Odia News Portal
Yearly Archives

2020

ନୀଳଚକ୍ର ବାନା ଉପରେ କାହିଁକି ବସିଲା ଚିଲ ?

ମାଡିଆସୁଛି କି  ବିପଦ? ଘଟିବ କି ଓଡିଶାରେ ଅଘଟଣ? ଶ୍ରୀମନ୍ଦିରରେ ବାରମ୍ବାର ଗୋଟିଏ ପରେ ଗୋଟିଏ ଅଶୁଭ ସଂକତ କି ବାର୍ତ୍ତା ଦେଉଛି? ଏଭଳି ଅନେକ ପ୍ରଶ୍ନ ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀଙ୍କ ମନରେ ଉଙ୍କି ମାରୁଛି। ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ନୀଳଚକ୍ର ବାନା ଉଡ଼ିଯାଇଥିଲା ବେଳେ ଆଜି…

ମଦ କାଉଣ୍ଟର ବାଣ୍ଟିଲା କରୋନା, ସହରରେ ଏବେ କୋକୁଆ ଭୟ

ଅନୁଗୁଳ :  ଅନୁଗୁଳ ମଦ କାଉଣ୍ଟର ବଢାଇଲା ଚିନ୍ତା। କାଉଣ୍ଟର ରୁ ବ୍ୟାପିଲା କରୋନା ।ଯାହା ଆଶଙ୍କା କରାଯାଉଥିଲା, ତାହା ହିଁ ହେଲା । ଅନୁଗୁଳ ସହରର ଏକ ମଦ ଦୋକାନକୁ ନେଇ ଗୋଷ୍ଠୀ ସଂକ୍ରମଣ ହେବା ଆଶଙ୍କା କରାଯାଉଥିଲା । ଶେଷରେ ତାହା ହିଁ ହୋଇଛି । ଗତ ୧୯ ତାରିଖରେ ମଦ କାଉଣ୍ଟରର ୩ ଜଣ…

ଆଜି ସୁସ୍ଥ ସଂଖ୍ୟାରେ ଯୋଡିହେଲେ ୬୪୩ ଆକ୍ରାନ୍ତ

ଭୁବନେଶ୍ଵର : ଖୁସି ଖବର ଦେଲା ସ୍ବାସ୍ଥ୍ୟ ବିଭାଗ। ରାଜ୍ୟରେ ଆଜି ଆଉ ୬୪୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ଦେଲା ସ୍ବାସ୍ଥ୍ୟ ବିଭାଗ । ଏହି ସୁସ୍ଥମାନଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମର ୪୦୭, ଖୋର୍ଦ୍ଧାର ୪୪, ବାଲେଶ୍ବରର ୩୧, ମୟୂରଭଞ୍ଜର ୨୮, କଟକର ୨୭, ଜଗତସିଂହପୁରର ୧୫, ବରଗଡର ୧୪,…

ସ୍ୱାଧନତା ଦିବସ ପାଳନ ପାଇଁ ଗାଇଡ଼ଲାଇନ ଜାରି

ନୂଆଦିଲ୍ଲୀ() କୋଭିଡ଼ ନିୟମ ସହ ଚଳିତବର୍ଷ ସ୍ୱାଧନତା ଦିବସ ପାଳନ ପାଇଁ ଗାଇଡ଼ଲାଇନ ଜାରି ହୋଇଛି । ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଗାଇଡ଼ ଲାଇନ ଜାରି କରାଯାଇଛି । ତେବେ ଜାରି କରାଯାଇଥିବା ଗାଇଡ଼ଲାଇନ ଅନୁସାରେ ଲାଲକିଲ୍ଲାରେ ସ୍ୱାଧୀନତା ଦିବସ ପାଳନ…

ସର୍ଭେ ଯୋଗୁଁ ପଜିଟିଭ ଚିହ୍ନଟ ଅଧିକ ହୋଇଛି

ଭୁବନେଶ୍ୱର() ରାଜ୍ୟରେ  ଆଜି ସର୍ବାଧିକ ୧୨୬୪ ଜଣ ନୂଆ ଆକ୍ରାନ୍ତ ହୋଇଥିବା ବେଳେ ୬ ଜଣଙ୍କର ପ୍ରାଣ ନେଇଛି କରୋନା । ବଢୁଥିବା ସଂଖ୍ୟାକୁ ନେଇ ଜବାବ୍ ରଖିଛନ୍ତି ରାଜ୍ୟ ସରକାର । ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଯେ, ‘ବିଶ୍ୱ ସହ ଆମ ଦେଶରେ କରୋନା ସଂକ୍ରମଣ ବଢି…

ଭୁବନେଶ୍ୱରରୁ ୧୨୬ ପଜିଟିଭ, ୩୩ ଲୋକାଲ କେସ

ଭୁବନେଶ୍ୱର() ରାଜ୍ୟରେ ଆଜି ସର୍ବାଧିକ ୧୨୬୪କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨୬ଜଣ ଭୁବନେଶ୍ୱରର ହୋଇଥିବା ଜଣାପଡ଼ିଛି । ଚିହ୍ନଟ ହୋଇଥିବା ୧୨୬ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୯୩ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ସ୍ଥାନୀୟ ଅଞ୍ଚଳରୁ ୩୩ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ୮୧ଜଣ…

କଟକ ସହରରୁ ଆଉ ୩୪ କରୋନା ଆକ୍ରାନ୍ତ ଚିହ୍ନଟ

କଟକ() କଟକ ସହରରୁ ଆଜି ଆଉ ୩୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୩୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସରକାରୀ କ୍ୱାରେଣ୍ଟିନ କେନ୍ଦ୍ରରୁ ୫,ହୋମ କ୍ୱାରେଣ୍ଟିନରୁ ୨୧ ଓ ସ୍ଥାନୀୟ ଅଞ୍ଚଳରୁ ୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ କଟକ ସହରରେ କରୋନା…

କାଶରୁ ଜଣାପଡିବ କରୋନା

ଭୁବନେଶ୍ୱର()  କାଶରୁ କରୋନା ହୋଇଛି କି ନାହିଁ ଜଣାପଡ଼ିବ  । ଏନେଇ ଏବେ ଗବେଷଣା ଜାରି ରହିଛି ବୋଲି ଆରଏମଆରସିର ନିଦେ୍ର୍ଧଶିକା ସଂଘମିତ୍ରା ପତି ସୂଚନା ଦେଇଛନ୍ତି  । ସେ କହିଛନ୍ତିଯେ, ସାଧାରଣ କାଶ ଓ କରୋନା ସଂକ୍ରମିତଙ୍କ କାଶ ମଧ୍ୟରେ ଫରକ ରହିଛି  । ବିଭିନ୍ନ କାଶର…

ସୁପ୍ରିମକୋର୍ଟରେ ଘୁଞ୍ଚିଲା ରାଜସ୍ଥାନ ରାଜନୀତି ମାମଲାର ଶୁଣାଣି

ନୂଆଦିଲ୍ଲୀ() ସୁପ୍ରିମକୋର୍ଟରେ ରାଜସ୍ଥାନ ରାଜନୀତି ମାମଲାର ଶୁଣାଣି ଘୁଞ୍ଚିଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ସ୍ଥଗିତାଦେଶ ଦେବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ । ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବାଚସ୍ପତି । ଆସନ୍ତାକାଲି ୧୯ ବିଧାୟକଙ୍କ…

ପତିତପାବନ ମହାବିଦ୍ୟାଳୟର ନୂତନ ଅଧକ୍ଷଙ୍କ ଦାୟିତ୍ୱ ଗ୍ରହଣ

କେନ୍ଦୁଝର : ସାଇଁକୁଳସ୍ଥିତ ପତିତପାବନ ମହାବିଦ୍ୟାଳୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶକଙ୍କ ନିର୍ଦେଶ କ୍ରମେ ଅର୍ଥନୀତି ବିଭାଗର ବରିଷ୍ଠ ପ୍ରାଧ୍ୟାପକ ରାଜେନ୍ଦ୍ର କୁମାର ରାଉତ ବିଧିବଦ୍ଧ ଭାବେ ନୂତନ ଅଧକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ମହାବିଦ୍ୟାଳୟର ସମସ୍ତ…