ପୁଣି ସିବିଆଇ କାର୍ଯ୍ୟାଳୟରେ ରିୟା
ମୁମ୍ବାଇ() ସୁଶାନ୍ତ ସିଂହ ରାଜପୁତ ମାମଲାର ତଦନ୍ତ ଭାର ସିବିଆଇ ନେବା ପରେ ଖୋଳତାଡ଼ ଜୋର ଧରିଛି । ସିବିଆଇରେ ଆଜି ହାଜର ହୋଇଛନ୍ତି ରିୟା ଚକ୍ରବର୍ତୀ । ଭାଇ ସୌଭିକଙ୍କ ସହ ସେ ସିବିଆଇ କାର୍ଯ୍ୟାଳୟରେ ପହଁଚିଛନ୍ତି । ପୂର୍ବରୁ ସୌଭିକଙ୍କୁ ବହୁବାର ଜେରା ହୋଇଥିବାବେଳେ…
