Odia News Portal
Yearly Archives

2020

କରୋନା ଯୋଦ୍ଧାଙ୍କୁ ବନ୍ଧୁକ ଦେଖାଇ ଧମକ

ଆଳି : ମହାମାରୀ ‘କରୋନା’ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ପ୍ରତିଦିନ ଜୀବନ ନେଉଛି ‘କରୋନା’। ଏପରି ସମୟରେ ମହାମାରୀ ବିରୋଧରେ ଲଢେଇ କରୁଥିବା ‘କରୋନା’ ଯୋଦ୍ଧାଙ୍କୁ ବନ୍ଧୁକ ଦେଖାଇ ଧମକ ଦିଆଯାଉଛି। ଆଜି ଏମିତି ଅଭିଯୋଗ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଞ୍ଚଳରୁ ଆସିଛି। ‘କରୋନା’…

ସଂଜୟ ଦାସବର୍ମାଙ୍କ ରାୟଗଡା ଗସ୍ତ

ରାୟଗଡ଼ା : ଆଜି ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଂଜୟ ଦାସବର୍ମା ରାୟଗଡ ଜିଲ୍ଲା ଗସ୍ତରେ ଆସି ସରକାରଙ୍କ ବିଭିନ୍ନ ଯୋଜନା ଉର ଆଲୋଚନା କରିଥିଲେ ।ମାନ୍ୟବର ଉପାଧ୍ୟକ୍ଷଙ୍କ ସହିତ ମାନ୍ୟବର ମନ୍ତ୍ରୀ ଅନୁସୂଚିତ ଜାତି ଓ ଜନଜାତି ବିକାଶ ,ସଂଖ୍ୟା ଲଘୁ ଓ ପଛୁଆ ଵର୍ଗ କଲ୍ୟାଣ ବିଭାଗ ଜଗନ୍ନାଥ…

କରୋନାରେ ୩୮ ବର୍ଷୀୟା ଡେପୁଟି ମାଜିଷ୍ଟ୍ରେଟ୍‌ଙ୍କର ମୃତ୍ୟୁ

କୋଲକାତା : ପଶ୍ଚିମବଙ୍ଗରେ କରୋନା ସଂକ୍ରମଣରେ ୩୮ ବର୍ଷୀୟା ଡେପୁଟି ମାଜିଷ୍ଟ୍ରେଟ୍‌ଙ୍କର ମୃତ୍ୟୁ ହୋଇଛି । ଚନ୍ଦନନଗରରେ କାର୍ଯ୍ୟ କରୁଥିବା ଡେଦବତ୍ତା ରାୟଙ୍କ କୋରାନ ସଂକ୍ରମଣ ଯୋଗୁଁ ମୃତ୍ୟୁ ହୋଇଛି । ତାଙ୍କର ୪ ବର୍ଷର ଛୋଟ ପୁଅ ରହିଛି । ସେ ହୁଗୁଳି ଜିଲ୍ଲାର ଚନ୍ଦନ ନଗରରେ ଡେପୁଟି…

ବଲିଉଡ୍‌ରେ ପାଦ ଦେଲେ ପୁଣି ଆଉ ଜଣେ ଓଡ଼ିଆ ଅଭିନେତା

ଭୁବନେଶ୍ୱର : ବଲିଉଡ୍‌ରେ ପାଦ ଦେଲେ ପୁଣି ଆଉ ଜଣେ  ଓଡ଼ିଆ ଅଭିନେତା। ପ୍ରସିଦ୍ଧ ନିର୍ଦ୍ଦେଶକ ରାମଗୋପାଳ ବର୍ମା ଏହି ସୁଯୋଗ ଦେଇଛନ୍ତି। ନିଜର ବହୁପ୍ରତୀକ୍ଷିତ ଫିଲ୍ମ ‘ଥ୍ରୀଲର୍’ରେ ଓଡ଼ିଆ ଅଭିନେତ୍ରୀ ଅପ୍‌ସରା ରାଣୀ ଅର୍ଥାତ୍ ଅଙ୍କିତା ମହାରଣାଙ୍କୁ ମୁଖ୍ୟ ଚରିତ୍ରରେ  ସୁଯୋଗ ଦେଇଥିବା…

କନେଷ୍ଟବଳ ସ୍ୱାମୀଙ୍କ ନାଁରେ ଅଭିଯୋଗ ଆଣିଲେ ପତ୍ନୀ

ନୀଳଗିରି : କନଷ୍ଟେବଳ ସ୍ୱାମୀ ବିରୁଦ୍ଧରେ ସ୍ତ୍ରୀ ଆଣିଲେ ଅଭିଯୋଗ। ବାଲେଶ୍ଵର ଜିଲ୍ଲା ନୀଳଗିରି ଅଂଚଳରେ ଘଟିଛି ଏହି ଘଟଣା ।  କନଷ୍ଟେବଳ ଆଜି ରେମୁଣା ବଡ଼ପାଳ ଅଞ୍ଚଳରେ ଦ୍ଵିତୀୟ ବିବାହ କରିବା ଅଭିଯୋଗ ଆଣିଲେ ସ୍ତ୍ରୀ। କନେଷ୍ଟବଳ ସ୍ୱାମୀ ସଞ୍ଜୟ ସିଂଙ୍କ ଘର ଭଉଁରିଆବାଡ଼ ପଂଚାୟତ ବିଟୁସାହି…

ପୁଣି ଖଟିଆରେ ବୁହା ହେଲେ ରୋଗୀ

ଚାନ୍ଦବାଲି : ପୁଣି ଥରେ ପଦାରେ ପଡିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବିକାଶର ଚିତ୍ର । ଗତ ୧୦ତାରିଖରେ ଗାଁକୁ ଆମ୍ବୁଲାନ୍ସ ନଯିବାରୁ ଖଟିଆରେ ରୋଗୀ ବୁହା ହେଉଥିବାର ଭିଡିଓ ଭାଇରାଲ ହୋଇଥିଲା। ଆଜି ପୁଣି ସେହିଭଳି ଜଣେ କ୍ୟାନସର ରୋଗୀକୁ ଗାଁରୁ ଖଟିଆରେ ବୋହି ବୋହି ଅଣାଯାଉଥିବାର ଦୃଶ୍ୟ…

ଆସନ୍ତୁ ଜାଣିବା କେମିତି ସ୍ୱଚ୍ଛ ରଖିବା ନିଜ ମାସ୍କ

କରୋନା ମହାମାରୀର ଏଭଳି କଠିନ ପରିସ୍ଥିତିରେ ଘରୁ ବାହାରକୁ ପାଦ କାଢିଲେ ମୁହଁରେ ମାସ୍କ ଲଗାଇବା ଅତ୍ୟନ୍ତ ଜରୁରୀ ହୋଇ ପଡିଛି । ମାସ୍କ ଏବେ ସମସ୍ତଙ୍କ ଜୀବନର ଏକ ଅଙ୍ଗ ପାଲଟିଛି । ତେବେ ବାହାରକୁ ଗଲେ ମାସ୍କ ଧୂଳି ମଳି ଓ ଝାଳ ହେବା ସହିତ ସେଥିରେ ଭୂତାଣୁ ରହିବାର ସମ୍ଭାବନା ମଧ୍ୟ ଅଧିକ…

ପୁଣି ମହାନତା ଦେଖାଇଲେ ସୋନୁ ସୁଦ

ଲକଡାଉନ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଅଭିନେତା ସୋନୁ ସୁଦ। ଏବେ ସୋନୁ ଏଥିରେ ଆଉ ଦୁଇ ପାଦ ଆଗକୁ ଯାଇ ୪ ଶହ ଶ୍ରମିକ ପରିବାରକୁ ଆର୍ଥିକ ସହାୟତା ପାଇଁ ଅଣ୍ଟା ଭିଡିଛନ୍ତି। ଲକଡାଉନ ସମୟରେ ଅନେକ ଶ୍ରମିକ ଚାଲି ଚାଲି ଘରକୁ…

ରାଜଧାନୀରେ ଦିନ ଦ୍ବିପ୍ରହରରେ ଛୁରା ମାଡ଼

ଭୁବନେଶ୍ଵର : ରାଜଧାନୀରେ ଦିନ ଦ୍ବିପ୍ରହରରେ ଛୁରା ମାଡ଼ । ତାହା ପୁଣି ବିଚ ରାସ୍ତାରେ । ନୟାପଲି ଇସ୍କନ ମନ୍ଦିର ପାଖରେ ଗାଡି ସାଇଡ଼ ନଦେବାରୁ ଘଟିଛି ଏଭଳି ବର୍ବର କାଣ୍ଡ । ମିଳିଥିବା ସୂଚନା ଅନୁଯାୟୀ ଇସ୍କନ ମନ୍ଦିର ପାଖରେ ଗାଡି ପାର୍କିଙ୍ଗକୁ ନେଇ ଏକ ବିଏମଡବ୍ଲୁ କାର ଭିତରୁ ୩ ଜଣ ଯୁବକ…

ମୃତ୍ୟୁର ମାସେ ପରେ ସୁଶାନ୍ତଙ୍କୁ ମନେ ପକାଇଲେ ଏହି ଅଭିନେତ୍ରୀ

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ମାସେ ପୂରିଥିଲେ ମଧ୍ୟ ଏବେ ବି ଲୋକମାନେ ତାଙ୍କୁ ମନେ ପକାଉଛନ୍ତି। ଜୁନ୍‌ ୧୪ ତାରିଖ ଆଜିର ଦିନରେ ସୁଶାନ୍ତ ଦୁନିଆକୁ ଅଲ୍‌ବିଦା କହିଥିଲେ। ସୁଶାନ୍ତଙ୍କୁ ମନେ ପକାଇ ତାଙ୍କ ତଥାକଥିତ ପ୍ରେମିକା ରିୟା ଚକ୍ରବର୍ତ୍ତୀ ଆଜି ଏକ ଇମୋସନାଲ ପୋଷ୍ଟ ସେୟାର…