Odia News Portal
Monthly Archives

December 2020

କୃଷି ଓ କୃଷକଙ୍କ ପାଇଁ କେନ୍ଦ୍ର ଦେଲାଣି ୬୦ ହଜାର କୋଟି: ଧର୍ମେନ୍ଦ୍ର

ଢେଙ୍କାନାଳ: ଭାରତୀୟ ଜନତା ପାର୍ଟି ଢେଙ୍କାନାଳ ଶାଖା ପକ୍ଷରୁ ଆଜି ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ କୃଷକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦବୋଧନ ଦେଇ

୨୫ ଡିସେମ୍ବରରେ ନିକାହ କରିଛନ୍ତି ଗୌହର ଖାନ୍

ଗୌହର ଖାନ୍ କୁବୁଲ୍ କଲେ ଜୈଦ ଦରବାରଙ୍କ ସହିତ ନିକାହ । ଅଭିନେତ୍ରୀ ଏବଂ ମଡେଲ ଗୌହର ଖାନ ନିଜ ବୟଫ୍ରେଣ୍ଡ ଜୈଦ ଦରବାରଙ୍କ ସହିତ ନିକାହ କରିଛନ୍ତି । ଦୁହେଁ ୨୦୨୦ରୁ ପରସ୍ପରଙ୍କୁ ବହୁତ ଦିନ ଧରି ଡେଟ୍ କରୁଥିଲେ । ପରେ ଏମାନେ ବିବାହ କରିବାର ନିଷ୍ପତ୍ତି ନେଲେ । ଏମାନଙ୍କ ବିବାହ ପାଇଁ

ଧଳ ସାମନ୍ତଙ୍କ ଘରୁ ପୁଣି ବନ୍ଧୁକ ଗୁଳି ସହ ନଗଦ ଟଙ୍କା ଜବତ

ଭୁବନେଶ୍ୱର: ଗତକାଲି ଠାରୁ କମିଶନରେଟ ପୋଲିସ ପକ୍ଷରୁ ଚାଲିଥିବା ସର୍ଚ୍ଚ ଅପରେଶନ ଆଜି ଶେଷ ହୋଇଛି | ସର୍ଚ୍ଚ ଅପରେଶନ ଶେଷରେ ତାଙ୍କ ଘରେ ଥିବା ସିକ୍ରେଟ ଚ୍ୟାମ୍ବରରୁ ୩ଟି ବନ୍ଧୁକ ଓ ୧୭୫ ରାଉଣ୍ଡ ଗୁଳି,କେତେକ ମାଗାଜିନ ସହ ନଗଦ ୧୬.୫ ଲକ୍ଷ ଟଙ୍କା ଜବତ କରାଯାଇଛି ବୋଲି କଟକ ଡିସିପି

ମୁଣ୍ଡ ବିନ୍ଧା ଓ ଏହାର ପ୍ରତିକାର

ମୁଣ୍ଡ ଓ ବେକର ଯେ କୌଣସି ସ୍ଥାନରେ ଯନ୍ତ୍ରଣା ହେଲେ ତାହାକୁ ମୁଣ୍ଡ ବିନ୍ଧା ହେଉଛି ବୋଲି କହନ୍ତି । ଏହା ଏକ ଲକ୍ଷଣ, ରୋଗ ନୁହେଁ । ମୁଣ୍ଡ ଓ ବେକରେ ହେଉଥିବା ଅନେକ ରୋଗରେ ଏହା ଏକ ଲକ୍ଷଣ ରୁପେ ପ୍ରକାଶ ପାଏ । ଅନ୍ୟ ନାମ: ଲୋକମାନେ ଏହାକୁ ଶିର ପୀଡା, ଶିର ବେଦନା, ମୁଣ୍ଡ ବ୍ୟଥା ଓ

ରାଜ୍ୟରେ ଆଉ ୪ ଜଣଙ୍କର ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୩୩୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪ ଜଣଙ୍କର ମୁଣ୍ଡ ନେଇଛି କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୫୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି

ବୃଷ ରାଶି ଲୋକମାନଙ୍କର କେମିତି କଟିବ ୨୦୨୧,ଆସନ୍ତୁ ଜାଣିବା..

ବୃଷଭ ରାଶିର ଲୋକମାନେ ସାଧାରଣତଃ ଧୌର୍ଯ୍ୟଶୀଳ ହୋଇଥାଆନ୍ତି । କୌଣସି ବି ପରିସ୍ଥିତିକୁ ମଧ୍ୟ ସମ୍ଭାଳି ନିଅନ୍ତି । ମନ ଜିତିବା ଏମାନଙ୍କ ଠାରୁ ଶିଖିବା କଥା । ଏମାନେ ଭରସାଯୋଗ୍ୟ ହୋଇଥାଆନ୍ତି । ଏମାନେ ଧିର ଓ ଗମ୍ଭୀର ହୋଇଥାଆନ୍ତି । ବୃଷଭ ରାଶିର ସ୍ୱାମୀ ଶୁକ୍ର ଅଟନ୍ତି । ୨୦୨୧ ପାଇଁ

ବିଜେଡି ପ୍ରତିଷ୍ଠା ଦିିବସ: ମହିଳା କାର୍ଡ ଖେଳିଲେ ନବୀନ

ଭୁବନେଶ୍ୱର: ଆଜି ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିିବସ । ଏହି ଅବସରରେ ଦଳର କର୍ମୀ ଠୁ ନେତା ସମସ୍ତଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଦଳ ସଭାପତି ନବୀନ ପଟ୍ଟନାୟକ । ତେବେ ଉଦବୋଧନରେ ମହିଳା କାର୍ଡ ଖେଳିଛନ୍ତି ନବୀନ । ମହିଳା ସଶକ୍ତିକରଣ ଓ ମହିଳା ବିକାଶ ନେଇ ନିଜ ଆଭିମୁଖ୍ୟ ରଖିଛନ୍ତି

ରାଜ୍ୟରେ ଆଉ ୩୩୪ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୩୩୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଚିହ୍ନଟ ସଂକ୍ରମିତ ମାନଙ୍କ ମଧ୍ୟରୁ ୧୯୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ସମୟରେ ବାକି ୧୪୦ ଜଣ ସଂକ୍ରମିତ ହେଉଛନ୍ତି ଲୋକାଲ କେସ୍। ତେବେ ଚିହ୍ନଟ

୨୪ ତମ ପ୍ରତିଷ୍ଠା ଦିବସ ପାଳୁଛି ବିଜୁ ଜନତା ଦଳ

ଭୁବନେଶ୍ୱର: ଆଜି ବିଜୁ ଜନତା ଦଳ ପାଳୁଛି ୨୪ ତମ ପ୍ରତିଷ୍ଠା ଦିବସ । କୋଭିଡ କଟକଣା ଭିତରେ ଦଳ ପାଳନ କରୁଛି ପ୍ରତିଷ୍ଠା ଦିବସ । ତେବେ ଏନେଇ ଆଜି ଭୁବନେଶ୍ୱର ଫରେଷ୍ଟ ପାର୍କସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି । ସେହିପରି ୟୁନିଟ-୬ ରେ ଥିବା ଦଳୀୟ

ରାଜ୍ୟକୁ ପୁଣି ଫେରିଲା କଣ୍ଟେନ୍‌ମେଣ୍ଟ କଟକଣା

କଟକ: ରାଜ୍ୟକୁ ପୁଣି ଫେରିଛି କଣ୍ଟେନମେଣ୍ଟ ଜୋନ୍ । କଟକ ଜିଲ୍ଲା ପାଟସୁନ୍ଦରପୁର ପଞ୍ଚାୟତର ନୂଆସାହି ଗାଁକୁ କଣ୍ଟେନ୍‌ମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି। କଟକ ଉପଜିଲ୍ଲାପାଳ ଏହି ଗାଁକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରିଛନ୍ତି। । କଣ୍ଟାପଡ଼ାରେ ୧୭ କରୋନା ଆକ୍ରାନ୍ତ ଓ ଜଣଙ୍କ ମୃତ୍ୟୁ