ପୁଣି ନକଲି ଆଇପିଏସ୍ ଶର୍ମିଷ୍ଠା ଅସଲି ପୁଲିସ ଦ୍ୱାରା ଅଟକ
ରାଉରକେଲା : ନକଲି ଆଇପିଏସ୍ ଅଫିସର୍ ଶର୍ମିଷ୍ଠା ସାହୁ ପୁଣି ପୁଲିସ ଦ୍ୱାରା ଅଟକ। ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ନକଲି ପରିଚୟ ଦେଇ ସେ ପୁଲିସ ଦ୍ୱାରା ଥାନାକୁ ଯାଇଥିଲେ । ପୁଲିସ ଅଣ୍ଡରଟେକିଂ ନେଇ ଛାଡିଥିଲା । ଏବେ ପୁଣି ସେହି ନକଲି ପରିଚୟ ଦେଇ ଶର୍ମିଷ୍ଠା ସାହୁ ଗିରଫ । ରାଉରକେଲା…
