Odia News Portal
Yearly Archives

2020

ପୁଣି ବିବାଦରେ ଫସିଲେ ଏହି ଅଭିନେତ୍ରୀ

ବଲିଉଡ ନାୟିକା ସ୍ୱରା ଭାସ୍କର ଏବେ ପୁଣି ବିବାଦରେ ଫସିଛନ୍ତି । ତାଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ମାମଲା ଦାୟର କରାଯାଇଛି । ଅଯୋଧ୍ୟା-ବାବ୍ରୀ ମସଜିଦ୍‌ ବିବାଦକୁ ନେଇ ସୁପ୍ରିମକୋର୍ଟ ଯେଉ ରାୟ ଦେଇଥିଲେ ତାହାକୁ ସେ କଡ଼ା ସମାଲୋଚନା କରିବା ସହିତ ଉଭୟ ସୁପ୍ରିମକୋର୍ଟ ଏବଂ…

ପୁଣିଥରେ ମହାନତା ଦେଖାଇଲେ ଖିଲାଡ଼ି କୁମାର

ପୁଣିଥରେ ମହାନତା ଦେଖାଇଛନ୍ତି ଖିଲାଡ଼ି କୁମାର। କରୋନା ସମୟରେ ସରକାରୀ ପାଣ୍ଠିକୁ କୋଟି କୋଟି ଟଙ୍କା ଦାନ କରିଥିବା ଅକ୍ଷୟ ଏବେ ପୁଣିଥରେ ବନ୍ୟା ପ୍ରପୀଡ଼ିତଙ୍କୁ ସାହାଯ୍ୟ କରିଛନ୍ତି। ଆସାମ ବନ୍ୟା ପୀଡ଼ିତଙ୍କୁ ରିଲିଫ୍‌ ଭାବେ ଅକ୍ଷୟ କୁମାର ୧ କୋଟି ଟଙ୍କା ଦାନ କରିଛନ୍ତି। ଏନେଇ ଆସାମର…

୧୦ଜିଲ୍ଲାକୁ ରେଡ଼ ଆଲର୍ଟ

ଭୁବନେଶ୍ୱର() ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ୱେଲ ମାର୍କ ଲୋ ପ୍ରେସରରେ ପରିଣତ ହୋଇଛି । ତେଣୁ ରାଜ୍ୟର କେତେକ ସ୍ଥାନରେ ବର୍ଷା ଲାଗି ରହିଛି । ଏହାସହ ୧୦ଜିଲ୍ଲାକୁ ରେଡ଼ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ୧୦ଜିଲ୍ଲାଗୁଡ଼ିକ ବାଲେଶ୍ୱର, ମୟୁରଭଞ୍ଜ, ଭଦ୍ରକ, ଯାଜପୁର,…

ଏଣିକି ସୁସ୍ଥ ହୋଇଥିବା ଲୋକଙ୍କ ପୁଣି ହେବ ଟେଷ୍ଟ

ଗଞ୍ଜାମ() ଏଣିକି କରୋନାରେ ସୁସ୍ଥ ହୋଇଥିବା ଲୋକଙ୍କ ପୁଣି ଥରେ ଟେଷ୍ଟ କରାଯିବ । କରୋନା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲି ଠାରୁ କରୋନା ଆରୋଗ୍ୟଙ୍କ ପୁଣି ଥରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଏହି ଯାଞ୍ଚ ପ୍ରକ୍ରିୟାରେ ଆଶା,…

ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ

ନୂଆଦିଲ୍ଲୀ() ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବା ଜଣାଯାଇଛି । ତାଙ୍କ ଫୁସଫୁସରେ ସଂକ୍ରମଣ ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ବି ପ୍ରଣବ ମୁଖାର୍ଜୀ ଭେଣ୍ଟିଲେଟରରେ ରହିଥିବା ଜଣାଯାଇଛି । ଏକ ସ୍ପେଶାଲିଷ୍ଟ ଡାକ୍ତରୀ ଦଳ ତାଙ୍କ…

ଏଣିକି ଫ୍ଲିପ୍‌କାର୍ଟରେ ମିଳିବ ମଦ

ଭୁବନେଶ୍ୱର() ବିଦେଶୀ ମଦ ହୋମ୍‌ ଡେଲିଭରି କରୁଥିବା ଅନ୍‌ଲାଇନ୍‌ ଯୋଗାଣକାରୀ ସଂସ୍ଥାରେ ଯୋଡ଼ି ହୋଇଛି ଫ୍ଲିପ୍‌କାର୍ଟ । ଏହି ଜଣାଶୁଣା ଅନଲାଇନ୍‌ ସପିଂ ସଂସ୍ଥାର ଡେଲିଭରି ବଏ ମଧ୍ୟ ମଦ ନେଇ ଆପଣଙ୍କ ଘରେ ପହଞ୍ଚାଇବେ । ଆସନ୍ତା ସପ୍ତାହ ମଧ୍ୟରେ ଓଡ଼ିଶାର ଭୁବନେଶ୍ୱର, କଟକ ଏବଂ ରାଉରକେଲା…

ରାଜ୍ୟରେ ଆଉ ୧୦ ମୁଣ୍ଡ ନେଲା କରୋନା, ଖୋର୍ଦ୍ଧାରୁ ୨

ଭୁବନେଶ୍ୱର() ରାଜ୍ୟରେ ଆଜି ୨୫୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୦ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଳାର ସର୍ବାଧିକ ୪, ଖୋର୍ଦ୍ଧାରୁ ୨, ସୁନ୍ଦରଗଡ଼ରୁ ୨, ଭଦ୍ରକ ଓ ବରଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା…

ଆଜି ଆଉ ୨୫୮୯ ପଜିଟିଭ, ୧୦୧୫ ଲୋକାଲ କେସ, ଖୋର୍ଦ୍ଧାରୁ ୪୬୬

ଭୁବନେଶ୍ୱର()  ରାଜ୍ୟରେ ଆଜି ୨୯ଜିଲ୍ଲାରୁ ୨୫୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୫୭୪ ଓ ସ୍ଥାନୀୟ ଅଞ୍ଚଳରୁ ୧୦୧୫ ଜଣ ଚିହ୍ନଟ ହୋଇଛନ୍ତି ।ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭୧୨୨କୁ ବୃଦ୍ଧି ପାଇଛି ।…

ଅଳିଆ ଗଦାରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

ରାୟଗଡା: ରାୟଗଡା ଜିଲ୍ଲାରେ ପୁଣି ଅଲୋଡ଼ା ହୋଇଛି ଶିଶୁ କନ୍ୟା । ଅଳିଆ ଗଦାରୁ ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । । ଏଭଳି ଘଟଣା ଦେଖିବାକୁ ମିଳିଛି କୋଲନରା ବ୍ଲକର ଗୌରାଙ୍ଗ ମନ୍ଦିର ନିକଟରେ । ମନ୍ଦିର ପଛପଟ ଥିବା ଏକ ଅଳିଆ ଗଦାରେ କେହି ଜଣେ ନବଜାତ ଶିଶୁ କନ୍ୟାକୁ ଛାଡି…

ପ୍ରକାଶ ପାଇଲା ଯୁକ୍ତ ୨ ବାଣିଜ୍ୟ ରେଜଲ୍ଟ

ଭୁବନେଶ୍ବର () ପ୍ରକାଶ ପାଇଲା ଯୁକ୍ତ ୨ ବାଣିଜ୍ୟ ପରୀକ୍ଷା ଫଳ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ପରୀକ୍ଷାଫଳ ଘୋଷଣା କରିଛନ୍ତି ।…