Odia News Portal
Yearly Archives

2020

ଆଜିଠୁ ଖୋଲିଲା କୋଣାର୍କ ମନ୍ଦିର

କୋଣାର୍କ : ଦୀର୍ଘ ୫ମାସ ପରେ ଖୋଲିଲା କୋଣାର୍କ ମନ୍ଦିର। COVID-19 ମହାମାରୀକୁ ଦୃଷ୍ଟିରେ ରଖି ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରଖାଯାଥିବା କୋଣାର୍କ ସୂର୍ଯ୍ୟ ମନ୍ଦିର ଆଜି ଖୋଲାଯାଇଛି। କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ଅନଲକ୍ -୪ ନିର୍ଦ୍ଦେଶାବଳୀ ଅନୁଯାୟୀ ଏହି…

ବେଆଇନ୍‍ ଠିକା ନିଯୁକ୍ତି ଯୋଗୁଁ ମାମଲା ମୁଣ୍ଡାଇଛି ପ୍ରଦୂଷଣ ବୋର୍ଡ

ଭୁବନେଶ୍ୱର : ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ ଚାଲିଥିବା କ୍ଷମତା କନ୍ଦଳ ଯୋଗୁଁ ଗୋଟିଏ ପରେ ଗୋଟିଏ ଆଶ୍ଚର୍ଯ୍ୟଜନକ ତଥ୍ୟ ପଦାକୁ ଆସବି ।ରେ ଲାଗିଛି । ସଦ୍ୟ ମିଳିଥିବା ସୂଚନା ଅନୁଯାୟୀ ବିଭାଗୀୟ ସଚିବଙ୍କ ନିର୍ଦ୍ଦେଶକୁ ଅଣଦେଖା କରି କିଛି ଅଧିକାରୀ ବୋର୍ଡରେ ଠିକା ନିଯୁକ୍ତି…

ବିଏମ୍‌ସିରେ ପ୍ରଥମ କରୋନା ଯୋଦ୍ଧାଙ୍କ ମୃତ୍ୟୁ

ଭୁବନେଶ୍ୱର : ବିଏମ୍‌ସିରେ ପ୍ରଥମ କରୋନା ଯୋଦ୍ଧାଙ୍କ ମୃତ୍ୟୁ ହୋଇଛି । ଏନ୍‌ଫୋର୍ସମେଣ୍ଟ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ପ୍ରଫୁଲ୍ଲ କୁମାର ବେହେରା ଆଜି ପ୍ରାଣ ହରାଇଛନ୍ତି । କୋଭିଡ୍‌ରେ ଆକ୍ରାନ୍ତ ହୋଇ ସେ ଚିକିତ୍ସିତ ହେଉଥିଲେ । ରାଷ୍ଟ୍ରୀୟ ସମ୍ମାନର ସହ ତାଙ୍କର ଆଜି ଅନ୍ତିମ ସଂସ୍କାର…

ଆଜି ଦିଲ୍ଲୀରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଶେଷକୃତ୍ୟ

ନୂଆଦିଲ୍ଲୀ : ଆଜି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ହେବ ଶେଷକୃତ୍ୟ । ଦିଲ୍ଲୀରେ ଶେଷକୃତ୍ୟ ସଂପନ୍ନ ହେବ । ଗତକାଲି ୮୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଦିଲ୍ଲୀ ସ୍ଥିତ ଆର୍ମି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପ୍ରଣବ । ତାଙ୍କ…

ପଡିରହିଛି ଶାଳ ଗଛ : ଯାତାୟତ ବାଧାପ୍ରାପ୍ତ, ପଡୁନି କାହାର ନଜର

ଦାରିଙ୍ଗବାଡି: ବାଲିଗୁଡା ମୁଖ୍ୟରାସ୍ତା ଡଲାବାଲି ଘାଟି ତଳେ ଲଘୁଚାପ ବର୍ଷା ଫଳରେ ଏକ ବୃହତକାୟ ଶାଳ ଗଛ ଶନିବାର ରାତି ଠାରୁ ପଡି ରହିଛି । ହେଲେ କାହାର ନଜର ପଡୁନି । ଏହି ରାସ୍ତା ଦେଇ ସବୁଦିନ ହଜାର ହଜାର ଲୋକେ ବାଲିଗୁଡା ବଜାରକୁ  ସାମଗ୍ରୀ ଆଣିବା ପାଇଁ ଯାଇଥାନ୍ତି, କିନ୍ତୁ ୪ଦିନ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଏକାଦଶସ୍ଥ ଚନ୍ଦ୍ର ଯୋଗୁ ଯାହା ଚାହୁଁଛନ୍ତି ତାହା ନିଶ୍ଚିତ ପାଇବେ। କର୍ମକ୍ଷେତ୍ରରେ ଅପ୍ରିୟ ସତ୍ୟ କଥା ସହକର୍ମୀ କିମ୍ବା ନିକଟ ସମ୍ପର୍କୀୟମାନଙ୍କ ମନରେ ଦୁଃଖ ଦେଇପାରେ। ପୁରାତନ ରୋଗପୀଡା ଯୋଗୁଁ ମାନସିକ ସୁସ୍ଥତା ହରାଇପାରନ୍ତି। ଫେରନ୍ତା ବାଟରେ ଜଣେ ନିଚ ଜାତିର ଲୋକମାନେ…

BMC ଏବଂ ରୋଟାରୀ କ୍ଲବ୍ ଅଫ୍ ଭୁବନେଶ୍ୱର ସ୍ମାଇଲ୍ ର କରୋନା ପ୍ରତିରୋଧ ଅଭିଯାନ

ଭୁବନେଶ୍ୱର : ଆଜି ପୂର୍ବାହ୍ନରେ ଭୁବନେଶ୍ୱର ମହାନଗର ନିଗମ ଏବଂ ରୋଟାରୀ କ୍ଲବ୍ ଅଫ୍ ଭୁବନେଶ୍ୱର ସ୍ମାଇଲ୍ ର ମିଳିତ ଆନୁକୁଲ୍ୟରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ୟୁନିଟ୍ ୩ ସ୍ଥିତ ସାମ୍ବାଦିକ ଭବନଠାରେ ଅନୁଷ୍ଠିତ ହୋଇଥିବା ଉକ୍ତ ବୈଠକରେ ଜୋନାଳ୍ ଡେପୁଟି କମିଶନର ଅଂଶୁମାନ ରଥ…

ସେପ୍ଟେମ୍ବର ମାସ ପାଇଁ ରାଜ୍ୟ ସରକାର ଜାରି କଲେ ଅନଲକ ୪ ଗାଇଡଲାଇନ

ଭୁବନେଶ୍ୱର : ସେପ୍ଟେମ୍ବର ମାସ ପାଇଁ ରାଜ୍ୟ ସରକାର ଜାରି କଲେ ଅନଲକ ୪ ଗାଇଡଲାଇନ । ଏହି ଗାଇଡ଼ଲାଇନ ଅନୁଯାୟୀ କଣ୍ଟେନମେଣ୍ଟ ଜୋନଗୁଡ଼ିକରେ ଲକଡାଉନକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କିନ୍ତୁ କଣ୍ଟେନମେଣ୍ଟ ଜୋନ ବାହାରେ ଜିଲ୍ଲା ଓ ସବଡିଭିଜନରେ ଲକଡାଉନ ଲାଗୁ ହେବ ନାହିଁ ।…

ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର : ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଅଗ୍ନିସମ ବିଭାଗର କର୍ମଚାରୀମାନେ ବିଗତ କିଛିଦିନ ତଳେ ପଶ୍ଚିମ ବଙ୍ଗରେ ବତ୍ୟାରେ କ୍ଷୟକ୍ଷତି ହୋଇଥିବା ଅଞ୍ଚଳ ଓ ଜନସାଧାରଣଙ୍କୁ ଉଦ୍ଧାର କରିବା ସହ ବିଭିନ୍ନ ସେବା ଯୋଗାଇ ଶେଷରେ କରୋନାରେ ଅକ୍ରାନ୍ତ ହୋଇ…

ଆଜି ରେକର୍ଡ ସଂଖ୍ୟକ ସୁସ୍ଥ, ଦିନକରେ ୪୦୫୩ ଜଣ ଆରୋଗ୍ୟ

ଭୁବନେଶ୍ୱର : ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ରେକର୍ଡ ସୁସ୍ଥ । ଦିନକରେ ୪ ହଜାର ୫୩ ଜଣ କରୋନା ରୋଗୀ ଆରୋଗ୍ୟ ହୋଇଛନ୍ତି । ରାୟଗଡ଼ାରୁ ସର୍ବାଧିକ ୬୦୮ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । କଟକରୁ ୪୬୮, ଖୋର୍ଦ୍ଧା ୩୭୦, ଯାଜପୁର ୩୩୯, ଗଞ୍ଜାମ ୨୩୩, ସୁନ୍ଦରଗଡ଼ ୨୧୭, କୋରାପୁଟ ୧୭୫, ଭଦ୍ରକ…