୧୨ ଦିନ ପରେ ପେଟ୍ରୋଲ-ଡିଜେଲ୍ ଦାମରେ ପୁଣି ବୃଦ୍ଧି
ନୂଆଦିଲ୍ଲୀ : ରବିବାର ପେଟ୍ରୋଲ-ଡିଜେଲ୍ ଦାମ୍ ପୁଣି ସାଧାରଣ ନାଗରିକକୁ ଝଟକା ଦେଇଛି । ଦେଶରେ ୧୨ ଦିନ ପରେ ପେଟ୍ରୋଲ-ଡିଜେଲ୍ ଦାମରେ ପୁଣି ବୃଦ୍ଧି ଦେଖାଦେଇଛି । ସରକାରୀ ତେଲ କମ୍ପାନୀମାନେ ରବିବାର ଡିଜେଲ୍ ଦାମରେ ୧୬ ପ୍ରତିଶତ ଲିଟର ପିଛା ବୃଦ୍ଧି କରିଛନ୍ତି । ତେବେ ପେଟ୍ରୋଲ୍ ଦାମରେ…
