାଇଭରଙ୍କୁ ନୋଟିସ ମଧ୍ୟ ଜାରି କରାଯାଇଛି । ୨୮ କୋଟି ୨୮ ଲକ୍ଷର ଠକେଇ ସହିତ ୪ କୋଟିର ଫାଇନ ପାଇଁ ମଧ୍ୟ ନୋଟିସ ଜାରି କରାଯାଇଛି । ତେବେ ସେ ଏହା…