Odia News Portal
Yearly Archives

2020

ଭାରତକୁ ପୁଣି ଫେରିବ TikTok

ନୂଆଦିଲ୍ଲୀ : ୟୁଜର ହିସାବରେ ଟିକ୍‌ଟକ୍‌ ପାଇଁ ଭାରତ ଏକ ବଡ଼ ବଜାର ଥିଲା । ତେବେ ସୀମା ବିବାଦ ମଧ୍ୟରେ ଭାରତ ସରକାର ଏହା ଉପରେ କଟକଣା ଲଗାଇବା ପରେ ମୂଳ କମ୍ପାନି ବାଇଟ୍‌ଡ୍ୟାନ୍ସ ଚିନ୍ତାରେ । କିଭଳି ପୁଣି ଭାରତ ବଜାରରେ ପ୍ରବେଶ କରିବ ଏହା ବାଟ ଖୋଜୁଛି । ଏଭଳି କ୍ଷେତ୍ରରେ ଭାରତ କାରବାରକୁ…

ATM ଲୁଟେରାଙ୍କୁ ଧରିଲା ପୋଲିସ

ଅନୁଗୋଳ : ୭ ଜଣ ଅନ୍ତ ରାଜ୍ୟ ATM ଲୁଟେରା ଗ୍ୟାଙ୍ଗକୁ ଧରିଲା ଅନଗୁଳ ପୋଲିସ। ସେମାନଙ୍କୁ ଛତିଶଗଡ଼ରୁ ଗିରଫ କରିଛି ପୋଲିସ। ସେମାନେ ସବୁ ହରିୟାଣାର ଲୋକ। ସେମାନଙ୍କ ଠାରୁ ୧୮ ଲକ୍ଷ ୫୦ ହଜାର ଟଙ୍କା ମଧ୍ୟ ଜବତ ହୋଇଛି। ସେମାନେ ଅନୁଗୁଳ କରଡାଗାଡ଼ିଆ ATM କୁ ଗ୍ୟାସ କଟରରେ କାଟି ୨୭ ଲକ୍ଷ…

କରୋନାକୁ ହରାଇଲେ ଶାହ

ନୂଆଦିଲ୍ଲୀ : ଗୃହମନ୍ତ୍ରୀ ଅମିତ ଶାହଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ସେ ନିଜେ ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ଆଜି ତାଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି । ସେ ଇଶ୍ୱରଙ୍କୁ ଧନ୍ୟବାଦ ଦେବା ସହ ଏହି ସମୟରେ ତାଙ୍କ ଆରୋଗ୍ୟ କାମନା କରିଥିବାରୁ ଏବଂ ତାଙ୍କ…

ପୁଣି ଉଦ୍ଧାର ହେଲା ବଜ୍ରକାପ୍ତା

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବଡକରଲେ ଗାଁ ରୁ ଉଦ୍ଧାର ହୋଇଛି ଏକ ବଜ୍ରକାପ୍ତା। ଗତକାଲି ବିଳମ୍ବିତ ରାତିରେ ଗାଁର ଦୁଲ୍ଲର୍ଭ ପ୍ରଧାନଙ୍କ ଘର ପାହାଚ ତଳୁ ଏହି ବଜ୍ରକାପ୍ତା ମିଳିଛି। ପ୍ରଥମେ ଦୁଲ୍ଲର୍ଭ ଏହାକୁ ଦେଖି ଡରିଯିବା ପରେ ଗାଁ ଲୋକଙ୍କୁ ଖବର ଦେଇଥିଲେ।…

ଭୁବନେଶ୍ୱରରୁ ଆଉ ୨୪୭ ପଜିଟିଭ, ଜାଣନ୍ତୁ ସମ୍ପୁର୍ଣ୍ଣ ତଥ୍ୟ

ଭୁବନେଶ୍ବର() ଆଜି  ଭୁବନେଶ୍ୱରରୁ ୨୪୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ଚିହ୍ନଟ ହୋଇଥିବା ୨୪୭ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୪୮ ଓ ସ୍ଥାନୀୟ ଅଞ୍ଚଳରୁ ୯୯ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି ୧୦୩ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା…

ନିଜ ଜାଲରେ ନିଜେ ଫସିଗଲେ !

ରାୟଗଡ଼ା : ବହୁ ଚର୍ଚ୍ଚିତ ରାୟଗଡାର ୨୪ ଲକ୍ଷ ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାସ୍ କରିଛି ପୋଲିସ।  ଟଙ୍କା ଲୁଟ୍ ନେଇ ଅଭିଯୋଗ କରିଥିବା ବ୍ୟକ୍ତି ନିଜେ ହିଁ ଅଭିଯୁକ୍ତ ବୋଲି ପୋଲିସ କହିଛି। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାବ ସହ ୨୪ ଲକ୍ଷଟଙ୍କା ଜବତ କରାଯାଇଛି। ଗତ…

ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନୀ ରାସ୍ତାର ଭିତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର : ଆଜି ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ମହାନଗର ନିଗମ ଅନ୍ତର୍ଗତ ୮ ନମ୍ବର ୱାର୍ଡର ଡିଷ୍ଟି୍ରକ ସେଣ୍ଟର ଠାରେ ୩୮,୯୦.୦୦୦ ଟଙ୍କା ବ୍ୟୟ ଅଟକଳରେ ଏକ ରାସ୍ତାର ଶୁଭ ଉଦଘାଟନ ବିଧାୟକ ସୁଶାନ୍ତ ରାଉତଙ୍କ ଦ୍ୱାରା ହୋଇଛି । ଆଉ ଦୁଇଟି ରାସ୍ତା ଏଲ.ଆଇଜି -୪୩ ଠାରୁ ଉଡବ୍ଲଏସ…

ବିରଳ ପ୍ରଜାତିର ପକ୍ଷୀ ଉଦ୍ଧାର, ଦେଖିବାକୁ ଲୋକଙ୍କ ଭିଡ

ଯାଜପୁର : ଚଣ୍ଡିଖୋଲ ବନ ବିଭାଗ ଅଧିନସ୍ଥ ଭୂଷଣ୍ଡପୁର ଗ୍ରାମରୁ ଆଜି ଏକ ବିରଳ ପ୍ରଜାତିର ପାଣି କୂଆ ଉଦ୍ଧାର କରାଯାଇଛି। ପକ୍ଷୀଟି ଆହତ ଅବସ୍ଥାରେ ପଡିଥିବା ଦେଖି ସେହି ଗ୍ରାମର  ବନ୍ୟପ୍ରେମୀ ଅବିନାଶ ସ୍ବେଚ୍ଛାସେବୀ ଅନିଲ ଦାସଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ଖବର ପାଇ ଚଣ୍ଡିଖୋଲ ବନ ବିଭାଗର…

କୋଭିଡ-୧୯ର ୭୩ଟି ପ୍ରକାର ଷ୍ଟ୍ରେନ୍ ଚିହ୍ନଟ କଲେ ଭାରତୀୟ ଗବେଷକ

ଭୁବନେଶ୍ୱର() ପ୍ରଥମ ଥର ପାଇଁ କୋଭିଡ୍-୧୯ ସଂକ୍ରମଣର ୭୩ଟି ପ୍ରକାର ଷ୍ଟେ୍ରନ୍ ଚିହ୍ନଟ କରିବାରେ ସଫଳ ହୋଇଛନ୍ତି ଭାରତୀୟ ଜେନୋମିକ୍ ଗବେଷକ । ନୂଆଦିଲ୍ଲୀ ସ୍ଥିତ ଇନଷ୍ଟିଚୁ୍ୟଟ ଅଫ ଜେନୋମିକ୍ସ ଆଣ୍ଡ ଇଂଟିଗ୍ରେଟିଭ ବାୟୋଲଜି (ଆଇଜିଆଇବି) ଏବଂ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି…

ଗଞ୍ଜାମରେ କମୁଛି କରୋନା

ଗଞ୍ଜାମ() ଗଞ୍ଜାମରେ କରୋନା ସ୍ଥିତିକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଜା ଅପଡେଟ ଦିଆଯାଇଛି । ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ଯେ, ‘ଗଞ୍ଜାମରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ଏବେ ଜିଲ୍ଲାରେ ପୂର୍ବାପେକ୍ଷା ୧୦ ଗୁଣା ଟେଷ୍ଟିଂ ବଢିଛି । ଏବେ…