ଜୀବନ ଯୁଦ୍ଧରେ ହାରିଗଲେ ଅଭିନେତ୍ରୀ ଦିବ୍ୟା !
ମୁମ୍ବାଇ : ୨୦୨୦ ବଲିଉଡ୍ ପାଇଁ କଳାଦିନ ପାଲଟିଯାଇଛି। ଗୋଟିଏ ପରେ ଗୋଟିଏ ଝଟକା ଫିଲ୍ମ ଇଣ୍ଡଷ୍ଟ୍ରିକୁ ଲାଗିଚାଲିଛି। ଆଜି ଅଭିନେତ୍ରୀ ତଥା ମଡେଲ ଦିବ୍ୟା ଚୌକସେ ଏହି ଦୁନିଆକୁ ବିଦାୟ ଦେଇଛନ୍ତି। ଦିବ୍ୟା ଚୌକସେଙ୍କ ମୃତ୍ୟୁ ଖବର ତାଙ୍କ ବନ୍ଧୁ ଏବଂ ଭଉଣୀ ଫେସବୁକରେ ସୂଚନା ଦେଇଛନ୍ତି।…
