ବଦଳିଲା ବ୍ୟାଙ୍କ ଖୋଲିବା ସମୟ
ଭୁବନେଶ୍ୱର() ସମ୍ପୂର୍ଣ୍ଣ ଲକ୍ଡାଉନ୍ ଲାଗୁ ହୋଇଥିବା ଅଞ୍ଚଳରେ ସକାଳୁଆ ବ୍ୟାଙ୍କ ସେବା ମିଳିବ । ସକାଳ ୮ଟାରୁ ଦିନ ୨ଟା ଯାଏଁ ବ୍ୟାଙ୍କ ଖୋଲା ରହିବ । ଓଡ଼ିଶା ସରକାର ରବିବାର ଏମିତି ନିର୍ଦ୍ଦେଶ ଦେଇଛନ୍ତି ।
ସ୍ୱତନ୍ତ୍ର ରିଲିଫ୍ କମିସନର (ଏସ୍ଆର୍ସି)ଙ୍କ ପକ୍ଷରୁ ଜାରି ଆଦେଶନାମା…
