Odia News Portal
Yearly Archives

2020

ସଂକ୍ରମିତଙ୍କ ସଂଖ୍ୟା ୭ ଲକ୍ଷ ପାର

ନୂଆଦିଲ୍ଲୀ() ଭାରତରେ ଦିନକୁ ଦିନ ନିଜର କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ । ଏହାରି ଭିତରେ ସଂକ୍ରମିତଙ୍କ ସଂଖ୍ୟା ପାର କଲାଣି ୭ ଲକ୍ଷ । ଗତ ୨୪ ଘଣ୍ଟାରେ ୨୨ ହଜାର ୨୫୨ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୪୬୭ ଜଣଙ୍କ ମୃତ୍ୟୁ ହୋଇଛି । ନୂଆ ପଜିଟିଭ୍‌କୁ ମିଶାଇ ଦେଶରେ…

ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବାପାଇଁ ଜିଲ୍ଲାରେ କସରତ ଆରମ୍ଭ

କେନ୍ଦ୍ରାପଡା : ସୁରୁଖୁରୁରେ ଘୋଷଯାତ୍ରା ସରିବାପରେ ଏବେ ମବୀମଣ୍ଡଳ ଅଦଳ ବଦଳକୁ ନେଇ ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିବାବେଳେ ଏହାକୁ ନେଇ କେନ୍ଦ୍ରାପଡା ରାଜନୀତି ସରଗରମ ହୋଇଛି । ବିଶେଷକରି ମନ୍ତ୍ରୀବିହୀନ ଥିବା ଏହି ଜିଲ୍ଲାରୁ କିଏ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବ ତାହାକୁ ନେଇ ଛକାପଞ୍ଝା ଓ…

ଘଣ୍ଟାଏ ଭିତରେ ଆସିବ ରିପୋର୍ଟ

କଟକ : ଆଜିଠୁ ରାଜ୍ୟରେ କୋଭିଡ ପରୀକ୍ଷଣ ପାଇଁ ଆଣ୍ଟିଜେନ ଭିତ୍ତିକ ଟେଷ୍ଟିଂ କରାଯିବ। ଆଣ୍ଟିବଡି ପରେ ଏବେ ଆଣ୍ଟିଜେନ ଟେଷ୍ଟିଂ କରାଯିବ। କଟକର ୩ଟି ସରକାରୀ ମେଡିକାଲରେ ହେବ ଆଣ୍ଟିଜେନ୍‌ ଟେଷ୍ଟ । ପ୍ରଥମ ପର୍ଯ୍ୟାୟରେ ଏସସିବିକୁ ଗୁରୁତ୍ୱ ଦିଆଯିବ । ୫ ହଜାର କିଟ୍‌କୁ ନେଇ କୋଭିଡ ପରୀକ୍ଷା…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ଚତୁର୍ଥଭାବ ଚନ୍ଦ୍ର ଦୃଷ୍ଟ ଯୋଗୁଁ ଆପଣଙ୍କୁ ବନ୍ଧୁମାନଙ୍କ ସହ ଆକସ୍ମିକ ଯାତ୍ରା କରିବାର ସୁବିଧା ମିଳିବ। ପଡୋଶୀଙ୍କ ପରାମର୍ଶ କ୍ରମେ ସକାଳୁ ସକାଳୁ ଅର୍ଥ ସମ୍ପର୍କୀୟ ସମସ୍ୟାକୁ ସୁଧାରି ନେବାର ପ୍ରଯନତ୍ କରିବେ। ଦିନ ମଧ୍ୟରେ ବିଶେଷ ଭ୍ରମଣ ଜନିତ ଶାରିରୀକ କ୍ଳାନ୍ତି ଓ ଅବସାଦ…

ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ କେବେ ବି ବ୍ୟର୍ଥ ଯିବନି : ସମୀର ମହାନ୍ତି

ଭୁବନେଶ୍ୱର : ଆଜି ସ୍ୱର୍ଗତଃ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୧୯ ତମ ଜନ୍ମଜୟନ୍ତୀ । ୧୯୦୧ ଜୁଲାଇ ୬ ତାରିଖରେ ଡ. ମୁଖାର୍ଜୀ ଜନ୍ମଗ୍ରହଣ କରିଥିଲେ । ଏହି ଅବସରରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ବିଜେପି ନେତୃବୃନ୍ଦ ରାଜ୍ୟ କାର୍ଯ୍ୟାଳୟରେ ଡ. ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ଫଟୋ…

ନକଲି  ଆରଟିଓ ଗିରଫ

ଭୁବନେଶ୍ବର : ନକଲି  ଆରଟିଓ କରୁଥିଲେ ଫାଇନ ଆଦାୟ। ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଗିରଫ କରିଛି କମିଶନରେଟ  ପୋଲିସ। ସୂଚନା ମୁତାବକ ଦୁଇ ଜଣ ଯୁବକ ନିଜକୁ ଆରଟିଓ ଦର୍ଶାଇ ନୟାପଲ୍ଲୀ ଫ୍ଲାଏ ଓଭର ଉପରେ ମାଲ ବୋଝେଇ ଟ୍ରକମାନଙ୍କଠାରୁ ଫାଇନ ଆଦାୟ କରୁଥିଲେ। ଯାହାର ଭିଡିଓକୁ କିଛି…

ଜଣେ ଜନପ୍ରିୟ ନେତାଙ୍କୁ ହରାଇଲୁ : ସଂଜୟ ଦାସବର୍ମା

ଭୁବନେଶ୍ବର : ବରିଷ୍ଠ ବିଜେଡି ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁଚରଣ ଦାସଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା । ଶ୍ରୀ ଦାସବର୍ମା ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ଜଗତସିଂହପୁର ଜିଲ୍ଲାର ବିକାଶରେ ଶ୍ରୀ ଦାସଙ୍କ…

ତିର୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ପରଲୋକ

ଭୁବନେଶ୍ୱର : ତିର୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ପରଲୋକ । କିଛି ଦିନ ଧରି ଅସୁସ୍ଥ ଥିଲେ ବିଷ୍ଣୁ ଦାସ । ଗତ କିଛିଦିନ ଧରି ସେ ଅସୁସ୍ଥ ଥିଲେ । ରାଜଧାନୀରେ ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା । ସେ କିଛି ଦିନ ଧରି…

ସେବା ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟର ଲୋଗୋ ଉନ୍ମୋଚିତ

ଭୁବନେଶ୍ବର : ସରକାରଙ୍କର କୋଭିଡ କଟକଣା କୁ ମାନି ସମ୍ପୂର୍ଣ୍ଣ ନିରାଡ଼ମ୍ବର ଭାବରେ ଆଜି ସେବା ଫାଉଣ୍ଡେସନ ର ଲୋଗୋ ଓ ନିରାପତ୍ତା ଜ୍ୟାକେଟ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ଏହି ସଂଗଠନ ପକ୍ଷରୁ ଆଗାମୀ ଦିନରେ ବୁଲା ଗାଈଗୋରୁ ମାନଙ୍କୁ ପ୍ରତ୍ୟେକ ସପ୍ତାହ ର ଗୋଟିଏ ଦିନ…

ଜୁଆ ଆଡ୍ଡାରୁ ୯ ମହିଳାଙ୍କ ସମେତ ୧୦ ଗିରଫ

ସମ୍ବଲପୁର : କ୍ଷେତରାଜପୁର ଥାନା ଅନ୍ତର୍ଗତ ମନ୍ଦଲିଆ ଅଞ୍ଚଳରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ପୁଲିସ ଚଢଉ କରି ମୋଟ ୯ ଜଣ ମହିଳାଙ୍କ ସମେତ ମୋଟ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳର କୁଳମଣି ସାହୁଙ୍କ ସମେତ ଅନ୍ୟ ୯ ଜଣ ମହିଳା । ସୂଚନା ଅନୁସାରେ ଆଜି…