Odia News Portal
Monthly Archives

November 2020

ଜେଏସପିଏଲ ଫାଉଣ୍ଡେସନ-ପ୍ରୋତ୍ସାହିତ ଉଷୁ ଖେଳାଳୀ ସାଇ ରେ କୋଚିଂ ପାଇଁ ମନୋନୀତ

ବଡବିଲ()  ଜେଏସପିଏଲ ଫାଉଣ୍ଡେସନ ଦ୍ଵାରା ପ୍ରୋତ୍ସାହିତ ହୋଇଥିବା ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାର ବଡ଼ବିଲ ଅଂଚଳର ତିନି ଜଣ ଯୁବ ଉଷୁ ଖେଳାଳି ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ (ସାଇ) ଦ୍ୱାରା ପରିଚାଳିତ କେନ୍ଦ୍ର ରେ ପ୍ରଶିକ୍ଷଣ ନେବା ପାଇଁ ମନୋନୀତ ହୋଇଛନ୍ତି I ଶ୍ରୀ କ୍ରିଷ୍ଣା…

ପରୀ’ ପାଇଁ କାନ୍ଦୁଛନ୍ତି ଆଖିମେନ୍ଥା ନେତା

ନୟାଗଡ଼()  ପରୀ, ପରୀ, ପରୀ ସବୁଠି ଗୋଟିଏ ସ୍ୱର ପରୀକୁ ନ୍ୟାୟ ମିଳୁ । ଏହାକୁ ନେଇ ରାଜନୀତି ମଧ୍ୟ ବେଶ ସରଗରମ୍ ହୋଇଛି । ବିଧାନସଭା କମ୍ପୁଛି, ସୋସିଆଲ ମିଡିଆ ଉଠୁଛି ପଡ଼ୁଛି । ମାତ୍ର ପରୀ ଆଳରେ ଏବେ ନୟାଗଡ଼ରେ ଦେଖିବାକୁ ମିଳୁଛି, ନିର୍ବାଚନ ପରଠୁ ମୁହଁ ଦେଖାଉ ନଥିବା ନେତାଙ୍କର । ଗତକାଲି…

ଆତ୍ମହତ୍ୟା ସମାଧାନର ବାଟ ନୁହେଁ

ଭୁବନେଶ୍ବର()  ପରୀ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବି ଜେ ଡି ବିଧାୟକ ସୌମ୍ୟ ରଞ୍ଜନ ପଟନାୟକ । କହିଲେ ମୋ ଅର୍ଥ କୁ କଦର୍ଥ କରାଯାଉଛି । ସମୁଦାୟ ବ୍ୟାପାର ଗୋଟେ ନିଖୋଜ ମମାଲା ରୁ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ବିରାଟ ବଡ଼ ଘଟନା ହେଲା । ପୋଲିସ ଯଦି ତାର କାମ ଠିକଣା ଢଙ୍ଗରେ…

ଆଇଏଫଏସ ପାଠକଙ୍କ ଗୁମର ଖୋଲିବ ଏସଆଇଟି

ଭୁବନେଶ୍ୱର() ଆଇଏଫଏସ ଅଭୟକାନ୍ତ ପାଠକ ଗିରଫ ହେବା ମାମଲାରେ ଗୁମର ଖୋଲିବାକୁ ଯାଉଛି ଏସଆଇଟି । ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ସବୁ ଦିଗରୁ ତଦନ୍ତ କରିବ ଏସଆଇଟି । ଏହି ଦତନ୍ତ କରିବାକୁ ଏସଆଇଟି ଟିମ୍ ଗଠନ ହୋଇ ସାରିଛି । ଏସଆଇଟି ଟିମରେ ୨୦ ଜଣ ସଦସ୍ୟ ରହିଛନ୍ତି । ବ୍ୟାଙ୍କ…

ଏସଆଇଟି ମୁଖ୍ୟ ଭାବେ ଆଇଜି ଅରୁଣ ବୋଥ୍ରାଙ୍କୁ ଦାୟିତ୍ୱ

ଭୁବନେଶ୍ୱର() ନୟାଗଡ ‘ପରୀ’ ହତ୍ୟା ମାମଲାର ତଦନ୍ତ ପାଇଁ ଏସଆଇଟି ଟିମ୍ ଗଠନ କରିଛନ୍ତି ରାଜ୍ୟ ସରକାର । ଏସଆଇଟି ମୁଖ୍ୟ ଭାବେ ଆଇଜି ଅରୁଣ ବୋଥ୍ରାଙ୍କୁ ଦାୟିତ୍ୱ ଦିଆଯାଇଛି । ଅରୁଣଙ୍କ ନେତୃତ୍ୱରେ ଗଠିତ ଏସଆଇଟି ଟିମରେ ୫ ଅଫିସରଙ୍କୁ ସାମିଲ କରାଯାଇଛି । ଟିମରେ କ୍ରାଇମବ୍ରାଞ୍ଚ ଏସପି ଆର.…

ବାଚସ୍ପତିଙ୍କ ମାଇକ୍ ଭାଙ୍ଗିଦେଲେ ମୋହନ ମାଝି

ଭୁବନେଶ୍ୱର() ବିଧାନସଭାରେ ‘ପରୀ’ ତାତି ଜୋରସୋରରେ ବଢିବାରେ ଲାଗିଛି । ଏନେଇ ବିଜେପି ଓ କଂଗ୍ରେସ ସଦସ୍ୟ ଜୋରଦାର ହଙ୍ଗାମା କରୁଛନ୍ତି । ଏହାରି ମଧ୍ୟରେ ବିଧାନସଭାରେ ବାଚସ୍ପତିଙ୍କ ମାଇକ ଛିଡାଇଛନ୍ତି ବିଜେପି ବିଧାୟକ ମୋହନ ମାଝି । ବାଚସ୍ପତିଙ୍କ ଟେବୁଲ ଉପରକୁ ଚଢି ମାଇକ ଛିଡାଇ ଆଣିଛନ୍ତି…

ଏସଆଇଟି ତଦନ୍ତ ପାଇଁ ଖୁବ ଶୀଘ୍ର ବିଜ୍ଞପ୍ତି ଜାରି କରାଯିବ

ଭୁବନେଶ୍ୱର()  ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ରାଜନୈତିକ ହଟଚମଟ ଜାରି ରହିଛି । ବିଧାନସଭାରେ ଏ ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିଥିବା ବେଳେ ମାମଲାର ଏସଆଇଟି ତଦନ୍ତ ସଂପର୍କରେ ସ୍ପଷ୍ଟୀକରଣ ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । କୋର୍ଟ ତଦାରଖରେ…

ସାଂସଦ ଅପରାଜିତାଙ୍କ ନାରେ ଏତଲା

ମୟୂରଭଞ୍ଜ() ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କ ନାମରେ ବାରିପଦା ଟାଉନ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଶ୍ରୀମତୀ ଷଡ଼ଙ୍ଗୀ ଏଠାରେ ରାମ ମନ୍ଦିର ଶିଳାନ୍ୟାସର  ଏକ କାର୍ଯ୍ୟକ୍ରମରେ  ଯୋଗଦେବାକୁ ଆସିଥିବା ଅବସରରେ ଏକ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ବାରିପଦା ଟାଉନ ଥାନାରେ …

ବିରୋଧୀ ଦଳ ଫିକ୍ସିଂ କରି ବିଧାନସଭା ଅଚଳ କରୁଛନ୍ତି …

ଭୁବନେଶ୍ୱର() ବିରୋଧୀ ଦଳ କେବଳ ନୟାଗଡ ଘଟଣାରେ ବାନ୍ଧି ହୋଇ ରହି ଗୃହ ବିଭାଗ ଓ ସାଧାରଣ ପ୍ରଶାସନ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ବଜେଟ ଆଲୋଚନାକୁ ଯେଭଳି ବନ୍ଦ କରୁଛନ୍ତି ସେଥିରୁ ବିରୋଧୀ ଦଳ ଏଥିପାଇଁ ପିକ୍ସିଂ କରିଛି ବୋଲ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଅଭିଯୋଗ…

କର୍ମୀଙ୍କ ସହ ଟେଲିଫୋନରେ କଥା ହେବାକୁ ଡରିଲେଣି ନେତା

ଭୁବନେଶ୍ୱର() ଲୋକପ୍ରତିନିଧିମାନେ ଏବେ ନିଜ ନିଜର କର୍ମୀଙ୍କ ସହିତ ଟେଲିଫୋନ୍‍ରେ କଥା ହେବାକୁ ଡରିଲେଣି । ନିଜ ନିର୍ବାଚନ ମଣ୍ଡଳୀର ବହୁ ଚର୍ଚ୍ଚିତ ପରୀ ମୃତୁ୍ୟ ଘଟଣାରେ ସ୍ଥାନୀୟ ସରପଞ୍ଚଙ୍କ ସହିତ ଟେଲିଫୋନ୍‍ରେ କଥାହୋଇ ରାଜ୍ୟ କୃଷିମବୀ ଅରୁଣ ସାହୁ କାଠଗଡାରେ ଛିଡା ହେବାପରେ ଏବେ ଅନ୍ୟ…