Odia News Portal
Yearly Archives

2020

ଏହି ରାଜ୍ୟରେ ପୁରା ବର୍ଷେ ବଢିଲା କରୋନା କଟକଣା

ମାସେ ନୁହେଁ କି ଦୁଇ ମାସ ନୁହେଁ । ବର୍ଷେ ବଢିଲା କରୋନା କଟକଣା । କଟକଣା ବଢାଇଛନ୍ତି କେରଳ ସରକାର । ୧ ବର୍ଷ ପର୍ଯ୍ୟନ୍ତ ସାମଜିକ ଦୂରତା ଏବଂ ଫେସ୍‌ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି । ନିୟମ ଖିଲାପ କଲେ ୧୦ ହଜାର ଟଙ୍କା ଜରିମାନା ସହ ୨ ବର୍ଷ ଜେଲ ଭୋଗିବାକୁ ପଡ଼ିବ । ଏପିଡେମିକ ଡିଜିଜ୍‌…

କୋଭିଡ ନିୟମ ନ ମାନିବାରୁ ସିଲ ହେଲା ନର୍ସିଂହୋମ

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟର ଅନେକ ସ୍ଥାନର ହସ୍ପିଟାଲଗୁଡିକରୁ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ନଜରରେ ରଖି ସମସ୍ତ ନର୍ସିଂହୋମ ଏବଂ ଘରୋଇ ମେଡିକାଲକୁ କରୋନା ଗାଇଡଲାଇନ୍ ମାନିବାକୁ କଡା ନିର୍ଦ୍ଦେଶ…

ଇସ୍ରୋକୁ ବଡ଼ ସଫଳତା : ମଙ୍ଗଳର ସବୁଠୁ ବଡ଼ ଜହ୍ନର ଫଟୋ ଉଠାଇଲା ମଙ୍ଗଳଯାନ

ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ(ଇସ୍ରୋ)ର ମଙ୍ଗଳଯାନ (ମାର୍ସ ଅର୍ବିଟର ମିଶନ ବା ଏମ୍‌ଓଏମ୍‌)ରେ ଲାଗିଥିବା ‘ମାର୍ସ କଲର କ୍ୟାମେରା’(ଏମ୍‌ସିସି) ମଙ୍ଗଳର ସବୁଠୁ ବଡ଼ ଚନ୍ଦ୍ର ‘ଫୋବୋସ’ର ଫଟୋ ଉତ୍ତୋଳନ କରିଛି। ଜୁଲାଇ ୧ ତାରିଖରେ ଏହି ଫଟୋ ନିଆଯାଇଥିଲା। ଏହି ସମୟରେ ମଙ୍ଗଳଯାନ ମଙ୍ଗଳ ଠାରୁ…

ଲକଡାଉନରେ କାନ୍ଦି କାନ୍ଦି ବେହାଲ ହେଲେ ରାକ୍ଷୀ ସାଓ୍ଵନ୍ତ

ଚର୍ଚ୍ଚିତ ଏବଂ ଲୋକପ୍ରିୟ କୋରିଓଗ୍ରାଫର ସରୋଜ ଖାନ ନିଜର ଫିଲ୍ମ କ୍ୟାରିୟରରେ ବହୁତ ବଡ ବଡ କଳାକାରଙ୍କ ସହିତ କାମ କରିଛନ୍ତି। ଏହି କାରଣରୁ ସମସ୍ତ ସେଲିବ୍ରିଟୀ ତାଙ୍କ ନିଧନରେ ବହୁତ ଦୁଃଖୀ ହୋଇଛନ୍ତି। କଳାକାର ତାଙ୍କ ସହିତ ପୁରୁଣା ଭିଡିଓ ସେୟାର କରି ତାଙ୍କୁ ମନେ ପକାଉଛନ୍ତି। ତେବେ…

କାଲି ଲଞ୍ଚ୍‌ ହେବ ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ର ଟ୍ରେଲର

ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ର ଟ୍ରେଲର ଆସନ୍ତାକାଲି ରିଲିଜ୍‌ ହେବାକୁ ଯାଉଛି। ଏହି ଫିଲ୍ମକୁ ନେଇ ସୁଶାନ୍ତ ବେଶ୍‌ ଏକ୍ସାଇଟେଡ୍‌ ଥିଲେ। ଏହି ଫିଲ୍ମ ତାଙ୍କ ବେଷ୍ଟଫ୍ରେଣ୍ଡ ଓ କାଷ୍ଟିଂ ଡାଇରେକ୍ଟର ମୁକେଶ ଛାବଡ଼ାଙ୍କ ନିର୍ଦ୍ଦେଶିତ ପ୍ରଥମ ଫିଲ୍ମ ଥିଲା। ମାତ୍ର ଫିଲ୍ମ…

ଆମେରିକା ରାଷ୍ଟ୍ରପତି ଦୌଡରେ ସାମିଲ ହେଲେ କାନ୍ୟେ ବେଷ୍ଟ

ଚଳିତବର୍ଷ ନଭେମ୍ବରରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଏମିତିରେ ରାଷ୍ଟ୍ରପତି ଟ୍ରମ୍ପ ଦେଶରେ ବ୍ୟାପିଥିବା ସ୍ୱାସ୍ଥ୍ୟ ସଙ୍କଟକୁ ନେଇ ଲୋକଙ୍କ ଟାର୍ଗେଟରେ ରହିଛନ୍ତି। ଅନ୍ୟପଟେ କିମ୍‌ କାରର୍ଦଶିୟାନଙ୍କ ସ୍ୱାମୀ ତଥା ରାପର କାନେଢ ବେଷ୍ଟ ରାଷ୍ଟ୍ରପତି ନିର୍ବାଚନ ଲଢିବା ପାଇଁ…

ସୁସ୍ଥ ହେଲେ ଆଜିର ଆଉ ୨୯୦ କରୋନା ଆକ୍ରାନ୍ତ

ଭୁବନେଶ୍ବର : ସୁସ୍ଥ ତାଲିକାରେ ଯୋଡି ହେଲେ ଆଜିର ଆଉ ୨୯୦ ଜଣ। ଆଜି ଆଉ ୨୯୦ ସୁସ୍ଥ ହୋଇଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଏହି ସୁସ୍ଥଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମର ୯୯ ଜଣ,ଗଜପତିର ୫୬ ଜଣ, ଝାରସୁଗୁଡାର ୩୩ ଜଣ, କଟକର ୧୬ ଜଣ,ନବରଙ୍ଗପୁରର ୧୬ ଜଣ, ବାଲେଶ୍ବରର ୧୫ ଜଣ, ସମ୍ବଲପୁରର ୧୧…

ପୂର୍ବତନ ବିଧାୟକଙ୍କ କରୋନାରେ ମୃତ୍ୟୁ

ଦିଲ୍ଲୀ : ୧୯୮୪ ମସିହା ଦଙ୍ଗା ମାମଲରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‌ ଦଣ୍ଡ ଭୋଗୁଥିବା ପୂର୍ବତନ ବିଧାୟକ ମହେନ୍ଦ୍ର ଯାଦବ(୭୦)ଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଯାଇଛି । ମହେନ୍ଦ୍ର ଯାଦବ ପାଲମ୍‌ ବିଧାନ ସଭା କ୍ଷେତ୍ରରୁ ବିଧାୟକ ରହି ଆସିଛନ୍ତି । ୧୯୮୪ ଦଙ୍ଗାରେ ସିବିଆଇ ଦ୍ୱାରା ଯାଞ୍ଚ…

କରୋନା ମୁକାବିଲା ଲାଗି ସମସ୍ତଙ୍କୁ ସଚେତନତା କରାଇବା ପ୍ରତ୍ୟେକ ରାଜାନୈତିକ ବ୍ୟକ୍ତିଙ୍କର ମୁଖ୍ୟ କର୍ତ୍ତବ୍ୟ

ଭିଡିଓ କଲିଂରେ ବୁଝିଲେ ନର୍ବାଚନମଣ୍ଡଳୀ ସମସ୍ୟାସଦାସର୍ବଦା ଚର୍ଚ୍ଚାରେ ରହିଆସିଥିବା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର    ସାହୁ । ଆଜି  ଭିଡିଓ କଲିଂ ମାଧ୍ୟମରେ ନୟାଗଡ଼ ନିର୍ବାଚନ ମଣ୍ଡଳୀର ବହୁ ଜନସାଧାରଣଙ୍କ…

ପୋଲିସ- ମାଓବାଦୀ ଗୁଳିବିନିମୟ : ଟଳିଲେ ୪ କ୍ୟାଡର ମାଓବାଦୀ

କନ୍ଧମାଳ : କନ୍ଧମାଳ ତୁମୁଡିବନ୍ଧରେ ସୁରକ୍ଷାକର୍ମୀଙ୍କୁ ମିଳିଛି ସଫଳତା । ସୁରକ୍ଷା କର୍ମୀଙ୍କ ଗୁଳି ମାଡ଼ରେ ଟଳିପଡିଛନ୍ତି ୪ କ୍ୟାଡର ମାଓବାଦୀ। କନ୍ଧମାଳ ତୁମୁଡିବନ୍ଧ ଅଞ୍ଚଳର ସିର୍ଲା ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟରେ KKBNର ୪ କ୍ୟାଡର ମାଓବାଦୀ ନିହତ ହୋଇଛନ୍ତି।…