Odia News Portal
Yearly Archives

2020

ଆଜି ପୁଣି ୪୫୩ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର : ଆଜି ଆଉ ୪୫୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୨୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ସୁନ୍ଦରଗଡରୁ ୪୧, ନବରଙ୍ଗପୁରରୁ ୩୩, ଖୋର୍ଦ୍ଧାରୁ ୨୮, ବଲାଙ୍ଗିରରୁ ୨୬, କେନ୍ଦୁଝରରୁ ୧୭, ବାଲେଶ୍ୱରରୁ ୧୫, ଜଗତସିଂହପୁର ଓ ମାଲକାନଗିରିରୁ…

ବିକିନି ପିନ୍ଧି ଖୋଲାରେ ଗାଧୋଇବା ନଜର ଆସିଲେ ସନ୍ନି

ମୁମ୍ୱାଇ : ପର୍ଣ୍ଣ ଷ୍ଟାରରୁ ବଲିଉଡ୍ ଷ୍ଟାର ସାଜିଥିବା ଅଭିନେତ୍ରୀ ସନ୍ନି ଲିଓନି ଇନଷ୍ଟାଗ୍ରାମରେ ଏକ ହଟ୍‌ ଫଟୋ ସେୟାର କରି ଇଣ୍ଟରନେଟ୍‌ରେ ନିଆଁ ଲଗେଇ ଦେଇଛନ୍ତି। ନୂଆ ଫଟୋରେ ସନ୍ନି ବିକିନି ପିନ୍ଧି ପାଣିରେ ଭିଜିବାର ନଜର ଆସୁଛନ୍ତି ।  ସନ୍ନି  ଲିଓନି ଏହି ଫଟୋରେ ଖୋଲାରେ ସାୱର ନେବାର…

ଏହି ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ

ରାଞ୍ଚି : ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜୀବନରେ ମାରିଦେବାକୁ ଧମକ। ହେମନ୍ତଙ୍କୁ ୨ଟି ମେଲ ଜରିଆରେ ତାଙ୍କୁ ମାରିଦେବାକୁ ଧମକ ମିଳିଛି। ସିଆଇଡି ନିକଟରେ ଏନେଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଛି। ତେବେ ଏହି ମାମଲାରେ କୌଣସି ଅଧିକାରୀ କିଛି ବି ସୂଚନା ଦେଇନାହାନ୍ତି,…

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କର ରଣହୁଙ୍କାର

ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କର ରଣହୁଙ୍କାର। କେହି ବି ବିଶ୍ୱର ଶକ୍ତି ଆମକୁ ନାଲି ଆଖି ଦେଖାଇବା ସହ ଆମର ଇଞ୍ଚେ ବି ଜାଗା ନେଇପାରିବ ନାହିଁ । ଭାରତ କେବେ କାହାକୁ ଆକ୍ରମଣ କରିନି କି କେଉଁ ଦେଶର ଜମିକୁ କବଜା କରିନାହିଁ । ଚୀନ୍‌ ସହ ଜାରି ସୀମା ବିବାଦ ମଧ୍ୟରେ …

ଲକଡାଉନ ସମୟରେ ବନ୍ଦ ରହିବ ସିଟି ବସ୍ ସେବା

ଭୁବନେଶ୍ୱର() ଲକଡାଉନ ସମୟରେ ବନ୍ଦ ରହିବ ସିଟି ବସ୍ ସେବା । ଜୁଲାଇ ୩୧ ଯାଏଁ ସିଟି ବସ୍ ବନ୍ଦ ରହିବ ବୋଲି ଜଣାପଡିଛି । କେବଳ ବିମାନ ଓ ଟ୍ରେନ୍ ଯାତ୍ରୀଙ୍କ ପାଇଁ ଯାତାୟତ ସୁବିଧା ରହିବ । ଅନ୍ୟପଟେ ଆଜିଠାରୁ ୪ ଜିଲ୍ଲା ସହ ରାଉଲକେଲାରେ ଲକଡାଉନ୍ କଟକଣା ଲାଗୁ ହୋଇଥିବାରୁ ଘରୋଇ ବସ୍…

ଘରୋଇ ଡାକ୍ତରଖାନା ପାଇଁ ଗାଇଡ଼ଲାଇନ

ଭୁବନେଶ୍ବର() ଘରୋଇ ଡାକ୍ତରଖାନା  ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଇଡ଼ଲାଇନ ଜାରି ହୋଇଛି । ଗାଇଡ଼ଲାଇନ ଅନୁସାରେ ସମସ୍ତ ନର୍ସିଂହୋମ ଓ କ୍ଲିନିକରେ ସ୍ୱତନ୍ତ୍ର ଫିଭର କ୍ଲିନିକ ରହିବ । ଏହାସହ ମାସ୍କ ପିନ୍ଧିବା ଓ ହାତ ଧୋଇବାର ଉତ୍ତମ ବ୍ୟବସ୍ଥା କରାଯିବ । ରକ୍ତଚାପ ଯାଞ୍ଚ ମେସିନ,…

ଭୁବନେଶ୍ୱରରୁ ଆଜି ସର୍ବାଧିକ ୧୨୪ ପଜିଟିଭ, ୫୨ ଲୋକାଲ କେସ

ଭୁବନେଶ୍ୱର() ଭୁବନେଶ୍ୱେରେ କରୋନାର ସ୍ଥିତି ଭୟଙ୍କର ହେବାରେ ଲାଗିଲାଣି । ଗୋଟିଏ ଦିନରେ ଭୁବନେଶ୍ୱରରୁ ଆଜି ସର୍ବାଧିକ ୧୨୪ ଜଣ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୭୨ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୫୨ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ…

ପୂର୍ବ ଲକଡାଉନ ଅପେକ୍ଷା ଏଥରର ଲକଡାଉନ କଡ଼ାକଡ଼ି ହେବ

ଭୁବନେଶ୍ୱର() ପୋଲିସ ସେବା ଭବନରେ ପୋଲିସ କମିସନର ସୁଧାଂଣୁ ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ ଲକଡାଉନ ସମ୍ପର୍କରେ ବୁଝାଇ କହିଛନ୍ତି । ରାଜ୍ୟରେ ସ୍ୱାଭାବିକ ସ୍ଥିତି ଫେରିନାହିଁ । ତେଣୁ ପୂର୍ବ ଲକଡାଉନ ଅପେକ୍ଷା ଏଥରର ଲକଡାଉନ କଡ଼ାକଡ଼ି ହେବ । କେବଳ ପରିବା ଓ ତେଜରାତି…

ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କ ପରିବାରକୁ ଭତ୍ତା

ଭୁବନେଶ୍ୱର() କୋଭିଡ ଯୋଦ୍ଧା ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କ  ପରିବାର ପାଇଁ  ଶୁକ୍ରବାର ରାଜ୍ୟ ସରକାର ନୂଆ ଘୋଷଣା କରିଛନ୍ତି । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ନିଦେ୍ର୍ଧଶନାମା ଜାରି କରିଛନ୍ତି । ତେବେ କ’ଣ ଘୋଷଣା କରାଯାଇଛି  ସେ ସମ୍ପର୍କରେ ଜାଣନ୍ତୁ: ୧- ଡୁ୍ୟଟିରେ ଥାଇ…

ଏଏସଆଇଙ୍କୁ କରୋନା, ୨୫ ଜଣ କର୍ମଚାରୀ ହୋମ କ୍ୱାରେଣ୍ଟାଇନରେ

ରାଜ୍ୟରେ ପରିସ୍ଥିତି ଏପରି ହେଲାଣି ଯେ, ସଂକ୍ରମଣ ଦିନ କେଇଟାରେ ସବୁ ଅଙ୍କକୁ ଓଲଟପାଲଟ କରିଦେଇଛି । ସବୁଠାରୁ ବଡ଼ କଥା ହେଲା ଏବେ ସବୁ ବର୍ଗର ଲୋକେ ସଂକ୍ରମିତ ହୋଇସାରିଲେଣି ।  ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ, ଏମିତିକି ଡାକ୍ତର, ପୁଲିସ, ଯବାନଙ୍କୁ ମଧ୍ୟ…