ଆସନ୍ତା କାଲି ଆକାଶମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିବେ ନବୀନ
ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ୟାଞ୍ଚଳ ପରିଦର୍ଶନ କରିବେ । ଆକାଶ ମାର୍ଗରୁ ବନ୍ୟାଞ୍ଚଳ ନିରୀକ୍ଷଣ କରିବେ ମୁଖ୍ୟମନ୍ତ୍ରୀ । ବନ୍ୟାଞ୍ଚଳ ଅନୁଧ୍ୟାନ କରି ଫେରିବା ପରେ ସମୀକ୍ଷା ବୈଠକ କରିବେ ।
ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିବେ ବୋଲି ମୁଖ୍ୟ ଶାସନ ସଚିବ ଅସିତ…
