Odia News Portal
Yearly Archives

2020

ଗର୍ଭବତୀ ମହିଳାଙ୍କ ପାଇଁ ଖୁସି ଖବର : ଏବେ ୫ ହଜାର ନୁହେଁ ମିଳିବ ଏତିକି ଟଙ୍କା

କର୍ମଚାରୀ ରାଜ୍ୟ ବୀମା ନିଗମ ( ଇଏସଆଇସି) ସ୍ୱାସ୍ଥ ବୀମା ଯୋଜନା ଅନୁସାରେ ଏବେ ଗର୍ଭବତୀ ମହିଳାଙ୍କୁ ପ୍ରସୂତି ଖର୍ଚ୍ଚ ପାଇଁ ୫ ହଜାର ନୁହେଁ ବରଂ ମିଳିବ ୭,୫୦୦ ଟଙ୍କା ଦେବାର ପ୍ରସ୍ତାବ ରଖାଯାଇଛି । ଏବର୍ଷ ଫେବୃୟାରୀ ମାସରେ ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାରଙ୍କ ଅଧ୍ୟକ୍ଷତାରେ ହୋଇଥିବା…

ଏଏନଏମ ଓ ଆଶାକର୍ମୀଙ୍କୁ ଗୋଡାଇ ଗୋଡାଇ ପିଟିଲେ ଗ୍ରାମବାସୀ

ଜଳେଶ୍ବର :  କରୋନା ଯୋଦ୍ଧାଙ୍କୁ ନିର୍ଧୁମ ମାଡ ମାରିଲେ ଗ୍ରାମବାସୀ। ଅନ୍ତେବାସୀଙ୍କ ମୃତ୍ୟୁକୁ ନେଇ କ୍ବାରେଣ୍ଟାଇନ ସେଣ୍ଟରରେ ତୁମୂଳକାଣ୍ଡ ସାଙ୍ଗକୁ ଏଏନଏମ ଓ ଆଶାକର୍ମୀଙ୍କୁ ଗୋଡାଇ ଗୋଡାଇ ପିଟିଛନ୍ତି ଉତ୍ୟକ୍ତ ଗ୍ରାମବାସୀ।  ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ଭୋଗରାଇ…

ମୋହନା ପୋଲିସ ଦ୍ବାରା ୫୩ କିଲୋ ଗଞ୍ଜେଇ ଜବତ

ମୋହନା :  ଗଞ୍ଜେଇର ଗଡ ପାଲଟିଯାଇଛି ଗଜପତି। ଦୈନିକ ଗଜପତି ଓ ମୋହନା ପୋଲିସ ଦ୍ବାରା ଚଢାଉ କରାଯାଇ କ୍ବିଣ୍ଟାଲ କ୍ବିଣ୍ଟାଲ ଗଞ୍ଜେଇ ଜବତ କରାଗଲା ପରେ  ମଧ୍ୟ ଥମିବାରେ ନାଁ ନେଉନି ଚୋରା କାରବାର। ମୋହନା ପୋଲିସ ମଙ୍ଗଳବାର ପୂର୍ବାହ୍ନ ରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଚାନ୍ଦିପୁଟ ପଟୁ…

ଭୁବନେଶ୍ୱର ସହରରୁ ୧୩୭ ପଜିଟିଭ, କଳ୍ପନାରୁ ୫

ଭୁବନେଶ୍ୱର() ଭୁବନେଶ୍ୱରରୁ ଆଜି ୧୩୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୯୮ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୩୯ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହାସହ ୭୫ଜଣ ସୁସ୍ଥ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି ।

୩ ବର୍ଷରୁ ୬ ବର୍ଷର ସବୁ ପିଲାଙ୍କୁ ପ୍ରାକ ପ୍ରାଥମିକ ଶିକ୍ଷା

ନୂଆଦିଲ୍ଲୀ () ନୂଆ ଶିକ୍ଷା ନୀତିକୁ ମଂଜୁରୀ ପ୍ରଦାନ କରିଛନ୍ତି କେନ୍ଦ୍ର କ୍ୟାବିନେଟ  । ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ନାଁ ବଦଳି ଶିକ୍ଷା ମନ୍ତ୍ରଣାଳୟ କରାଯାଇଛି  । ପ୍ରାକ ପ୍ରାଥମିକ ଶିକ୍ଷା : ୨୦୨୫ ସୁଦ୍ଧା ୩ ବର୍ଷରୁ ୬ ବର୍ଷର ସବୁ ପିଲାଙ୍କୁ ପ୍ରାକ ପ୍ରାଥମିକ ଶିକ୍ଷା ମିଳିବ…

ଫ୍ଲିପ୍କାର୍ଟ ଗ୍ରୀଡ୍ ରୋବୋଟିକ୍ସ ଚ୍ୟାଲେଞ୍ଜରେ ସୋଆ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ କୃତିତ୍ୱ

ଭୁବନେଶ୍ୱର() କରୋନା ମହାମାରୀର ମୁକାବିଲା ପାଇଁ ସାରା ବିଶ୍ୱ ଯୁଦ୍ଧରେ ବ୍ୟସ୍ତ ଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ୫ ଜଣ ଛାତ୍ରଛାତ୍ରୀ ସାଉଁଟିଛନ୍ତି ସଫଳତା । ଫ୍ଲିପ୍କାର୍ଟ ଗ୍ରୀଡ୍ ୨.୦ ରୋବୋଟିକ୍ସ ଚ୍ୟାଲେଞ୍ଜରେ ଲେବଲ୍ ଟୁ ରେ ପହଂଚି ପାରିଛନ୍ତି ।…

କଟକରୁ ଆଉ ୫୬ କରୋନା ପଜିଟିଭ ଚିହ୍ନଟ

କଟକ() ଆଜି କଟକ ସହରରୁ ୫୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୫୪ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୨ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏନେଇ ସିଏମସି ପକ୍ଷରୁ ସୂଚନା ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା ୮୩୩ଜଣ କରୋନା ଆକ୍ରାନ୍ତ…

ବର୍ତ୍ତମାନ ଶତ୍ରୁମାନଙ୍କୁ ଚିନ୍ତା କରିବାକୁ ପଡ଼ିବ

ନୂଆଦିଲ୍ଲୀ() ଅମ୍ବାଲା ଏୟାରବେସରେ ପହଞ୍ଚିଛି ଘାତକ ଯୁଦ୍ଧ ବିମାନ ରାଫେଲ । ୫ଟି ଯାକ ରାଫେଲ ବିମାନ ଏୟାରବେସରେ ଅବତରଣ କରିଛି । ୫ଟି ରାଫେଲ ମଧ୍ୟରେ ତିନୋଟି ଟ୍ରେନର ଓ ଦୁଇଟି ଲଢ଼ୁଆ ବିମାନ ରହିଛି । ରାଫେଲ ପହଞ୍ଚିବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରତିକ୍ରିୟା ରଖିଛନ୍ତି । ସେ…

କ୍ବାରେଣ୍ଟାଇନ୍‌ରେ ବଡଚଣା ବିଧାୟକ

ଭୁବନେଶ୍ବର () କ୍ବାରେଣ୍ଟାଇନ୍‌ରେ ବଡଚଣା ବିଧାୟକ । ବିଜେଡି ବିଧାୟକ ଅମର ଶତପଥୀ ହୋମ୍ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି । ବିଧାୟକଙ୍କ ପିଏସଓ, ଡ୍ରାଇଭର ଓ ଦୁଇ ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହା ଫଳରେ ବିଧାୟକ ଅମର ଶତପଥୀ ହୋମ୍ କ୍ବାରେଣ୍ଟାଇନ୍‌ରେ ରହିଥିବା ନେଇ…

ହାପି ହଣ୍ଟିଂ, ହାପି ଲ୍ୟାଣ୍ଡିଂ ରାଫେଲ

ଅତ୍ୟାଧୁନିକ ଟେକ୍ନୋଲୋଜିରେ ପରିପୂର୍ଣ୍ଣ ଯୁଦ୍ଧ ବିମାନ ରାଫେଲ ଭାରତରେ ପହଁଞ୍ଚୁଛି। ୟୁଏଇରୁ ଉଡାଣ ଆରମ୍ଭ କରିବାର କିଛି ବିଳମ୍ବ ପରେ ୫ଟି ରାଫେଲ ବିମାନ ଭାରତୀୟ ବାୟୁସୀମା ଭିତରକୁ ପ୍ରବେଶ କରିଛି, ଯାହାପରେ କନଟ୍ରୋଲ ରୁମ ପକ୍ଷରୁ ରାଫେଲର ସ୍ବାଗତ କରାଯାଇଥିଲା। ୟୁଏଇରେ ଯେତେବେଳେ…