Odia News Portal
Monthly Archives

November 2020

ସମସ୍ତଙ୍କୁ ଜୀବନସାଥି ବାଛିବାର ଅଧିକାର ଅଛି

କଥିତ ଲଭ୍‌ ଜେହାଦ ବିରୋଧରେ  ୟୁପିରେ ସରକାର ଶକ୍ତ ଆଇନ୍‌ ପ୍ରସ୍ତୁତି କରିବା ମଧ୍ୟରେ ଆହ୍ଲାବାଦ ହାଇକୋର୍ଟ ଏକ ସ୍ୱତନ୍ତ୍ର ନିଷ୍ପତ୍ତି ଦେଇଛନ୍ତି । କୋର୍ଟ କହିଛନ୍ତି ଯେକେହି ବ୍ୟକ୍ତିଙ୍କୁ ନିଜର ଜୀବନସାଥି ବାଛିବାର ଅଧିକାର ରହିଛି । କୋର୍ଟ କହିଛନ୍ତି , ସେ  ସମାନ ଲିଙ୍ଗି ବା ବିପରୀତ…

ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ପରଲୋକ

ଆସାମ() ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କର ଆଜି ପରଲୋକ ଘଟିଛି । ତରୁଣ ଗୋଗୋଇ କରୋନାରେ ସଂକ୍ରମିତ ଥିଲେ । ସେ ୩ ଥର ଆସାମର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ଏହା ସହ ୬ ଥର ଲୋକସଭା ସଂସଦ ଭାବେ ନିର୍ବାଚିତ ହୋଇଥିଲେ ।

ଲୋକାୟୁକ୍ତ ସଂଶୋଧନ ବିଲ-୨୦୨୦ ପାରିତ

ଭୁବନେଶ୍ୱର()  ବିଧାନସଭାରେ ଆଜି ଓଡିଶା ଲୋକାୟୁକ୍ତ ସଂଶୋଧନ ବିଲ-୨୦୨୦ ପାରିତ ହୋଇଛି । ଓଡିଶା ସ୍ଥାନୀୟ ପାଣ୍ଠି ସମୀକ୍ଷା ସଂଶୋଧନ ବିଲ ଗୃହରେ ପାରିତ ହୋଇଛି । ଏହା ସହ ଆସନ୍ତାକାଲି ଯାଏଁ ଗୃହ ମୁଲତବୀ ହୋଇଛି । ମୁତଲବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ଧର୍ମଘଟକୁ ପ୍ରୋତ୍ସାହନ ଦେଲେ ଜେଲ

ଭୁବନେଶ୍ୱର() ବିଧାନସଭାରେ ଅତିଆବଶ୍ୟକ ସେବା ସଂଶୋଧନ ବିଲ୍ ପାରିତ ହୋଇଛି । ବେଆଇନ୍ ଧର୍ମଘଟକୁ ପ୍ରୋତ୍ସାହିତ କଲେ ଏଣିକି ମିଳିବ ଜେଲଦଣ୍ଡ । ଧର୍ମଘଟ ପାଇଁ ସାଧାରଣ ଲୋକଙ୍କ ସୁରକ୍ଷା ବିପନ୍ନ ହେଲେ ଦଣ୍ଡିତ କରାଯିବ । ଆଇନ ଅନୁଯାୟୀ ଧର୍ମଘଟ କରୁଥିବା କର୍ମଚାରୀ ଦଣ୍ଡିତ ହେବେ । ବେଆଇନ…

ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଲେ ନିହାର

ଭୁବନେଶ୍ୱର()   ଓଟିଭି ଗ୍ରୁପ୍‌ ଠାରୁ ସବୁ ସମ୍ପର୍କ ତୁଟାଇଲେ ନିହାର ରଞ୍ଜନ ଭୂୟାଁ । ଓଟିଭି ସିଓଓ ତଥା ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍‌ର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଲେ ନିହାର । ଖୋର୍ଦ୍ଧା ସାରୁଅ ଜମି କେଳେଙ୍କାରୀ ମାମଲାରେ ଗତ ୧୭ ତାରିଖରେ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁରେ…

କମେଡିଆନ୍ ଭାରତୀ ସିଂହଙ୍କୁ ଜାମିନ

ମୁମ୍ବାଇ()  ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା କମେଡିଆନ୍ ଭାରତୀ ସିଂହ ଓ ସ୍ୱାମୀ ହର୍ଷଙ୍କୁ ଜାମିନ ମିଳିଛି । ୧୫ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଉଭୟଙ୍କୁ ଜାମିନ ମିଳିଛି । ଉଭୟଙ୍କୁ ଜାମିନ ପ୍ରଦାନ କରିଛନ୍ତି ମାଜିଷ୍ଟ୍ରେଟ କୋର୍ଟ । ତେବେ ୨୧ ନଭେମ୍ବର ବା ଗତ ଶନିବାର ଦିନ…

ରାତ୍ରୀକାଳୀନ କର୍ଫ୍ୟୁ ଜାରି, ଫେରିବ ଲକଡାଉନ

କରୋନା ସଂକ୍ରମଣକୁ ରୋକିବା ପାଇଁ ୮ ଟି ଜିଲ୍ଲାରେ ରାତି୍ରକାଳୀନ କର୍ଫୁ୍ୟ ଜାରି କରିଛନ୍ତି ରାଜସ୍ଥାନ ରାଜ୍ୟ ସରକାର । ରାତିଠାରୁ ଏହାକୁ ଲାଗୁ କରାଯାଇଛି । ଜୟପୁର, ଯୋଧପୁର, କୋଟା, ବିକାନେର, ଉଦୟପୁର, ଆଜେମେର, ଅଲୱାର ଏବଂ ଭିଲୱାରାର ସହରାଞ୍ଚଳରେ ବଜାର, ରେସ୍ତୋଁରା, ସପିଂ ମଲ ଏବଂ ଅନ୍ୟ…

ସତ୍ୟପାଠ ଦାଖଲ କରିବାକୁ ଏଜିଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର() କୋଭିଡ -୧୯ ପ୍ରଭାବ ପରିବାରର ଆୟ ଉପରେ ପଡ଼ିଛି  । ଏପରି ସ୍ଥଳରେ ପିଲାଙ୍କ ପାଠପଢ଼ା ଓ ସ୍କୁଲ ଫି’ ଅଭିଭାବକଙ୍କ ନିଦ ହଜାଇ ଦେଇଛି  ।  ତେବେ  ସ୍କୁଲ ଫି’ ହ୍ରାସ ଆବେଦନ ମାମଲାରେ ହାଇକୋର୍ଟ ଆଜି ଶୁଣାଣି କରିଛନ୍ତି ।  ଏହି ପ୍ରସଙ୍ଗରେ ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ…

୮ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ବୀମାଭୁକ୍ତ

ଭୁବନେଶ୍ୱର() ରାଜ୍ୟରେ ୮ଲକ୍ଷ ୬୪ହଜାର ୪୯୯ ହାଇସ୍କୁଲ ଛାତ୍ରଛାତ୍ରୀ ବୀମାଭୁକ୍ତ । ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ବୀମାଭୁକ୍ତ କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ମୋଟ ୨୧ଲକ୍ଷ ୨୮ହଜାର ୨୪୬ ହାଇସ୍କୁଲ ଛାତ୍ରଛାତ୍ରୀ ଅଛନ୍ତି । ଛାତ୍ରଛାତ୍ରୀଙ୍କୁ ବୀମାଭୁକ୍ତ କରିବାକୁ ଷ୍ଟୁଡେଣ୍ଟ ସେଫ୍ଟି…

ଆଉ ୧୭ଜଣଙ୍କ ମୃତ୍ୟୁ, ଭୁବନେଶ୍ୱରରୁ ସର୍ବାଧିକ

ଭୁବନେଶ୍ୱର() ଆଜି ୬୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୭ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧,୬୫୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ସୁନ୍ଦରଗଡ଼ରୁ ଓ…