Odia News Portal
Yearly Archives

2020

ଅବସରପ୍ରାପ୍ତ ବରିଷ୍ଠ ଆଇଏଏସ୍‌ ପ୍ରିୟବ୍ରତଙ୍କ ପରଲୋକ

ଭୁବନେଶ୍ବର : ଅବସରପ୍ରାପ୍ତ ବରିଷ୍ଠ ଆଇଏଏସ୍‌ ପ୍ରିୟବ୍ରତ ପଟ୍ଟନାୟକଙ୍କ ପରଲୋକ। ମୁମ୍ବାଇରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରିୟବ୍ରତଙ୍କ ପରଲୋକ ହୋଇଥିବା ନେଇ ତାଙ୍କର ସଂପର୍କୀୟ ଭାଇ ସିଦ୍ଧାର୍ଥ ମହାନ୍ତି ସୂଚନା ଦେଇଛନ୍ତି। ଦୀର୍ଘ ଦିନ ଧରି ପ୍ରିୟବ୍ରତ ପଟ୍ଟନାୟକ ଅସୁସ୍ଥ ଥିଲେ। ଆଜି ସକାଳ…

ଯୁବନେତାଙ୍କ ରାଜନୈତିକ ଭବିଷ୍ୟତକୁ ଅନ୍ଧାର କରିଦେଲାଣି କରୋନା

ଭୁବନେଶ୍ୱର : ରାଜ୍ୟର ଅନେକ ଯୁବନେତାଙ୍କ ରାଜନୈତିକ ଭବିଷ୍ୟତକୁ ଏବେ କରୋନା ଅନ୍ଧକାର ଭିତରକୁ ଠେଲିବାରେ ଲାଗିଛିା  ଏମାନଙ୍କ ଉପରେ ଜନସାଧାରଣ ଅଧିକରୁ ଅଧିକ ଭରସା କରୁଥିବାବେଳେ ଯୁବନେତାମାନେ କିନ୍ତୁ କରୋନା ଭୟରେ ଘରୁ ଗୋଡ କାଢୁ ନାହାନ୍ତି । ରାଜ୍ୟର ପ୍ରାୟ ସମସ୍ତ ରାଜନୈତିକଦଳରେ ଏହି…

ପରଲୋକରେ ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲ୍‌ଜୀ ଟଣ୍ଡନ

ମଧ୍ୟପ୍ରଦେଶ : ପରଲୋକରେ ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲ୍‌ଜୀ ଟଣ୍ଡନ। ୮୫ ବର୍ଷ ବୟସରେ ଲକ୍ଷ୍ନୌରେ ତାଙ୍କର ପରଲୋକ ହୋଇଥିବା ନେଇ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି ତାଙ୍କ ପୁଅ ଆଶୁତୋଷ ଟଣ୍ଡନ। ତେବେ କିଛି ଦିନ ହେବ ସେ  ଜ୍ୱର ଓ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ । ଏନେଇ ଲାଲ୍‌ଜୀଙ୍କୁ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଶନିଙ୍କ ଦୃଷ୍ଟିରେ ରବି ଓ ଚନ୍ଦ୍ର ରହିଥିବାରୁ ନିଜର ଅନ୍ୟମନସ୍କ ଓ ଭୁଲ୍‌ ବୁଝାମଣା ଯୋଗୁ ପାରିବାରିକ ଶାନ୍ତି ନଷ୍ଟ ହୋଇପାରେ। କର୍ମକ୍ଷେତ୍ରରେ ଅଗ୍ରଗତି ବେଶ୍‌ ଦ୍ରୁତ ହେବ କିନ୍ତୁ କିଛିଟା ପ୍ରତିରୋଧର ସାମ୍‌ନା କରିବକୁ ପଡ଼ିବ। ସ୍ଥଗିତ କାମ ପାଇଁ ଉପରିସ୍ଥ ଅଧିକାରୀଙ୍କୁ…

ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର ()ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ । ଭେଟେରାନ୍ କଳାକାର ବିଜୟ ମହାନ୍ତି ଆଉ ନାହାଁନ୍ତି । ଏକ ଘରୋଇ ହସ୍ପିଟାଲରେ ତାଙ୍କର ଆଜି ପରଲୋକ ଘଟିଛି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ୭୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଏହା ପରେ ଓଡିଆ ଚଳଚ୍ଚିତ ଜଗତରେ ଶୋକର…

ପୁଣି ମେଡିକାଲରେ ଭର୍ତ୍ତି ହେଲେ ବିଜୟ ମହାନ୍ତି

ଭୁବନେଶ୍ଵର : ପୁଣି ମେଡିକାଲରେ ଭର୍ତ୍ତି ହେଲେ ବିଜୟ ମହାନ୍ତି । ବିଶିଷ୍ଟ ଅଭିନେତା ବିଜୟ ମହାନ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ସୂଚନା । ତାଙ୍କୁ ମେଡିକାଲ ସ୍ଥାନନ୍ତର କରାଯାଇଥିବା ସୂଚନା । ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ଘରୁ ଏକ କେୟାର ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ସେଠାରେ…

ସାହାସୀ ଝିଅ ଯୋଗୁଁ ବଞ୍ଚିଗଲା ପରିବାରର ଜୀବନ

ଯାଜପୁର : ସାହାସୀ ଝିଅ ଯୋଗୁଁ ବଞ୍ଚିଗଲା ପରିବାରର ଜୀବନ । ଘରେ ଡକାୟତି ପାଇଁ ରାତି ଅଧରେ ପଶିଥିବା ବେଳେ ଝିଅଟି ଛାତ ଡେଇଁ ଗାଁ ଲୋକଙ୍କୁ ଡାକି ଦେଇଥିଲା । ଫଳରେ ଡକାୟତମାନେ କେବଳ ଘରୁ ଜିନିଷପତ୍ର ନେଇ ପଳାଇବାକୁ ସକ୍ଷମ ହୋଇଥିଲେ । ଏହି ଘଟଣା ଘଟିଛି ଯାଜପୁର ବଡଚଣା ଅହମଦପୁର ଗାଁରେ ।…

ସୋନୁ ସୁଦଙ୍କ ନାମରେ ଖୋଲିଲେ ଦୋକାନ, ଚର୍ଚ୍ଚାରେ ଯୁବକ

କେନ୍ଦ୍ରାପଡା : ବଲିଉଡ ଅଭିନେତା ସୋନୁ ସୁଦ ଏବେ ବହୁତ ଚର୍ଚ୍ଚାରେ କାହିଁକି ତାହା ବୋଧହୁଏ ଆପଣଙ୍କୁ କହିବାକୁ ପଡ଼ିବନି । ଛୋଟ ଠୁ ବଡ ଯାହାଙ୍କୁ ବି ଆପଣ ରିୟଲ ହିରୋ ବିଷୟରେ ପଚାରିବେ ତାହେଲେ ସମସ୍ତେ ସୋନୁ ସୁଦଙ୍କ ନା ହିଁ କହିବେ । ଲକଡାଉନରେ ଫସିଥିବା ପ୍ରବାସୀ ଶ୍ରମିକଙ୍କୁ ନିଜ ଘରେ…

କରୋନା ବନ୍ଦ କଲା ଆଉ ଏକ ମେଗା କ୍ରୀଡ଼ା ଇଭେଣ୍ଟ

ଦୁବାଇ : କରୋନା ବନ୍ଦ କଲା ଆଉ ଏକ ମେଗା କ୍ରୀଡ଼ା ଇଭେଣ୍ଟ । ସ୍ଥଗିତ ରହିଲା ଚଳିତ ବର୍ଷର ଟି-୨୦ ବିଶ୍ୱକପ୍ । ଆଗାମୀ ଅକଟୋବର ମାସରେ ଅଷ୍ଟ୍ରେଲିଆରେ ଏହି ପ୍ରତିଯୋଗିତା ହେବାର ଥିଲା । ତେବେ କୋଭିଡ୍‌-୧୯ ସ୍ଥିତିରେ କୌଣସି ପରିବର୍ତ୍ତନ ହେଉନଥିବା ଦୃଷ୍ଟିରୁ ଏହାକୁ ଆଇସିସି ସ୍ଥଗିତ ରଖିଛି ।…

ଯାତ୍ରୀବାହୀ ବସ୍‌କୁ ଟ୍ୟାକ୍ସ ଛାଡ କଲେ ରାଜ୍ୟ ସରକାର

ଭୁବନେଶ୍ଵର : ଘରୋଇ ବସ ମାଲିକମାନଙ୍କ ପାଇଁ ଆଶ୍ବସ୍ତି  ଯାତ୍ରୀବାହୀ ବସ୍‌ ଗୁଡ଼ିକର ଟ୍ୟାକ୍ସ ଛାଡ କଲେ ରାଜ୍ୟ ସରକାର । ଘରୋଇ ଟୁରିଷ୍ଟ, ଯାତ୍ରୀବାହୀ ବସ୍‌ ଗୁଡ଼ିକର ଟ୍ୟାକ୍ସ ଛାଡ କରିଛି ପରିବହନ ବିଭାଗ। ପୂର୍ବରୁ ୩ ମାସ ଟ୍ୟାକ୍ସ ଛାଡ଼ କରାଯାଇଥିବା ବେଳେ ପୁଣି ୩ ମାସ ପାଇଁ ଟ୍ୟାକ୍ସ ଛାଡ଼…