Odia News Portal
Yearly Archives

2020

ଓଡ଼ିଶାକୁ ଆସିବ ଆଉ ୨ଲକ୍ଷ ଆଣ୍ଟିଜେନ ଟେଷ୍ଟିଂ କିଟ୍

ଭୁବନେଶ୍ୱ() କରୋନା ମୁକାବିଲା ପାଇଁ ଆଗାମୀ ୧୪ଦିନ ଅତ୍ୟନ୍ତ ଗରୁତ୍ୱପୂର୍ଣ୍ଣ । ମୁକାବିଲା ନେଇ ଟେଷ୍ଟିଂ, ଟ୍ରେସିଂ ଓ ଟ୍ୱିଟମେଣ୍ଟକୁ ଗୁରୁତ୍ୱ ଦିଆଯିବ । ଏନେଇ ଓଡ଼ିଶାକୁ ଆଉ ୨ଲକ୍ଷ ଆଣ୍ଟିଜେନ ଟେଷ୍ଟିଂ କିଟ୍ ଆସିବ । ଏହାସହ ଦିନକୁ ୧୦ହଜାର ନମୁନା ପରୀକ୍ଷା କରାଯିବ । ଆଣ୍ଟିଜେନ ୩ହଜାର ଓ…

ଫିଟନେସ ନଥିଲେ ଅବସର !

ଭୁବନେଶ୍ୱର() ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ମୁକାବିଲା କ୍ଷେତ୍ରରେ ବହୁ କରୋନା ଯୋଦ୍ଧାଙ୍କ ମଧ୍ୟରେ ପୁଲିସ ବି ଅନ୍ୟତମ । ତେବେ ଏହାରି ଭିତରେ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ପୁଲିସ କର୍ମଚାରୀଙ୍କୁ ଫିଟନେସ ଟାର୍ଗେଟ…

ବିଧାୟକଙ୍କ କ୍ୱାର୍ଟର୍ସରୁ ନାଗ ଉଦ୍ଧାର

ଭୁବନେଶ୍ୱର : ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଘରୁ ଏକ ନାଗ ସାପ ଉଦ୍ଧାର ହୋଇଛି। ସୂଚନା ଅନୁଯାୟୀ, ୩ ଫୁଟର ନାଗ ସାପଟି ବିଧାୟକ ଶ୍ରୀ ଜେନାଙ୍କ ୟୁନିଟ୍‌-୧ ସ୍ଥିତ ସରକାରୀ ବାସଭବନ ପୋର୍ଟିକୋର ପିଲର ଖୁଣ୍ଟି ନିକଟରେ ଥିବା ଆଳଙ୍କାରିକ ଗଛ କୁଣ୍ଡ ତଳେ ଲୁଚି ରହିଥିଲା ।…

ଆଉ ୪ ମୁଣ୍ଡ ନେଲା କରୋନା, ଜାଣନ୍ତୁ ମୃତକଙ୍କ ସମ୍ପୁର୍ଣ୍ଣ ତଥ୍ୟ

ଭୁବନେଶ୍ୱର() ଆଜି ରାଜ୍ୟରେ ସର୍ବାଧିକ ୭୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ମଧ୍ୟ ଘଟିଛି । ମୃତ୍ୟୁ ହୋଇଥିବା ୪ଜଣଙ୍କ ମଧ୍ୟରୁ ଗଞ୍ଜାମରୁ ଦୁଇ ଜଣ, ଅନୁଗୁଳରୁ ଜଣେ ଓ ଗଜପତିରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଗଞ୍ଜାମରେ…

ଆଜି ରେକର୍ଡ଼ ସଂଖ୍ୟକ ୭୧୮ କରୋନା ଆକ୍ରାନ୍ତ ଚିହ୍ନଟ, ୨୩୯ ଲୋକାଲ କେସ

ଭୁବନେଶ୍ବର() ଆଜି ରାଜ୍ୟରେ ଆଜି ରେକର୍ଡ଼ ସଂଖ୍ୟକ ୨୪ ଜିଲ୍ଲାରୁ ୭୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଚିହ୍ନଟ ହୋଇଥିବା ୭୧୮ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୭୯ ଓ ସ୍ଥାନୀୟ ଅଞ୍ଚଳରୁ ୨୩୯ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୧୧୦କୁ…

୩ ଆତଙ୍କବାଦୀ ସଫା

ଜାମ୍ମୁ-କାଶ୍ମୀର :  ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଶୁକ୍ରବାର ସକାଳେ ଗୁଳି ବିନିମୟ ହୋଇଛି। ଜାମ୍ମୁ-କାଶ୍ମୀରର କୁଲଗାମର ନାଗନାଦ ଚିମ୍ମେର ଅଞ୍ଚଳରେ ଏହି ଗୁଳି ବିନିମୟ ହୋଇଥିଲା। ମିଳିଥିବା ସୂଚନା ମୁତାବକ, ଏଥିରେ ତିନିଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ବର୍ତ୍ତମାନ ସେହି…

ସିଲ୍ ହେଲା ୟୁନିଟ୍ -୪ ମାର୍କେଟ୍

ଭୁବନେଶ୍ବର : ସିଲ୍ ହେଲା ୟୁନିଟ୍ -୪ ମାର୍କେଟ୍। ୟୁନିଟ୍-୪ ଅଞ୍ଚଳରୁ କେତେକ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହେବାପରେ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ମାର୍କେଟକୁ ସିଲ୍ କରାଯାଇଛି । ଏହାଛଡା ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଥିବା ଦୋକାନ ମଧ୍ୟ ବନ୍ଦ ରହିବ । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ…

ସଂଗଠନ ସଜାଡ଼ିିବାରେ ବିଜେଡ଼ିି ଆଗୁଆ

ଭୁବନେଶ୍ୱର : ଘର ସଜାଡିବାରେ ଏବେ ବିଜେଡି ଆଗରେ । ସଂଗଠନକୁ ମଝବୁତ କରିବା ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ନେତାଙ୍କ ସହିତ ଚାଲିଛି ସିଧାସଳଖ ଆଲୋଚନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂଗଠନକୁ ନୂଆ ରୂପ ଦେଉଥିବାବେଳେ ଦଳର ଯୁବ ଚାଣକ୍ୟ କୁହାଯାଉଥିବା ପ୍ରଣବ ପ୍ରକାଶ ଦାସ ରାଜ୍ୟର…

ଷ୍ଟ୍ରିଟ୍ ଭେଣ୍ଡରଙ୍କ ପାଇଁ ଆତ୍ମନିର୍ଭର ନିଧି (ମାଇକ୍ରୋ କ୍ରେଡିଟ୍ ସ୍କିମ୍‌)

ଭୁବନେଶ୍ୱର : ଆଜିର ବିଶ୍ୱବାସୀ କରୋନା ପ୍ରକୋପରୁ ମୁକ୍ତି ପାଇବାର ଯୁଦ୍ଧ କରୁଥିବାବେଳେ, ସରକାରଙ୍କ ତୃଣମୂଳ ଚିନ୍ତା ଏହାକୁ କିଛି ମାତ୍ରାରେ ଲାଘବ କରିପାରିବ । ରାଜ୍ୟର ସମସ୍ତ ୧୪୪ଟି ସହରାଂଚଳରେ ଷ୍ଟ୍ରିଟ୍ ଭେଣ୍ଡିଙ୍ଗ୍ କରୁଥିବା ବ୍ୟକ୍ତିମାନଙ୍କୁ କ୍ଷୁଦ୍ର ଋଣ ସହାୟତା ପାଇଁ ଏହିି ଯୋଜନା…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ହାତ ଦେଇ ସଫଳତା ହାସଲ କରିବେ। ଅଶ୍ୱିନୀ ନକ୍ଷତ୍ରର ଯାତ୍ରାରେ ଟେନ୍ସନ ଲାଗି ରହିବ କିନ୍ତୁ ନିଜର ମନୋବଳ ହେତୁ ବିବାଦୀୟ ପରିସ୍ଥିତିର ଦୃଢ ମୁକାବିଲା କରିପାରିବେ। ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ ଅନ୍ୟଥା ପରୋକ୍ଷ ଶତ୍ରୁତା…