Odia News Portal
Yearly Archives

2020

ଏହି ଫିଲ୍ମରେ ପ୍ରଭାସ ଏବଂ ଦୀପିକା ଏକାଠି ଆସିବେ ନଜର

ଏକାଠି ନଜର ଆସିବେ ପ୍ରଭାସ ଏବଂ ଦୀପିକା। କଥାଟି ଶୁଣି ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ଏହା ସତ। ଫିଲ୍ମ ବାହୁବଳୀ ରିଲିଜ ହେବା ପରେ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଷ୍ଟାରଡମ ସାରା ଭାରତରେ ବେଶ ପରିଚିତ। ଏହି ଫିଲ୍ମ ତାଙ୍କୁ ଇଣ୍ଟରନ୍ୟାସନାଲ ଷ୍ଟାର ମଧ୍ୟ ପରିଚୟ ଦେଇଥିଲା। ସେପଟେ…

ଆଜି ସୁସ୍ଥ ହେଲେ ୫୧୫ କରୋନା ଆକ୍ରାନ୍ତ

ଭୁବନେଶ୍ଵର : ରାଜ୍ୟ ପାଇଁ ଖୁସି ଖବର ଦେଲା ସ୍ବାସ୍ଥ୍ୟ ବିଭାଗ। ରାଜ୍ୟରେ ଆଜି ୫୧୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଏହି ସୁସ୍ଥମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୯୯ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ଖୋର୍ଦ୍ଧାରୁ ୮୦, ଯାଜପୁରୁ ୪୦,…

ରାଜଧାନୀରେ ଆଜି ପୁଣି ୫୨ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜଧାନୀରେ ଆଜି ପୁଣି ୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୩୪ ଜଣ ଚିହ୍ନଟ ହୋଇଥିବା ବେଳେ ୧୮ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଭୁବନେଶ୍ୱରରେ ଆଉ ୨୯ ଜଣ ସୁସ୍ଥ ହୋଇଛନ୍ତି । ଏହା ପରେ ରାଜଧାନୀରେ…

ପକ୍ଷୀ ଶିକାର କରି ବନ୍ଧା ହେଲେ ଦୁଇ

ଢେଙ୍କାନାଳ : ଏବେ ଅନେକ ସଚେତନା କରିବା ପରେ ବି କିଛି ଲୋକ ସୁଧୁରୁ ନାହାନ୍ତି । ବିଲୁପ୍ତ ପ୍ରଜାତିର ପକ୍ଷୀମାନଙ୍କୁ ସେମାନେ ଶିକାର କରୁଛନ୍ତି । ଢେଙ୍କାନାଳରେ ଏପରି ପାଣି କୁଆଙ୍କୁ ଶିକାର କରୁଥିବା ବେଳେ ବନାଞ୍ଚଳ କର୍ମଚାରୀ ୨ ଜଣ ଶିକାରିଙ୍କୁ ଗିରଫ କରିଛନ୍ତି। ଏହି ଶିକାରିମାନେ…

ଈଶା ଦେୱଲଙ୍କ ଘରେ ପହଞ୍ଚିଲା କରୋନା

ମୁମ୍ବାଇ : ନିକଟରେ ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ, ଆରାଧ୍ୟା ଏବଂ ଅନୁପମ ଖେରଙ୍କ ପରିବାର କରୋନା ଭାଇରସ୍ ପଜିଟିଭ୍ ଥିବା ଜଣାପଡିଛି। ରେଖାଙ୍କ ବଙ୍ଗଳାର ସିକ୍ୟୁରିଟି ଗାର୍ଡ ମଧ୍ୟ କରୋନା ପଜିଟିଭ୍ ଜଣାପଡିବା ପରେ ରେଖାଙ୍କ ବଙ୍ଗଳାକୁ ମଧ୍ୟ ସିଲ୍ କରାଯାଇଥିଲା ।…

ଲକଡାଉନରେ ସକ୍ରୀୟ ଚେନ୍ ସ୍ନାଚର

ଭୁବନେଶ୍ଵର :  ଲକଡାଉନରେ ସକ୍ରୀୟ ଚେନ୍ ସ୍ନାଚର। ବିଚ୍ ରାସ୍ତାରେ ଯୁବତାଙ୍କ ଠାରୁ  ଝାମ୍ପିନେଲେ ସୁନା ଚେନ୍। ଘଟଣା ଘଟିଛି ପାତ୍ରପଡା ଅଞ୍ଚଳରେ ଡିଏନ୍‌ ରେଗାଲିଆ ସମ୍ମୁଖରେ ଯାହାର ଭିଡିଓ  ସିସିଟିଭିରେ କଏଦ ହୋଇଛି। ଗତ ୧୭ ତାରିଖରେ ଜଣେ ଯୁବତୀ ପାତ୍ରପଡା ଅଞ୍ଚଳରେ ଡିଏନ୍‌ ରେଗାଲିଆ…

ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି କହିଛି ପାଣିପାଗ ବିଭାଗ । ସେହିପରି ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ…

ଏହି ଅଭିନେତ୍ରୀ କରୁଥିଲେ ସୁଶାନ୍ତଙ୍କ ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡର ବ୍ୟବହାର

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ମାସେ ପୂରିଥିଲେ ମଧ୍ୟ ଏବେ ଯାଏଁ ମୃତ୍ୟୁର କାରଣ ଜଣାପଡ଼ିନାହିଁ। ମୁମ୍ବାଇ ପୋଲିସ ଲଗାତାର ଏନେଇ ତଦନ୍ତ ଜାରି ରଖିଛି। ତଥାପି କୌଣସି ସୁରାକ ହାତରେ ଲାଗିନାହିଁ। ଇତିମଧ୍ୟରେ କେସ୍‌ ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଶୁକ୍ରବାର…

ନିରାଡ଼ମ୍ବର ପାଳନ ହେବ ସ୍ୱାଧୀନତା ଦିବସ

ଭୁବନେଶ୍ୱରର : ଦିନ କେଇଟା ପରେ ସ୍ୱାଧୀନତା ଦିବସ । ପ୍ରତି ବର୍ଷ ଭଳି ଚଳିତ ବର୍ଷ ଦେଖିବାକୁ ମିଳିବନି ଆକର୍ଷଣୀୟ ପରେଡ୍‌ । କରୋନା ଭୟରେ ଏ ବର୍ଷ ରାଜ୍ୟସ୍ତରୀୟ ପରେଡ୍‌ ନିରାଡ଼ମ୍ବରରେ ପାଳନ ହେବ ବୋଲି ଜଣାପଡ଼ିଛି । ଏନେଇ କମିଶନରେଟ୍‌ ପୁଲିସ୍‌ ବରିଷ୍ଠ ଅଧୀକାରୀମାନେ ସଚିବାଳୟ ଯାଇ ଏ…

କରୋନାରେ ଆଖିବୁଜିଲେ ଆଉ ୫ ଆକ୍ରାନ୍ତ, ସଂଖ୍ୟା ୯୧କୁ ବୃଦ୍ଧି

ଭୁବନେଶ୍ବର : ଓଡିଶାରେ ଆଜି ଆଉ ୫ ଜଣ କରୋନା ଆକ୍ରାନ୍ତଙ୍କ ଜୀବନ ନେଇଛି। ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯୧ କୁ ବୃଦ୍ଧି ପାଇଛି। ଏଥିସହିତ ଓଡିଶାରେ କରୋନ ଆକ୍ରାନ୍ତଙ୍କ ସଂଖ୍ୟା ୧୭ହଜାର ୪୩୭କୁ ବୃଦ୍ଧି ପାଇଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଟ୍ବିଟ୍ ସୂଚନା…