ଘର ଘର ରାସନ ଯୋଜନା’କୁ ମଞ୍ଜୁରି
ନୂଆଦିଲ୍ଲୀ () ଦିଲ୍ଲୀ ସରକାର ବଡ ନିଷ୍ପତ୍ତି ନେଇ ‘ଘର ଘର ରାସନ ଯୋଜନା’କୁ ମଞ୍ଜୁରି ଦେଇଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ମଙ୍ଗଳବାର ଏକ ପ୍ରେସ୍ କନଫରେନ୍ସରେ ଏନେଇ ସୂଚନା ଦେଇଛନ୍ତି । ଏହି ଯୋଜନାକୁ ଲାଗୁ ହେବା ପରେ ଲୋକଙ୍କୁ ରାସନ ଦୋକାନକୁ ଯିବାକୁ ପଡିବନି ।…
