Odia News Portal
Monthly Archives

December 2020

ଖାସି କହି ଦେଉଥିଲେ ମେଣ୍ଢା ମାଂସ

କଟକ() ଛାଡ଼ଖାଇରେ ଧୋକା । ଗତକାଲି ମଙ୍ଗଳବାର ଦିନ ପଡ଼ିଥିଲା ଛାଡ଼ଖାଇ । ପ୍ରାୟ ଲୋକ ମଙ୍ଗଳବାର ଓଷା ପାଇଁ ଛାଡ଼ଖାଇ ପାଳି ନଥିଲେ । ଅପେକ୍ଷା କରିଥିଲେ ବୁଧବାରକୁ ତଥା ଆଜିକୁ । ଏଥିପାଇଁ ଆଜି ଆମିଷ ବଜାରରେ ଜମିଛି ଅସମ୍ଭାଳ ଭିଡ଼। ଗ୍ରାହକଙ୍କ ଗହଳି କହିଲେ ନସରେ। ଗ୍ରାହକଙ୍କ ଭିଡ଼…

ମାତ୍ର ୪୦୦ ଟଙ୍କାରେ ପିଟି-ପିସିଆର ଟେଷ୍ଟ

ଭୁବନେଶ୍ୱର() ଘରୋଇ ଲ୍ୟାବ ପାଇଁ କରୋନା ଟେଷ୍ଟ ଫି’ର ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି ରାଜ୍ୟ ସରକାର । ମାତ୍ର ୪୦୦ ଟଙ୍କାରେ ହେବ ପିଟି-ପିସିଆର ଟେଷ୍ଟ । ଜିଏସଟି ସହିତ ଟେଷ୍ଟ ଫି ୪୦୦ ଟଙ୍କା ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର । ଆରଏମଆରସି ତତ୍ତ୍ୱାବଧାନରେ ପିଟିପିସିଆର ଟେଷ୍ଟ ହେବ । ଏନେଇ…

୧୫ ତଳେ ୧୭ ସହର

ଭୁବନେଶ୍ୱର() ସାରା ରାଜ୍ୟରେ ଶୀତ ଲହରି ଜାରି ରହିଛି । ୮.୮ ଡିଗ୍ରୀ ସହ ରାଜ୍ୟର ଶୀତଳ ସହର ହୋଇଛି ସୋନପୁର । ଆହୁରି ୪ରୁ ୫ ଦିନ ଯାଏ ରହିବ ଶୀତ । ବର୍ତ୍ତମାନ ରାଜ୍ୟରେ ୧୫ ଡିଗ୍ରୀ ତଳେ ୧୭ଟି ସହର ରହିଛି । ଫୁଲବାଣୀରେ ୯, ଅନୁଗୁଳରେ ୧୦, ଦାରିଙ୍ଗବାଡିରେ ୧୦.୫, ଭବାନୀପାଟଣାରେ ୧୧.୫,…

ଆଜି ୪୮୦ ପଜିଟିଭ୍, ୬ ମୃତ

ଭୁବନେଶ୍ବର() ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୪୮୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୭୬ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨୦୪ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ…

ସ୍କାଏ କିଙ୍ଗ୍‌’କୁ ୬୫ ଲକ୍ଷ ଟଙ୍କାର ଚୂନ

ଭୁବନେଶ୍ବର() ଲକ୍‌ଡାଉନ୍‌ ବେଳେ ପାଠକ ଫ୍ୟାମିଲିଙ୍କ ଚାର୍ଟର ଫ୍ଲାଇଟ୍‌ରେ ଆକାଶରେ ଉଡି଼ବା ଘଟଣା ଏବେ ବେଶ୍‌ ଚର୍ଚ୍ଚାରେ । ଏହି ବିମାନ ଉଡ଼ାରେ ପାଠକ ଫ୍ୟାମିଲି ମୋଟ ୨.୭୮ କୋଟି ଟଙ୍କା ଉଡ଼ାଇଛନ୍ତି । ଖାଲି ସେତିକି ନୁହେଁ, ଟ୍ରାଭେଲ୍‌ ଏଜେନ୍ସି ‘ସ୍କାଏ କିଙ୍ଗ୍‌’କୁ ପ୍ରାୟ ୬୫ ଲକ୍ଷ…

ମିଲ ମାଲିକଙ୍କୁ ନିୟନ୍ତ୍ରଣ କରୁଛନ୍ତି ମଧ୍ୟସ୍ଥି

ଭୁବନେଶ୍ୱର () ଧାନ କିଣା କ୍ଷେତ୍ରରେ ମିଲମାଲିକ ଓ ସରକାରୀ ଅଧିକାରୀଙ୍କ ଅସାଧୁ ମେଣ୍ଟକୁ ନେଇ ବିରୋଧିଦଳ ଓ ଚାଷୀମାନେ ଅଭିଯୋଗର ପାହାଡ ଛିଡା କରୁଥିବାବେଳେ ମାମଲା ରଫାଦଫା ପାଇଁ ଏବେ ବରଗଡ ଠାରୁ ଯାଜପୁର ଓ ଭୁବନେଶ୍ୱର ପର୍ଯ୍ୟନ୍ତ କିଛି ବ୍ୟବସାୟୀ ଅଣ୍ଟା ଭିଡିଛନ୍ତି । ଏମାନେ ଏବେ ମିଲ୍‍…

ଜନତାଙ୍କ ସହ ବିଶ୍ୱାସଘାତ କରିଛନ୍ତି ପ୍ରଦୀପ

ଭୁବନେଶ୍ବର()    ଜନତାଙ୍କ ଭରସା ଯୋଗୁ ହିଁ ପ୍ରଦୀପ ପାଣିଗ୍ରାହୀ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ହେଲେ ଜନତାଙ୍କ ଭରସାକୁ ସେ ଭାଙ୍ଗିଛନ୍ତି । ବିଶ୍ୱାସଘାତ କରିଛନ୍ତି ଜନତାଙ୍କ ସହ । ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜନବିରୋଧୀ କାର୍ଯ୍ୟର ଲମ୍ବା ଚିଠା ଓ ଦସ୍ତାବିଜ୍‌ ରଖିବା ସହ ଏଭଳି…

ନୟାଗଡ଼ରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରୋ

ନୟାଗଡ() ନୟାଗଡ ବହୁ ଚର୍ଚ୍ଚିତ ଶିଶୁକନ୍ୟା ପରୀ ହତ୍ୟା ମାମଲାରେ ଏସଆଇଟିକୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଏହି ମାମଲାରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରୋ ନୟାଗଡରେ ପହଞ୍ଚିଛନ୍ତି । ନୟାଗଡ ଯଦୁପୁର ଯାଇ ତଦନ୍ତ କରୁଛନ୍ତି ଏସଆଇଟିର ମୁଖ୍ୟ । କୋର୍ଟଙ୍କ ନିରୀକ୍ଷଣରେ ତଦନ୍ତ କରୁଥିବା SITର…

ସମରେ କରୋନାକୁ ପରାସ୍ତ କଲେ ୯୭ ବର୍ଷୀୟ ବୟୋଜ୍ୟେଷ୍ଠ

ଭୁବନେଶ୍ୱର()  କରୋନାକୁ ପରାସ୍ତ କରୁଛନ୍ତି ବୟୋଜ୍ୟେଷ୍ଠ ଏବଂ ହାର ମାନୁଛି କରୋନା । ଉପଯୁକ୍ତ ଚିକିତ୍ସା ଓ ଯତ୍ନ ମିଳିଲେ ପରିଣତ ବୟସରେ ପହଂଚିଥିବା ବ୍ୟକ୍ତିମାନେ ଯେ କରୋନାରୁ ସୁସ୍ଥ ହୋଇପାରିବେ ଏକଥା ପୁଣି ଥରେ ପ୍ରମାଣିତ ହୋଇଛି ସମ୍ କୋଭିଡ ହସ୍ପିଟାଲ୍‌ରେ । ସମ୍ କୋଭିଡ୍ ହସ୍ପିଟାଲ୍‌ରୁ…

ସୋଆ ରେ ପୂର୍ବାଂଚଳ ପ୍ରାକ୍ ସାଧାରଣତନ୍ତ୍ର ଦିବସ ଏନ୍ଏସ୍ଏସ୍ ପ୍ୟାରେଡ କ୍ୟାମ୍ପ ଉଦ୍ୟାପିତ

ଭୁବନେଶ୍ୱର()   ନୂଆଦିଲ୍ଲୀରେ ଅନୁÂିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପ୍ୟାରେଡ ନିମନ୍ତେ ନ୍ୟାସ୍ନାଲ୍ ସର୍ଭିସ ସ୍କିମ୍ (ଏନ୍ଏସ୍ଏସ୍)ର କଂଟିଜେଂଟ ଚୟନ ନିମନ୍ତେ ଆୟୋଜିତ ୧୦ ଦିନିଆ ପୂର୍ବାଂଚଳ ପ୍ରି ରିପବ୍ଲିକ୍ ଡେ କ୍ୟାମ୍ପ ଉଦ୍ୟାପିତ ହୋଇଯାଇଛି । ନଭେମ୍ବର ୨୨ ତାରିଖରୁ ଶିକ୍ଷା ଓ …