Odia News Portal
Yearly Archives

2020

ଲକ୍ଷଣହୀନ କରୋନା ଆକ୍ରାନ୍ତଙ୍କୁ ହୋମ୍ ଆଇସୋଲେସନରେ ରହିବାକୁ ଅନୁମତି

ଭୁବନେଶ୍ୱର() ଏଣିକି ସହରରେ ଲକ୍ଷଣହୀନ କରୋନା ଆକ୍ରାନ୍ତଙ୍କୁ ହୋମ୍ ଆଇସୋଲେସନରେ ରହିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଆଜି ଏନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂୂଚାନା ଦେଇଛନ୍ତି । ସେ କହିଛନ୍ତି ଯେ, ଏଥି ଲାଗି ଯେଉଁ ଖର୍ଚ୍ଚ ହେବ ତାହା…

ଭୁବନେଶ୍ୱରରୁ ଆଉ ୧୪ ପଜିଟିଭ, ସ୍ଥାନୀୟ ଅଞ୍ଚଳରୁ ୧୦

ଭୁବନେଶ୍ୱର() ରାଜଧାନୀ ଭୁବନେଶ୍ୱରରୁ ଆଜି ୧୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୪ପଜିଟିଭଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୪ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୦ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ୨୯ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି । ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ…

କଟକରୁ ୧୬ ପଜିଟିଭ, ୮ ଲୋକାଲ କେସ

କଟକ()  ପୁଣି କଟକରେ ଆଉ ୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୬ ଜଣରୁ ୮ଜଣ ଲୋକାଲ କଣ୍ଟାକ୍ଟ କେସ ଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି । ରାଉସାପାଟଣାର ୫ ଜଣ ଲୋକାଲ କଣ୍ଟାକ୍ଟରୁ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨୦, ୨୫, ୪୮ ବର୍ଷୀୟ ପୁରୁଷ ଓ ୩୭, ୪୮ ବର୍ଷର ମହିଳା…

ଜୁଲାଇ ୩୧ ସୁଦ୍ଧା ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର() ମାଟ୍ରିକ ପରୀକ୍ଷା ଖାତାଦେଖା ଶେଷ ହୋଇଛି । ଟାବୁଲେସନ ଆରମ୍ଭ ହୋଇଯାଇଛି । ଖୁବ୍‌ଶୀଘ୍ର ଫଳ ପ୍ରକାଶ ନେଇ ତାରିଖ ଘୋଷଣା ହେବ । ତେବେ ପୂର୍ବରୁ ଜୁଲାଇ ୩୧ ସୁଦ୍ଧା ଫଳ ପ୍ରକାଶ ନେଇ ତାରିଖ ଘୋଷଣା କରାଯାଇଥିଲା । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।…

ଧନୀ ଲୋକଙ୍କୁ ହିଁ ଟିକେଟ ଦିଆଯିବ

ଭୁବନେଶ୍ୱର()  ଧନ ନଥିଲେ ଏଥର ଉପନିର୍ବାଚନରେ ଟିକେଟ ଦିଆଯିବନି । ଏଭଳି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ତିର୍ତ୍ତୋଲ ଉପନିର୍ବାଚନ ନେଇ ଶ୍ରୀ ରାଉତରାୟ ନିଜ ପ୍ରତିକ୍ରିୟା ରଖି ଏହା କହିଛନ୍ତି । ସେ କହିଛନ୍ତି ଯେ, ତୃଣମୂଳସ୍ତରରୁ ଉପନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ…

ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ

ଭୁବନେଶ୍ୱର()  କରୋନା ମହାମାରୀ ଭିତରେ ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି । cbseresults.nic.in ରେ ପରୀକ୍ଷା ଫଳ ଉପଲବ୍ଧ । ଏନେଇ ସୂଚନା ଦେଇଛନ୍ତି ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ । ପ୍ରକାଶଯେ, ଚଳିତ ବର୍ଷ କୋଭିଡ-୧୯ ମହାମାରୀ ଭିତରେ ସିବିଏସଇର…

ବଡ଼ ଖବର, ଆତ୍ମହତ୍ୟା କଲେ ବିଜେପି ବିଧାୟକ

କୋଲକାତା() ଆତ୍ମହତ୍ୟା କଲେ ପଶ୍ଚିମବଙ୍ଗର ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରୟ । ତାଙ୍କ ଘର ପଛପଟରୁ ତାଙ୍କ ମୃତ ଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ସେ ଗତବର୍ଷ ସିପିଏମ ଦଳରୁ ଇସ୍ତଫା ଦେଇ ଭାଜପାରେ ଯୋଗ ଦେଇଥିଲେ । ଦେବେନ୍ଦ୍ର ଉତ୍ତରଦିନାଜପୁରର ସଂଗ୍ରକ୍ଷୀତ ଆସନରୁ ଭାଜପା…

ପ୍ରବାସୀ ଓଡ଼ିଆଙ୍କ ଦେବଦୂତ ଦୀପ୍ତିରଞ୍ଜନ

ଭୁବନେଶ୍ଵର : ସେ ସ୍ୱପ୍ନ ଦେଖନ୍ତି । ସ୍ୱପ୍ନ ଦେଖିବାକୁ ଖୁବ ଭଲ ବି ପାଆନ୍ତି । ନିଦ୍ରାରେ ନୁହେଁ ଆଖି ଖୋଲି ସେ ସ୍ୱପ୍ନ ଦେଖନ୍ତି ଆଉ ସେହି ସ୍ୱପ୍ନ ତାଙ୍କୁ ଶୋଇବାକୁ ଦିଏ ନାହିଁ ଯେପର୍ଯ୍ୟନ୍ତ ତାହା ସାକାର ନହୋଇଛି । ସେଇଥିପାଇଁ ତ ଆଦିବାସୀ ଅଧ୍ୟୁଷିତ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର…

କରୋନାରେ ଆଉ ୬ ଜଣଙ୍କ ମୃତ୍ୟୁ, ଜାଣନ୍ତୁ ମୃତକଙ୍କ ତଥ୍ୟ…

ଭୁବନେଶ୍ବର()  ରାଜ୍ୟରେ କରୋନାରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କରାଯାଇ ସୂଚନା ଦିଆଯାଇଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୦ କୁ ବୃଦ୍ଧି ପାଇଛି। ଗଞ୍ଜାମ ଜିଲ୍ଲାରୁ ୪ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଭୁବନେଶ୍ବର…

ଆଉ ୬୧୬ ଆକ୍ରାନ୍ତ ଚିହ୍ନଟ, ୨୦୧ ଲୋକାଲ କେସ, ଜାଣନ୍ତୁ ସମ୍ପୁର୍ଣ୍ଣ ତଥ୍ୟ …

ଭୁବନେଶ୍ୱର() ଆଜି ରାଜ୍ୟରେ ୨୩ ଜିଲ୍ଲାରୁ ୬୧୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୧୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୨୦୧ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୬୧୬…