Odia News Portal
Yearly Archives

2020

କୋଭିଡ଼ କେୟାର ହୋମ ଲାଗି ହେବ ନିଯୁକ୍ତି

ଭୁବନେଶ୍ୱର() ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ସବୁ ସ୍ଥିତିକୁ ଦୃଷ୍ଟିରେ ରଖି କୋଭିଡ଼ କେୟାର ହୋମରେ ସ୍ୱାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ଦିଆଯିବା ନେଇ ସୂଚନା ମିଳିଛି । ଆସନ୍ତା ୩ମାସ ପାଇଁ ଏହି ନିଯୁକ୍ତି ମିଳିବ । ନୂଆ ନିଯୁକ୍ତି ପାଇଁ ରାଜ୍ୟ…

ଭିତରକନିକାରେ ୧୦୩ କୁମ୍ଭୀର ବସା ଚିହ୍ନଟ : ଡିଏଫ୍‌ଓ ବିକାଶ ରଞ୍ଜନ ଦାଶ

ରାଜନଗର : ଭିତରକନିକା ଜାତୀୟ ଉଦ୍ୟାନର ନଦୀ, ନାଳ ମାନଙ୍କରେ ବାସ କରୁଥିବା ବିରଳ ବଉଳା କୁମ୍ଭୀର ୧୦୩ଟି ବସାରେ ଅଣ୍ଡା ଦେଇଥିବା ରାଜନଗର ଡିଏଫ୍‌ଓ ବିକାଶ ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ଭିତରକନିକାର କନିକା ରେଞ୍ଜରେ ୯୦ଟି, ରାଜନଗର ରେଞ୍ଜରେ ୯ଟି, ଗହୀରମଥା ରେଞ୍ଜରେ ୨ଟି ଓ ମହାକାଳପଡା…

କ୍ବାରେଣ୍ଟାଇନରେ ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ୱର()  ଭୁବନେଶ୍ବରର ପୂର୍ବତନ ସାଂସଦ ତଥା ବିଜେଡି ଉପସଭାପତି ପ୍ରସନ୍ନ ପାଟ୍ଟଶାଣୀ କ୍ବାରେଣ୍ଟାଇନରେ। ସେ ଓ ତାଙ୍କ ପରିବାର ଆଜି ନିଜକୁ କ୍ୱାରେଣ୍ଟାଇନ୍‌ରେ ରଖିଛନ୍ତି । ଏ ନେଇ ସେ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ବିଜେଡିର ଜଣେ ଯୁବ ନେତା ତାଙ୍କ ଘରକୁ ତିନି ଦିନ ତଳେ…

ଏହି ୱେବସାଇଟକୁ ଲଗଇନ କରି ଜାଣିପାରିବେ CBSE ଦଶମ ରେଜଲ୍ଟ

ଭୁବନେଶ୍ୱର () ଆଜି ପ୍ରକାଶ ପାଇବ କେନ୍ଦ୍ର ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ । ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ  ସୂଚନା ଦେଇଛନ୍ତି । ସିବିଏସଇ ୱେବସାଇଟ (www.cbseresults.nic.in)କୁ ଲଗଇନ କରି ଛାତ୍ରଛାତ୍ରୀମାନେ…

ଆଉ ୩ ମୁଣ୍ଡ ନେଲା କରୋନା , ଜାଣନ୍ତୁ ମୃତକଙ୍କ ତଥ୍ୟ

ଭୁବନେଶ୍ୱର() ରାଜ୍ୟରେ ଆଜି ୬୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩ଜଣଙ୍କର ମୃତ୍ୟୁ ଘଟିଛି । ୩ଜଣ ମୃତକ ମଧ୍ୟରେ ଦୁଇ ଜଣ ଗଞ୍ଜାମର ଓ ଜଣେ ଭୁବନେଶ୍ୱରର ହୋଇଥିବା ଜଣାପଡ଼ିଛି । ଗଞ୍ଜାମର ୬୫ ଓ ୮୬ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ଘଟିଛି । ସେହିପରି ଭୁବନେଶ୍ୱରରେ ଜଣେ ୭୨ବର୍ଷୀୟ ବୃଦ୍ଧଙ୍କ…

ଆଜି ୬୧୮ ନୂଆ ଆକ୍ରାନ୍ତ ଚିହ୍ନଟ, ୨୦୭ ଲୋକାଲ କେସ

ଭୁବନେଶ୍ୱର() ଆଜି ରାଜ୍ୟରେ ୬୧୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୧୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୨୦୭ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪୮୯୮ ରେ ପହଞ୍ଚିଛି ।  ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ…

ରାଜନୀତିକୁ ଉଚ୍ଚଶିକ୍ଷିତ ଛାତ୍ରଙ୍କ ବଦଳରେ ଆସିପାରନ୍ତି ଗାଁ ଟାଉଟର

ଭୁବନେଶ୍ୱର : ଆଗାମୀ ଦିନରେ ଶିକ୍ଷାନୁଷ୍ଠାନରୁ ଆଉ ଯୁବ ନେତା ବାହାରିବେନି । ଗାଁ ଗହଳର ଟାଉଟରମାନେ ନୂଆ ନେତାଭାବେ ରାଜନୀତିକୁ ଆସିବେ । ଏମାନଙ୍କ ହାତରେ ରାଜ୍ୟର ଭବିଷ୍ୟତ ରହିବ ବୋଲି ମତ ଦେଉଛନ୍ତି ରାଜ୍ୟର ଅନେକ ବରିଷ୍ଠ ନେତା ଓ ରାଜନୈତିକ ବିଶ୍ଲେଷକ । କରୋନା ମହାମାରୀ ଯୋଗୁଁ ରାଜ୍ୟର…

ଆଜିଠାରୁ ରାଜ୍ୟରେ ଆରମ୍ଭ ହେବ ପ୍ଲାଜମା ଥେରାପୀ

ଭୁବନେଶ୍ୱରର: ଆଜିଠାରୁ ରାଜ୍ୟରେ ଆରମ୍ଭ ହେବ ପ୍ଲାଜମା ଥେରାପୀ । ଭୁବନେଶ୍ୱରର କିମ୍‌ସ, ସମ୍‌ ଓ କଟକ ଅଶ୍ୱିନୀ ହସ୍ପିଟାଲରେ ପ୍ଲାଜମା ଥେରାପୀ ଆରମ୍ଭ ହେବ । କଟକ ଏସ୍‌ସିବି ମେଡିକାଲ କଲେଜ ପ୍ଲାଜମା ଥେରାପୀର ନୋଡାଲ ସେଣ୍ଟର ଭାବେ କାମ କରିବ । ଆଜି ଅପରାହ୍‌ଣରେ ମୁଖ୍ୟମନ୍ତ୍ରୀ ଭିଡିଓ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ କୃତ୍ତିକା ନକ୍ଷତ୍ରର ଅତି ନିକଟରେ ରହୁ ନ ଥିବା ପିଲାଙ୍କ ସ୍ବାସ୍ଥ୍ୟ ସକାଶେ ଚିନ୍ତିତ ହେବେ। ଅବଶ୍ୟ କର୍ମକ୍ଷେତ୍ରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ନିଜ ଲୋକମାନେ ଅସୁବିଧାରେ ପକାଇପାରନ୍ତି। ପାରିବାରିିକ କ୍ଷେତ୍ର ବୁଝାମଣା ମାଧ୍ୟମରେ ଶୃଙ୍ଖଳିତ ହେବ। ବୃଷ ଆର୍ଥିକ…

କଳାହାଣ୍ଡିରେ ବବିଙ୍କ ମାନସ ମନ୍ଥନ

କଳାହାଣ୍ଡି : କଳାହାଣ୍ଡିରେ ବିଜେଡ଼ି ସାଙ୍ଗଠନିକ ସ୍ଥିତି ନେଇ ମାନସ ମନ୍ଥନ । ଜିଲ୍ଲାର ବରିଷ୍ଠ ନେତା, ମନ୍ତ୍ରୀ ଓ ସାଂସଦଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ସଂଗଠନ ସମ୍ପାଦକ ଦାୟିତ୍ୱ ନେବାପରେ ଦଳୀୟ କାର୍ଯ୍ୟକ୍ରମ ସାଙ୍ଗକୁ ଭବିଷ୍ୟତରେ…