ମହାରାଷ୍ଟ୍ର ରାଜଭବନରେ ୧୬ କର୍ମଚାରୀ କୋରୋନା ଆକ୍ରାନ୍ତ
ମୁମ୍ବାଇ : ଦେଶର ସର୍ବାଧିକ କୋରୋନା ଆକ୍ରାନ୍ତ ରାଜ୍ୟଙ୍କ ତାଲିକାରେ ଥିବା ମହାରାଷ୍ଟ୍ରରେ ଥମିବାର ନାଁ ଧରୁନାହିୁଁ କୋଭିଡ୧୯ ପ୍ରକୋପ । ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସମସ୍ତେ ଏହା ଦ୍ୱାରା ହୋଇଛନ୍ତି କବଳିତ । ହେଲେ ଏବେ ଏହି ଭାଇରସକୁ ନେଇ ଆସିଛି…
