୧୦ ଜଣଙ୍କୁ ଦିଆଗଲା ବିଜୁପଟ୍ଟନାୟକ କ୍ରୀଡା ଓ ସାହସୀକତା ପୁରସ୍କାର ସହିତ ମାନପତ୍ର
ଭୁବନେଶ୍ୱର : ୨୦୧୯ର ବିଜୁପଟ୍ଟନାୟକ କ୍ରୀଡା ଓ ସାହସୀକତା ସମ୍ମାନ ୧୦ ଜଣଙ୍କୁ ପ୍ରଦାନ କରାଯାଇଛି। କ୍ରୀଡା କ୍ଷେତ୍ରରେ ପାରଦର୍ଶିତା ଦେଖାଇ ରାଜ୍ୟ ପାଇଁ ସମ୍ମାନ ଆଣି ଦେଇଥିବା ଏହି କ୍ରୀଡ଼ାବିତ୍ ମାନଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂରେ ପୁରସ୍କାର ରାଶି…
