ଗାଡି କାଗଜପତ୍ର ଅବଧି ବଢିଲା
ନୂଆଦିଲ୍ଲୀ() ଡିସେମ୍ବର ୩୧ ପର୍ୟ୍ୟନ୍ତ ଗାଡିର କୌଣସି କାଗଜପତ୍ର ନବୀକରଣ କରିବାକୁ ପଡିବନି । ଡିସେମ୍ବର ୩୧ ପର୍ୟ୍ୟନ୍ତ ଗାଡି କାଗଜପତ୍ର ବୈଧ ରହିବ । ଏନେଇ ନିଷ୍ପତ୍ତି ନେଇଛି କେନ୍ଦ୍ର ସଡକ ପରିବହନ ମନ୍ତ୍ରାଳୟ ।
କରୋନା ସଙ୍କଟ ମଧ୍ୟରେ ଏକ ଆଶ୍ୱସ୍ତିମୂଳକ ପଦକ୍ଷେପ ନେଇ ଗାଡି…
