ବାଲେଶ୍ୱର ବିଧାୟକ କରୋନାରେ ଆକ୍ରାନ୍ତ
ଭୁବନେଶ୍ୱର() କରୋନାରେ ଆକ୍ରାନ୍ତ ହେଲେ ବିଧାୟକ । ରାଜ୍ୟରେ ପ୍ରଥମଥର ପାଇଁ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲାର ଜଣେ ବିଧାୟକଙ୍କୁ କରୋନା ହୋଇଥିବା ସୂଚନା ମିଳିଛି । ସଂପୃକ୍ତ ବିଧାୟକ ନିଜେ ଏହି ସୂଚନା ଦେଇଛନ୍ତି ।
ସେପଟେ କରୋନା ପାଇଁ ବିଧାନସଭାର ସବୁ କମିଟି…
