Odia News Portal
Yearly Archives

2020

ବଡ଼ ଖବର, ଆଜି ରେକର୍ଡ଼ ୧୫୯୪ ପଜିଟିଭ, ୫୨୭ ଲୋକାଲ କେସ

ଭୁବନେଶ୍ବର()  ରାଜ୍ୟରେ ଆଜି ୨୮ଜିଲ୍ଲାରୁ ସର୍ବାଧିକ ୧୫୯୪କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୦୬୭ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୫୨୭ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨୬୯୩କୁ ବୃଦ୍ଧି…

ଏଣିକି ଅଧ ଘଂଟାରେ ହେବ କରୋନା ଟେଷ୍ଟିଂ

ନୂଆଦିଲ୍ଲୀ()   କରୋନା ଟେଷ୍ଟିଂ ପାଇଁ ବହୁ ସମୟ ଲାଗୁଛି  । ଫଳରେ ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଛନ୍ତି କି ନାହିଁ ତାହା ଜାଣିବାକୁ ଗୋଟିଏ ଦିନ ବି ଅପେକ୍ଷା କରିବାକୁ ପଡ଼ୁଛି  । କିନ୍ତୁ ଖୁବଶୀଘ୍ର ଟେଷ୍ଟିଂ କରିବା ପାଇଁ ଭାରତ ଓ ଇସ୍ରାଏଲ ଉଦ୍ୟମ ଆରମ୍ଭ କରିଛନ୍ତି  ।…

ଆଇସ୍‍କ୍ରିମ ପାର୍ଲରରେ ଫିନାଇଲ୍‍ ବିକ୍ରି

ଭୁବନେଶ୍ୱର : ଦୁଗ୍ଧଜାତ ସାମଗ୍ରୀ ବିକ୍ରି ପାଇଁ ରାଜଧାନୀରେ ତିଆରି ହୋଇଥିଲା ଚକ ଚକିଆ ଓମ୍‍ଫେଡ୍‍ ପାର୍ଲର । ହେଲେ ଏବେ ଏଠାରେ ଫିନାଇଲ୍‍ ବିକ୍ରି ହେଉଛି । ଖାଲି ଫିନାଇଲ୍‍ ନୁହେଁ ଛତୁଆ, ଡାଲି, ଅଟା ଭଳି ସାମଗ୍ରୀ ବି ଗୋଟିଏ ସଂସ୍ଥା ସେଠାରେ ବିକ୍ରି କରୁଛି । ସରକାରୀ ସଂସ୍ଥା ଓମ୍‍ଫେଡର…

ପାଇଲଟ୍‌-ଗେହଲଟ୍‌ ବିବାଦ : ଆଜି ଆସିପାରେ ରାଜସ୍ଥାନ ହାଇକୋର୍ଟଙ୍କ ରାୟ

ରାଜସ୍ଥାନ : ପାଇଲଟ୍‌-ଗେହଲଟ୍‌ ବିବାଦରେ ଆଜି ଆସିପାରେ ରାଜସ୍ଥାନ ହାଇକୋର୍ଟଙ୍କ ରାୟ। ସଚିନ୍‌ ପାଇଲଟ୍‌ ଓ ତାଙ୍କ ସହଯୋଗୀ ୧୮ବିଧାୟକଙ୍କୁ ବାଚସ୍ପତି ଜାରି କରିଥିବା ଅଯୋଗ୍ୟ ଘୋଷଣା ନୋଟିସ୍‌ ଉପରେ ୧୦ଟା ୩୦ରେ ରାୟ ଶୁଣାଇବେ ହାଇକୋର୍ଟ। ଜୁଲାଇ ୨୪ ପର୍ଯ୍ୟନ୍ତ ପାଇଲଟ୍‌ ଓ ୧୮ ବିଦ୍ରୋହୀ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଚନ୍ଦ୍ରକେନ୍ଦ୍ରରେ ଶୁକ୍ର ଥିବାରୁ ଆର୍ଥିକ ଅଭିବୃଦ୍ଧି ସଙ୍ଗକୁ ,ବନ୍ଧୁ ମିଳନ ଓ ମନୋରଞ୍ଜନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ। ପାରିବାରିକ, ପରିବହନ, ସାଧାରଣ ଆଲୋଚନା କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ ନିଷ୍ପତ୍ତି ନେବାରେ ବିଳମ୍ବିତ କରାଇବ। ଅନ୍ତରଙ୍ଗ ବନ୍ଧୁଙ୍କ ପ୍ରତିରୋଧ କାମକୁ…

ବେସାହାରା ୫ ଭାଇଭଉଣୀଙ୍କୁ ସାହା ହେଲେ ବିଧାୟକ

ଯାଜପୁର : ବାପା ଓ ମା’ଙ୍କୁ ହରାଇଥିବା ନାବାଳକ ୫ ଭାଇ-ଭଉଣୀଙ୍କର ସମସ୍ତ ଦାୟିତ୍ୱ, ଯାଜପୁର ଜିଲ୍ଲା ପ୍ରଶାସନ ହାତକୁ ନେଇଛନ୍ତି। ଗତ ବୁଧବାର ମା’ କୁନି ଯାମୁଦାଙ୍କ ମୃତ୍ୟୁ ପରେ ବେସାହାର ହୋଇ ଯାଇଥିବା ଦାନଗଦି ବ୍ଲକ ଚାନ୍ଦିଆ ପଞ୍ଚାୟତ ଠାକୁରାସାହିର ଏହି ଅସହାୟ ଭାଇ-ଭଉଣୀଙ୍କୁ ମାସିକ…

ସାଇବାବା ଭଗବାନଙ୍କ ଅବତାର

ଦାସଗଣୁ ଶିରିଡ଼ିରେ ବାବାଙ୍କ ସହିତ ରହୁଥିଲେ । ସେ ପଣ୍ଡରପୁର ଯାଇ ବିଠଲ ଭଗବାନଙ୍କ ଦର୍ଶନ ପାଇଁ ଇଚ୍ଛା କଲେ । ଏଥିପାଇଁ ସେ ବାବାଙ୍କ ଅନୁମତି ଲୋଡ଼ିଲେ । ବାବା କହିଲେ, ‘ଗଣୁ! ତୁମ ପାଇଁ ଶିରିଡ଼ି ହେଉଛି ପଣ୍ଡରପୁର । ତୁମେ ଏତେ ବାଟ ଯିବ କ’ଣ ପାଇଁ? ଦାସଗଣୁଙ୍କର ବାବାଙ୍କ ଉପରେ ଅଗାଧ…

ଯୁବ ସଂଖ୍ୟାଲଘୁ ସେଲ ତରଫରୁ ପ୍ରଣବଙ୍କ ଜନ୍ମଦିନ ଉପଲକ୍ଷେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଧର୍ମଶାଳା () ଆଜି ଯୁବ ସଂଖ୍ୟାଲଘୁ ସେଲ ବିଜୁ ଜନତା ଦଳ ତରଫରୁ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ଜନ୍ମଦିନ ପାଳନ ଉପଲକ୍ଷେ କେନ୍ଦ୍ରାପଡ଼ା ସହର ମାଧାପୁର ନିକଟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସୁନ୍ଦର ପୃଥିବୀ ପରିବେଶ କେବଳ ମନୁଷ୍ୟ ପାଇଁ ନୁହେଁ ବରଂ…

ଏହି ଅଭିନେତ୍ରୀଙ୍କ ଆଜି ଜନ୍ମଦିନ

ଭୁବନେଶ୍ୱର : ଓଲିଉଡ୍‌ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କର ଆଜି ଜନ୍ମଦିନ। ୧୯୯୬ ମସିହା ଜୁଲାଇ ୨୩ ତାରିଖରେ ତାଙ୍କର ଜନ୍ମ ହୋଇଥିଲା। ତରଙ୍ଗରେ ପ୍ରସାରିତ ହେଉଥିବା ରିଆଲିଟି ଶୋଟ ‘କିଏ ହେବ ମୋ ହିରୋଇନ୍‌ ସିଜନ୍‌-୧‘ର ବିଜୟିନୀ ହେବା ପରେ ଏଲିନା ଓଲିଉଡ୍‌ରେ ପାଦ ଥାପିଥିଲେ। ପ୍ରଥମ ଫିଲ୍ମ…

ବଲିଉଡ୍‌ର ସବୁଠୁ ଦାମୀ ହିରୋଇନ୍‌ ଦୀପିକା ପାଦୁକୋନ୍‌

ବଲିଉଡ୍‌ର ଟପ୍‌ ହିରୋଇନ୍‌ ଦୀପିକା ପାଦୁକୋନ୍‌ ଖୁବ୍‌ଶୀଘ୍ର ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ସହ ଏକାଠି ନଜର ଆସିବେ। ଏହି ଯୋଡ଼ିକୁ ଏକାଠି ଲଞ୍ଚ୍‌ କରିବାକୁ ଯାଉଛନ୍ତି ନାଗ ଅଶ୍ୱିନ୍‌। ନାଗ ଜଣେ ସାଇନ୍ସ ଫିକ୍ସନ୍‌ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି। ସେହି ଫିଲ୍ମରେ ଏହି ଦୁଇ କଳାକାର ନଜର…