Odia News Portal
Yearly Archives

2020

ଆଜି ସର୍ବାଧିକ ୨୫୪୬ କରୋନା ସୁସ୍ଥ

ଭୁବନେଶ୍ବର : ଖୁସି ଖବର ଦେଲା ସ୍ବାସ୍ଥ୍ୟ ବିଭାଗ। ଆଜି ରାଜ୍ୟରୁ ସର୍ବାଧିକ ୨୫୪୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ଟ୍ବିଟ କରି ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ । ଏହି ସୁସ୍ଥଙ୍କ ମଧ୍ୟରେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୬୨୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ସହିତ…

ସ୍ଥଗିତ ହେଲା ଏହି ସୋ, ଫ୍ୟାନ୍ସଙ୍କୁ ଲାଗିଲା ବଡ଼ ଝଟକା

ମୁମ୍ବାଇ  : ଯଦି ଆପଣଙ୍କର ଟିଭି ଦେଖିବା ପାଇଁ ଅଧିକ ସୌକିନ୍‌ ଏବଂ ରିଏଲିଟି ସୋ’ ବିଗ୍‌ ବସ୍‌ର ଫ୍ୟାନ୍‌ ତାହେଲେ ଏହି ଖବର ଆପଣଙ୍କ ପାଇଁ। ବିଗ୍‌ ବସ୍‌-୧୪କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବିଗ୍‌ ବସ୍‌ ୨୦୨୦ ର କ୍ରମାଗତ ଆସୁଥିବା ଟିଜର ଏବଂ ପ୍ରମୋକୁ ଦେଖି ଯଦି ଆପଣ ଏହି…

୨୦୧୯-୨୦ରେ ଗୋଟିଏ ବି ନୋଟ୍ ପ୍ରିଣ୍ଟ ହୋଇନି : RBI

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କର ବାର୍ଷିକ ରିପୋର୍ଟ ଅନୁସାରେ ୨୦୧୯-୨୦ରେ ୨୦୦୦ ଟଙ୍କିଆ ବ୍ୟାଙ୍କ ନୋଟ୍ ଛପାଯାଇନି । କେନ୍ଦ୍ରୀୟ ବ୍ୟାଙ୍କ ଏହା ମଧ୍ୟ କହିଛି କି ଗତ କିଛି ବର୍ଷରେ ୨୦୦୦ ଟଙ୍କିଆ ନୋଟର ପ୍ରଚଳନ ମଧ୍ୟ ହ୍ରାସ ପାଇଛି । ଆରବିଆଇର ବାର୍ଷିକ ରିପୋର୍ଟରେ କୁହାଯାଇଛି କି…

ମାର୍କେଟକୁ ଆସିଲା ନୂଆ ମାସ୍କ : ଭାଇରସ ସ୍ପର୍ଶ ହେବାମାତ୍ରେ ହୋଇଯିବ ନଷ୍ଟ

ନୂଆଦିଲ୍ଲୀ : କୋଭିଡ୍ ୧୯ ମହାମାରୀ ସମୟରେ ଫେସମାସ୍କର ଗୁରୁତ୍ୱ ବଢିଯାଇଛି । ବର୍ତ୍ତମାନ ସମୟରେ ମାସ୍କର ମହତ୍ତ୍ୱ କେବଳ ସୁରକ୍ଷା ନୁହେଁ ବରଂ ଉତ୍ତମ ସ୍ୱାସ୍ଥ୍ୟ ସୁନିଶ୍ଚିତ କରିବା ପାଇଁ ମଧ୍ୟ ଜରୁରୀ ଆକ୍ସେସରିଜ୍ ପାଲଟିଯାଇଛି । ଏହାକୁ ନଜରରେ ରଖି ୟୁନିମାସ୍କ ଆଣ୍ଟି ଭାଇରାଲ ଟ୍ରିଟେଡ୍…

ଆଜି ଭୁବନେଶ୍ୱରରୁ ୩୩୨ କରୋନା ଚିହ୍ନଟ

ଭୁବନେଶ୍ୱର : ଭୁବନେଶ୍ୱରରେ ଆଜି ଆଉ ୩୩୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରାଣ୍ଟାଇନରୁ ୧୭୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସ୍ଥାନୀୟ ଭବେ ୧୫୯ ଚିହ୍ନଟ ହୋଇଛନ୍ତି । ଏନେଇ ବିଏମ୍ସି ପକ୍ଷରି ଟ୍ୱିଟ୍‌ ଯୋଗେ ସୂଚନା ଦିଆଯାଇଛି । ସୂଚନା ମୁତାବକ ଚନ୍ଦ୍ରଶେଖର ପୁରରୁ ୧୩ ଜଣ ଚିହ୍ନଟ…

ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ସପ୍ଲାଇ ଇନ୍ସପେକ୍ଟର

ଗଜପତି : ଦଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ସପ୍ଲାଇ ଇନ୍ସପେକ୍ଟର । ଗଜପତି ଜିଲ୍ଲା ନୂଆଗଡ଼ା ବ୍ଲକରେ କାର୍ଯ୍ୟରତ ସପ୍ଲାଇ ଇନ୍ସପେକ୍ଟର ସବ୍ୟସାଚୀ ମହାପାତ୍ର ତାଙ୍କ ସରକାରୀ ବାସ ଭବନରେ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି । ଅଭିଯୋଗ ମୁତାବକ ଗଂଜାମ ଜିଲ୍ଲା ଧରାକୋଟ…

ଆନ୍ତର୍ଜାତିକ ମାଗାଜିନରେ ଝଲସିଲା “ଓଡ଼ିଶା କୃଷି ଭବନ”

ଭୁବନେଶ୍ୱର : ଡିଜିନ୍‌ ଆୱାର୍ଡ-୨୦୨୦ ଦୌଡ଼ରେ ଓଡ଼ିଶାର କୃଷି ଭବନ।  ବିଶ୍ୱ ସ୍ଥପତି କ୍ଷେତ୍ରରେ ଡିଜିନ୍‌ ଆୱାର୍ଡ ଏକ ପ୍ରତିଷ୍ଠିତ ପୁରସ୍କାର। ଏହି ପୁରସ୍କାର ଦୌଡ଼ରେ ସାମିଲ ହେବାରେ ଓଡ଼ିଶାର ପ୍ରଥମ ଭବନ ହେଉଛି କୃଷି ଭବନ। ଏ ଖବରରେ ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…

ଶସ୍ତା ହେଲା କୋଭିଡ୍ ପରୀକ୍ଷଣ

ଭୁବନେଶ୍ବର() ଶସ୍ତା ହେଲା କୋଭିଡ୍ ପରୀକ୍ଷଣ । ଏଣିକି ୧୨ ଶହ ଟଙ୍କାରେ ହେବ RT-PCR ଟେଷ୍ଟ । ରାଜ୍ୟରେ ଘରୋଇ ସଂସ୍ଥାରେ କୋଭିଡ୍‌ ପରୀକ୍ଷଣ କରାଯିବ । ଭୁବନେଶ୍ବରର ୪ଟି ସ୍ଥାନରେ କରିହେବ ଏହି ପରୀକ୍ଷଣ । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।…

କଟକ ସହରରୁ ଆଉ ୧୨୫ କରୋନା ପଜିଟିଭ୍

କଟକ() କଟକ ସହରରୁ ମଙ୍ଗଳବାର ୧୨୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ସହ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୬୫୩ରେ ପହଁଚିଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସ୍ଥାନୀୟ ସଂକ୍ରମିତ ୩୪ ଜଣ ରହିଥିବା ବେଳେ କ୍ୱାରେଣ୍ଟାଇନରୁ ୯୧ଜଣ ରହିଛନ୍ତି । ସୂଚନାଯୋଗ୍ୟ, କଟକ…

ବୁର୍ଲା ସହ ଇସ୍ରୋର ଏମଓୟୁ ସ୍ୱାକ୍ଷର

ଭୁବନେଶ୍ୱର() ବୁର୍ଲା ସ୍ଥିତ ଭିସୁଟ ସହ ଆଜି ଭାରତୀୟ ଅନ୍ତରୀକ୍ଷ ଗବେଷଣା କେନ୍ଦ୍ରର ଆଜି ଏକ ଏମଓୟୁ ସ୍ୱାକ୍ଷର ହୋଇଛି । ଇସ୍ରୋ ମୁଖ୍ୟ ଡ଼. କେ ଶିବନ ଏବଂ ଭିସୁଟ କୁଳପତି ପ୍ରଫେସର ଅଟଳ ଚୌଧୁରୀଙ୍କ ମଧ୍ୟରେ ଏକ ଭର୍ଚୁଆଲ ଏମଓୟୁ ସ୍ୱାକ୍ଷରିତ ହୋଇଛି । ପ୍ରଥମ ଥର ପାଇଁ ଇସ୍ରୋ ଦେଶର ଏକ…