ଆଉ ଜଣେ ଚର୍ଚ୍ଚିତ ଅଭିନେତାଙ୍କ ଆତ୍ମହତ୍ୟା
ମୁମ୍ବାଇ : ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଖବରକୁ ଲୋକେ ଏଯାଏଁ ଗ୍ରହଣ କରିପାରୁ ନ ଥିବା ବେଳେ ଏବେ ପୁଣି ଜଣେ ଅଭିନେତାଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସିଛି। ମରାଠୀ ଅଭିନେତା ଆଶୁତୋଷ ଭାକ୍ରେ ଆତ୍ମହତ୍ୟା କରିଛନ୍ତି। ଆଶୁତୋଷଙ୍କୁ ୩୨ ବର୍ଷ ବୟସ ହୋଇଥିଲା । ଖବର…
