ନନ୍ଦନକାନନରେ ଗୋଲ୍ଡେନ୍ ପିଜାଣ୍ଟ ମୃତ
ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପଥଚଲା ବିହଙ୍ଗ ସାରଣୀରେ ରହୁଥିବା ଏକ ମାଇ ଗୋଲ୍ଡେନ୍ ପିଜାଣ୍ଟର ମୃତ୍ୟୁ ହୋଇଛି । ଏହି ପକ୍ଷୀଟି ଦୀର୍ଘଦିନ ହେବ ଅଣ୍ଡକୋଷ ଓ ମଳଦ୍ୱାର ସଂକ୍ରମଣ ଜନିତ ରୋଗରେ ପୀଡ଼ିତ ଥିଲା। ଏହାର ମୃତ୍ୟୁ ପରେ ଏବେ ନନ୍ଦନକାନନରେ ୨୩ଟି ଗୋଲ୍ଡେନ ପିଜାଣ୍ଟ ପକ୍ଷୀ…
