Odia News Portal
Yearly Archives

2020

ଉଜୁଡ଼ିଲାଣି ପ୍ରଥମ ପବ୍ଲିକ୍‌ ଆର୍ଟ ମ୍ୟୁଜିୟମ୍‌

ଭୁବନେଶ୍ୱର : ରସୁଲଗଡ଼ ଓଭରବ୍ରିଜ ରାଜଧାନୀର ପ୍ରବେଶ ପଥ । ଏହି ଓଭରବ୍ରିଜ ତଳେ ନିର୍ମାଣ ହୋଇଥିଲା ବିଶ୍ୱର ପ୍ରଥମ ‘ପବ୍ଲିକ୍‌ ଆର୍ଟ ମ୍ୟୁଜିୟମ୍‌’ । ଏହି ସ୍ଥାପତ୍ୟ କଳା ଜନସାଧାରଣଙ୍କୁ ଜଳର ଆବଶ୍ୟକତା ଓ ତା’ର ସଂରକ୍ଷଣର ଶିକ୍ଷା ଦେବ ବୋଲି ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା । ଏମିତି ସ୍ଥାପତ୍ୟ…

ଦିନକରେ ସର୍ବାଧିକ ୧୩ ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର() ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୩ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୪୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି । ୧୩ ମୃତକଙ୍କ…

ବଡ଼ ଖବର, ରାଜ୍ୟରେ ଦିନକରେ ୩୩୭୧ ପଜିଟିଭ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର() ୨୪ ଘଣ୍ଟା ମଧ୍ୟରେ ୩୩୭୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୭୬୦୨ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ…

ନୀଳାଚଳ ଇସ୍ପାତକୁ ଖରିଦ ଦୌଡରେ ବିଜେପି ସାଂସଦ

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ସ୍ୱପ୍ନର ଇସ୍ପାତ କାରଖାନା ନୀଳାଚଳ ଇସ୍ପାତକୁ ହାତେଇବା ଦୌଡରେ ଏବେ ଆଗରେ ଅଛନ୍ତି ଜଣେ ବିଜେପି ସାଂସଦ । ସବୁ ପ୍ରସ୍ତୁତି ଯଦି ଠିକ୍‍ ଠାକ୍‍ ଚାଲେ ତେବେ ସାଂସଦ ଜଣଙ୍କ ଶାଗ ମାଛ ଦରରେ ଏହି ଇସ୍ପାତ କାରଖାନାକୁ ହାତେଇ ନେବେ ବୋଲି ଜୋରଦାର ଆଲୋଚନା ଚାଲିଛି ।…

କଟକରେ ଦୁର୍ଗାପୂଜାକୁ ଅନୁମତି

କଟକ ()   କଟକରେ ଦୁର୍ଗାପୂଜାକୁ ଅନୁୁୁମତି ମିଳିଛି । ମଣ୍ଡପରେ ହୋଇପାରିବ ମା’ ଦୁର୍ଗାଙ୍କ ପୂଜା । ହେଲେ ବିନା  ଶ୍ରଧାଳୁରେ ଏହି ପୂଜା ଅନୁଷ୍ଠିତ ହେବ ।  ପୂଜା କମିଟି ଗୁଡିକ ଭିଡ ନ ଜମାଇ ପୂଜା କରି ପାରିବେ ବୋଲି କଟକ ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାପାଳଙ୍କ ଏଭଳି ନିଷ୍ପତ୍ତିକୁ କଟକ…

ପୁଣି କାନ୍ଧରେ ବୁହା ହେଲେ ଗର୍ଭବତୀ ମହିଳା

ବାଲେଶ୍ୱର: ପୁଣି କାନ୍ଧରେ ବୁହା ହେଲେ ଗର୍ଭବତୀ ମହିଳା। ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ବାଲେଶ୍ୱର ଜିଲ୍ଲା ସାରକୋଣା ପଞ୍ଚାୟତ କଣ୍ଡିରାଗଡ଼ିଆ ଗାଁର ବିଦ୍ୟାପତି ଦାସଙ୍କର ସ୍ତ୍ରୀ ଭାରତୀ ଦାସଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ୧୦୨ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ।…

ବିପୁଳ ପରିମାଣର କଫ୍ ସିରଫ ଜବତ

ସମ୍ବଲପୁର : ସମ୍ବଲପୁର ଟାଉନ ପୋଲିସ ଦ୍ବାରା ବିପୁଳ ପରିମାଣର କଫ୍ ସିରଫ ଜବତ ।  ଟାଉନଥାନା ପୋଲିସ ସମ୍ବଲପୁର ସମେତ ବରଗଡର ଅତାବିରା ଅଂଚଳରେ ଚଢାଉ କରି ବିପୁଳ କଫ୍ ସିରଫ ଜବତ କରିବା ସହ ଜଣେ ଯୁବତୀ ସମେତ ୪ ଜଣଙ୍କୁ ଗିରଫ କରିଛି ଏବଂ ୨ଟି କାର୍ ମଧ୍ୟ ଜବତ କରିଛି । ଏହି ଆନ୍ତଃ ଜିଲ୍ଲା କଫ୍…

ଆଣ୍ଡର୍ସନଙ୍କ ରେକର୍ଡ଼ : ପ୍ରଥମ ପେସ୍‌ ବୋଲର୍‌ ଭାବେ ଦଖଲ କଲେ ୬୦୦ ଟେଷ୍ଟ ଓ୍ଵିକେଟ୍‌

ଆଜିଯାଏ କୌଣସି ପେସ୍‌ ବୋଲର୍‌ ଯାହା କରି ପାରିନଥିଲେ ତାହା କରି ଦେଖାଇଛନ୍ତି ଇଂଲଣ୍ଡ ବୋଲର୍‌ ଜେମ୍ସ ଆଣ୍ଡରସନ୍‌ । ତୃତୀୟ ଟେଷ୍ଟରେ ପାକିସ୍ତାନର ଆଝାର ଅଲୀଙ୍କୁ ଆଉଟ୍‌ କରି ଏକ ବିଶ୍ୱ ରେକର୍ଡ଼ର ଅଧିକାରୀ ହୋଇଛନ୍ତି ସେ । ଆଣ୍ଡରସନ୍‌ ଟେଷ୍ଟ କ୍ରିକେଟ୍‌ରେ ପ୍ରଥମ ପେସ୍‌ ବୋଲର୍‌ ଭାବେ ୬୦୦…

ସୀମାରେ ଏୟାର ଡିଫେନ୍ସ ମିଜାଇଲ୍‌, ଚୀନ୍‌ର ଦୁଃସାହସକୁ ରୋକିବା ପାଇଁ ପ୍ରସ୍ତୁତି

ନୂଆଦିଲ୍ଲୀ : ଭାରତ-ଚୀନ୍‌ ମଧ୍ୟରେ ଉତ୍ତେଜନା କମିବାରେ ନାହିଁ । ଲଦାଖର ଏଲ୍‌ଏସି ନିକଟରେ ଚୀନ୍‌ ତା’ର ସେନା ମୁତୟନ ଜାରି ରଖିଛି । ଭାରତ ସହ ଚୀନ୍‌ର କମାଣ୍ଡର ସ୍ତରୀୟ କଥାବାର୍ତ୍ତା ଜାରି ରହିଛି । ହେଲେ ସମାଧାନର ସୂତ୍ର କିଛି ବାହାରି ନାହିଁ । ଏହି ପରିପ୍ରେକ୍ଷୀରେ ଭାରତ ଆବଶ୍ୟକ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ଅଷ୍ଟମ ଚନ୍ଦ୍ର ଯୋଗୁ ଅର୍ଥ ପାଇଲେ ମଧ୍ୟ ମାନସିକ ଅସ୍ଥିରତା ଲାଗି ରହିବ । ବନ୍ଧୁମାନଙ୍କ ସାହାଯ୍ୟରୁ କାମ ହାସଲ କରିବେ । ସାମାଜିକ ସ୍ତରରେ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ଜମିଜମା ସମ୍ବନ୍ଧୀୟ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ । ବୃଷ…