ଆମ୍ବୁଲାନ୍ସ ସେବାରେ ମୃତ ମହିଳାଙ୍କ ଶବକୁ ମେଡିକାଲରୁ ଘରେ ପହଞ୍ଚାଇଲେ
କଟକ : ଚୌଦ୍ଵାର-କଟକ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳଙ୍କ ପୁଣି ଏକ ଆମ୍ବୁଲାନ୍ସ ସେବା ସର୍ବସାଧାରଣଙ୍କ ନଜରକୁ ଆସିଛି । ଗତକାଲି ବିଳମ୍ୱିତ ରାତି ସାଢେ଼ ଗୋଟାଏ ସମୟରେ ନିଆଳି ଥାନା କସଦ୍ଦା ଅଞ୍ଚଳର ଜନୈକ ମହିଳା ଘରେ ଶୋଇଥିବା ବେଳେ ବାମ ହାତର ମଝି ଆଙ୍ଗୁଳିକୁ କୌଣସି ଏକ ବିଷଧର…
