Odia News Portal
Yearly Archives

2020

ଟେକ ମହିନ୍ଦ୍ରା ଅଫିସ ସିଲ

ଭୁବନେଶ୍ୱର() କରୋନା ପାଇଁ ପୁଣି ଏକ ଅଫିସ ସିଲ କରାଯାଇଛି । ରାଜଧାନୀ ଭୁବନେଶ୍ୱରସ୍ଥ ମୈତ୍ରୀ ବିହାର ଅଞ୍ଚଳରେ ଥିବା ଟେକ ମହିନ୍ଦ୍ରା ଅଫିସକୁ ସିଲ କରାଯାଇଛି । କୋଭିଡ ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗରେ ବିଏମସି ପକ୍ଷରୁ ଉକ୍ତ ଅଫିସକୁ ସିଲ କରାଯାଇଛି । ସଂସ୍ଥାର ୭ କର୍ମଚାରୀ କରୋନା ପଜିଟିଭ…

ଆଗାମୀ ୫ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର() ରାଜ୍ୟରେ ଏବେ ମୌସୁମୀ ସକ୍ରିୟ ରହିଛି । ଏହା ପ୍ରଭାବରେ ଆଗାମୀ ୫ଦିନ ଯାଏଁ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି । ସୂଚନା ମୁତାବକ ଜୁଲାଇ ୮ ଓ ୯ତାରିଖରେ ରାଜ୍ୟର କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ…

ମୋ ସରକାରରେ କୋଭିଡ୍‌ ପରିଚାଳନା

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟରେ କୋଭିଡ୍‌ ମୁକାବିଲା କାର୍ଯ୍ୟକ୍ରମ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି । କୋଭିଡ୍‌ ପରିଚାଳନାକୁ ଅଧିକ ଉତ୍ତରଦାୟୀ କରିବା ପାଇଁ ଏହାକୁ ‘ମୋ ସରକାର’ କାର୍ଯ୍ୟକ୍ରମରେ ସାମିଲ…

ଭାରତ ପରେ ଏହି ଦେଶରେ ବନ୍ଦ ହେବ ଟିକ୍‌ଟକ୍‌

ସର୍ଟ ଭିଡିଓ ମେକିଂ ଆପ୍‌ ଟିକ୍‌ଟକ୍‌ ହଂକଂରେ କାମ ବନ୍ଦ କରିବାକୁ ଘୋଷଣା କରିଛି। ଚୀନୀ ସରକାରଙ୍କ ତରଫରୁ ହଂକଂରେ ଲାଗୁ ହୋଇଥିବା ଜାତୀୟ ସୁରକ୍ଷା ଆଇନ୍‌ ଯୋଗୁ କମ୍ପାନୀ ଏହି ନିଷ୍ପତ୍ତି ନେଇଛି। ସୂଚନାଯୋଗ୍ୟ ଯେ ଏହି ନୂଆ ଆଇନ୍‌ ଲାଗୁ ହେବା ପରେ ସମସ୍ତ ଟିକ୍‌ଟକ୍‌ କମ୍ପାନୀକୁ ହଂକଂ…

ଶୁଭିଲାନି ବୋଲବୋମ୍ ହରେ ହରେ ବମ୍ ଜଟିଆ ବାବା ପାର୍ କରେଗା

ଚଣ୍ଡିଖୋଲ : କାଲି ଗଲା ଶ୍ରାବଣ ମାସର ପ୍ରଥମ ସୋମବାର । ଏହି ଅବସରରେ କାଉଡ଼ିଆମାନେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଜଳାଭିଷେକ କରିବା ପାଇଁ ଶୈବ ପୀଠମାନଙ୍କୁ ଆସିଥାନ୍ତି । ଏହି ଅବସରରେ ରାସ୍ତାରେ ହଜାର ହଜାର ସଂଖ୍ୟାରେ କାଉଡ଼ିଆମାନେ ବୋଲବୋମ୍ ହରେ ହରେ ବମ୍ ଜଟିଆ ବାବା ପାର୍ କରେଗା ଡ଼ାକା…

ଓଡ଼ିଶାରେ ୪ ପ୍ରକାର କରୋନା ଭାଇରସ

ଭୁବନେଶ୍ୱର() ଭାରତରେ ୪ଟି ଗ୍ରୁପର ଭାଇରସ ଟ୍ରେଣ୍ଡ ଥିବାବେଳେ ଓଡ଼ିଶାରେ ମଧ୍ୟ ୪ ପ୍ରକାର । ରାଜ୍ୟରେ କରୋନା ଭାଇରସ ଜେନେଟିକ ଷ୍ଟଡି ପ୍ରସଙ୍ଗରେ ଏହି ସୂଚନା ଦେଇଛନ୍ତି ଆଇଏଲଏସ ନିଦେ୍ର୍ଧଶକ ଅଜୟ ପରିଡ଼ା । ତାଙ୍କ ସୂଚନା ଅନୁଯାୟୀ ନିର୍ଦ୍ଧିଷ୍ଟ ଜିନକୁ ନେଇ ବିଶେଷଜ୍ଞ ଗବେଷଣା କରୁଛନ୍ତି ।…

ସାମାଜି ଦୁରତା ମାନୁ ନାହାଁନ୍ତି ଅମାନିଆ ଗ୍ରାହକ

ଚଣ୍ଡିଖୋଲ : ସମଗ୍ର ବିଶ୍ୱରେ ନିଜର କାୟା ବିସ୍ତାର କରି ଚାଲିଥିବା ମହାମାରୀ କରୋନା ସଂକ୍ରମଣରୁ ଜନସାଧାରଣଙ୍କୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାର, କେନ୍ଦ୍ରସରକାର, ଜିଲା ପ୍ରଶାସନ ଓ ସ୍ଥାନୀୟ ବ୍ଲକ୍ ପ୍ରଶାସନ ତରଫରୁ ବିଭିନ୍ନ କଟକଣା ଓ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ମାତ୍ର କେତେକେ…

ସିଏମସିରୁ ୫ ପଜିଟିଭ

ଭୁବନେଶ୍ୱର() ଆଜି ଚିହ୍ନଟ ୫୭୧ ଜଣଙ୍କ ମଧ୍ୟରୁ କଟକ ଜିଲ୍ଲାରେ ୨୯ ଜଣ ଚିହ୍ନଟ ହୋଇଛନ୍ତି । ସମ୍ପୃକ୍ତ ନୂଆ ୨୯ ଜଣଙ୍କ ମଧ୍ୟରୁ ସିଏମସି ଅଧୀନରେ ୫ ଜଣ ଚିହ୍ନଟ ହୋଇଛନ୍ତି । ଟାଙ୍ଗୀରୁ ଜଣେ ଚିହ୍ନଟ ହୋଇଥିବାବେଳେ ସଦର ଜଣେ, ବାଙ୍କୀ ୧୨ ଓ ବଡ଼ମ୍ବାରୁ ୫ ଜଣ ଚିହ୍ନଟ ହୋଇଛନ୍ତି । ଏହାଛଡ଼ା…

କରୋନାରେ ଆଉ ୪ ଜଣଙ୍କ ମୃତ୍ୟୁ, ଜାଣନ୍ତୁ ମୃତକଙ୍କ ତଥ୍ୟ

ଭୁବନେଶ୍ୱର() ଆଜି ଗୋଟିଏ ଦିନରେ ସର୍ବାଧିକ ୫୭୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ୪ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ୩ ଜଣ ଗଞ୍ଜାମର ହୋଇଥିବା ବେଳେ ଜଣେ କଟକର ବୋଲି ଜଣାପଡିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ…

ଆଉ ୫୭୧ କରୋନା ଆକ୍ରାନ୍ତ ଚିହ୍ନଟ, ୧୬୮ ଲୋକାଲ କେସ

ଭୁବନେଶ୍ୱର() ରାଜ୍ୟରେ ଆଜି ନୂଆ ୫୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରରୁ ୪୦୩ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୬୮ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୯୭କୁ ବୃଦ୍ଧି ପାଇଛି ।…